Daily Archives

ଆଜିଠୁ ଆରମ୍ଭ ହେବ ସିଲ୍କ ସିଟି ଫେଷ୍ଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ସନ୍ଧ୍ୟାରେ ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ଆରମ୍ଭ ହେବ ପାଞ୍ଚ ଦିନିଆ ସିଲ୍କ ସିଟି ଫେଷ୍ଟ୍ । ପ୍ରଥମ ସନ୍ଧ୍ୟାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ ବଲିଉଡ୍ ସିଙ୍ଗର୍ ବେନ୍ନୀ ଦୟାଲ୍ ଓ ଏହି ସହରରୁ ଯାଇ ଅନ୍ତର୍ଜାତୀୟ
Read More...

ମାଲପଡା ବ୍ରାହ୍ମଣ ସମାଜର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ବ୍ରାହ୍ମଣ ସମାଜର କାର୍ଯ୍ୟକାରୀ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆକୁଳ ବେହେରା ମାସିକିଆ ବିବରଣୀ ପାଠ କରିଥିଲେ । ମାଲପଡା ବ୍ରାହ୍ମଣ ସମାଜ ତରଫରୁ ସଂସ୍କୃତ ଶ୍ଲୋକ ପ୍ରତିଯୋଗିତା ଓ ଗୀତାପାଠ
Read More...

କିଟ୍ କ୍ୟାମ୍ପସରେ ଡାଟା-ଡାଇଲଗ ସମ୍ପର୍କିତ ଜର୍ଣ୍ଣାଲିଷ୍ଟ କର୍ମଶାଳା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରସ୍ଥ କିଟ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମାନେଜମେଣ୍ଟ ମାସ-କମ୍ୟୁନିକେସନ କ୍ୟାମ୍ପସ ବିଭାଗ ଆନୁକୂଲ୍ୟରେ ଡାଟା-ଡାଇଲଗ ସମ୍ପର୍କିତ ଜର୍ଣ୍ଣାଲିଷ୍ଟ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ କର୍ମଶାଳାର ଓଡ଼ିଶା
Read More...

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ କମ୍ୟୁନିକେସନ୍‌ର ରାଜ୍ୟ ସଂପାଦକ ଭାବେ ମନୋନୀତ ହେଲେ…

ବରଗଡ, (ନିରୋଜ କୁମାର ପାଣୀ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓ ରାଜ୍ୟ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦଙ୍କ ପରାମର୍ଶ ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ସୋସିଆଲ ମିଡ଼ିଆ ସ୍ତରରେ ସଂଗଠିତ ଏବଂ ମଜବୁଦ କରିବା ପାଇଁ ନୂତନ
Read More...

ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ବିଦ୍ୟାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଏକ ମାତ୍ର ନାରୀ ଅନୁଷ୍ଠାନ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ପରିଦର୍ଶନ କରିଥିଲେ । ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ତା ସହିତ ବିଦ୍ୟାଳୟରେ ହେଉଥିବା ୫ଟି କାର୍ଯ୍ୟ
Read More...

୭ ଦଫା ଦାବୀ ପୁରଣ ନ ହେଲେ କେନ୍ଦୁପତ୍ର ଶ୍ରମିକ ଅସହଯୋଗ ଆନ୍ଦୋଳନ କରିବେ : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭ ଦଫା ଦାବୀ ପୁରଣ ନ ହେଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନର ଶ୍ରମିକ ମାନେ ଗୁଛାକଟା ସମୟରୁ ଡିଭିଜନର ସମସ୍ତ ଶ୍ରମିକ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଆଜି ପଦ୍ମପୁର କେନ୍ଦୁପତ୍ର ଡିଏଫ୍‌ଓ ବିଭୁତି ଭୂଷଣ ବେହେରାଙ୍କ ସହ ଆଲୋଚନା
Read More...

ଆମଝରି ଗ୍ରାମର ୧୬ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ବୌଦ୍ଧ ପୋଲିସ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଆଦର୍ଶ ଥାନା ଆଇଆଇସି ମାଧବାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ ଜାରି ରହିଛି । ଏହି କ୍ରମରେ ଆଜି ବୌଦ୍ଧ ଥାନା ବଘୀଆପଡା ଫାଣ୍ଡି
Read More...

କଂଟାବାଂଜି ବିଧାୟକଙ୍କ ଅଶୋଭନୀୟ ଆଚରଣ ପ୍ରତିବାଦରେ ଆସନ୍ତା ୧୬ରୁ ୧୮ ଯାଏଁ କଳା ବ୍ୟାଜ୍‌ ପରିଧାନ କରିବେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଟାବାଂଜି ବିଧାୟକଙ୍କ ଅଶୋଭନୀୟ ଆଚରଣ ପ୍ରତିବାଦରେ ଆସନ୍ତା ୧୬ରୁ ୧୮ ଯାଏଁ କଳା ବ୍ୟାଜ୍‌ ପରିଧାନ କରିବେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘର ସଦସ୍ୟ ସଦସ୍ୟାମାନେ । ଏ ସଂକ୍ରାନ୍ତରେ ପ୍ରଶାସନିକ ସେବା ସଂଘ, ବଲାଙ୍ଗିର ଜିଲ୍ଲା ପକ୍ଷରୁ
Read More...

ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟନ କଲେ ନରସିଂହ : ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଆମେ ପ୍ରସ୍ତୁତ ବୋଲି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମ ଠାରେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧିବଦ୍ଧ ଭାବେ ୯, ୧୧,୧୫ ଓ ୧୭ ବର୍ଷ ବର୍ଗର ରାଜ୍ୟ ବ୍ୟାଡମିଣ୍ଟନ ରେଙ୍କିଂ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି ।
Read More...