Daily Archives

ଦିଲ୍ଲୀ ପରେଡ୍‌ରେ ଅତିଥି ଭୁଞ୍ଜିଆ ଦମ୍ପତି : ଖାଲିପାଦରେ ଓଡ଼ିଶାରୁ ଯିବେ ରାଜଧାନୀ, ରାଷ୍ଟ୍ରପତି ଓ…

ନୂଆପଡ଼ା, (ନିରାକାର ମେହେର) : ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ଭାବେ ସାମିଲ ହେବେ ନୂଆପଡ଼ା ଜିଲ୍ଲାର ଆଦିବାସୀ ଦମ୍ପତି । ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ କୁଞ୍ଜବାଇ ମାଝିଙ୍କୁ ଏଥିଲାଗି ଦିଲ୍ଲୀରୁ ନିମନ୍ତ୍ରଣ
Read More...

କାବେରୀ ସିଡ୍ସ ତରଫରୁ କୃଷି ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଧଉରାଭଟା ଗ୍ରାମରେ ଏକ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବରେ କାବେରୀ ସିଡ୍ସ କମ୍ପାନୀର ଓଡ଼ିଶା କୃଷି ଅଧିକାରୀ ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ପଶ୍ଚିମ ଓଡ଼ିଶା କୃଷି
Read More...

ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସମୂହ ଉଭୟ ବାଳକ ଓ ବାଳିକା ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡ଼ିୟମ ବଲାଙ୍ଗିରଠାରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ପ୍ରଥମ
Read More...

ନୂଆପଡାରେ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ : ରୋଡ ସୋ’ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡା, (କେପିଏନ୍‌ଏସ୍‌) : ଓଡିଶାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ୱକପ୍ । ଯାହା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ବୁଲୁଛି ହକି ଟ୍ରଫି । ଆଜି ନୂଆପଡା ଜିଲ୍ଲାରେ ମଧ୍ୟ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ନୂଆପଡା ମିନି ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ
Read More...

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ବିଧାୟକଙ୍କ ପିଏସ୍‌ଓରୁ ହେଲେ ସାହିତ୍ୟ ଅଧ୍ୟାପକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୃଢ ଇଚ୍ଛା ଓ ଆଗ୍ରହ ଥିଲେ ଦିନେ ନା ଦିନେ ସଫଳତା ପାଦ ଚୁମିଥାଏ । ଏହିଭଳି ଏକ ଉଦାହରଣ ପାଲଟିଛନ୍ତି ଲମ୍ବୋଦର ପ୍ରଧାନ । ପେଷାରେ ସେ ପିଏସ୍‌ଓ ଥିବା ବେଳେ ଏବେ ସେ କଠିନ ପରିଶ୍ରମ ବଳରେ ଜଣେ ସରକାରୀ ଅଧ୍ୟାପକ ହୋଇ ପାରିଛନ୍ତି । ତେବେ ତାଙ୍କର ଏହି ଇଚ୍ଛା
Read More...

ଯୁବା ପ୍ରତାପି ସେନା ଦ୍ୱାରା ମୃତ ଷଣ୍ଢ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ସାଇ ଭୁଜାମିଲ୍‌ ପାଖରେ ଏକ ମୃତ ଷଣ୍ଢକୁ ଉଦ୍ଧାର କଲା ଯୁବା ପ୍ରତାପି ସେନା । ସୂଚନା ଅନୁସାରେ, ଟିକ୍ରାପଡା ସ୍ଥିତ ସାଇ ଭୁଜାମିଲ୍‌ ପାଖରେ ଏକ ଷଣ୍ଢର କୌଣସି ଅଖାଦ୍ୟ ଯୋଗୁଁ ପେଟ ଫୁଲି ତାର ମୃତ୍ୟୁ ଘଟିଥିଲା । ଏହି ଖବର ପାଇ ଯୁବା
Read More...

ମନ୍ଦିର ସହ ଧକ୍କା ହେଲା ବିମାନ, ପାଇଲଟ ମୃତ

ଭୋପାଳ : ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଗୁରୁବାର ଏକ ବିମାନ ମନ୍ଦିର ସହ ଧକ୍କା ହେବା ପରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି । ଟ୍ରେନିଂ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କ୍ୟାପଟେନ୍‌ ବିଶାଲ ଯାଦବ(୩୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରେନିଂ ପାଇଲଟ ଅନସୁଲ ଯାଦବ
Read More...

ପଶ୍ଚିମ ଓଡିଶାର ନୂଆ ବର୍ଷ ‘ପୁଷ୍‌ପୁନି’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ନୂଆ ବର୍ଷ ହେଉଛି ‘ପୁଷ୍‌ପୁନି’ । ଏଥିପାଇଁ ପଶ୍ଚିମ ଓଡିଶାର ଘରେ ଘରେ ‘ପୁଷ୍‌ପୁନି’ ପର୍ବ ପାଳନ କରାଯାଏ । ଏହି ପର୍ବ ସମ୍ପୂର୍ଣ୍ଣ ଭାବେ କୃଷି ଭିତ୍ତିକ ହୋଇଥିବା ବେଳେ ଏହି ପର୍ବ ଉପଲକ୍ଷେ କୌଣସି ଦେବାଦେବୀଙ୍କର ପୂଜା ଅର୍ଚ୍ଚନା ହୁଏ
Read More...

ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ଜେଲ୍ ଗଲେ ପୂର୍ବତନ ସରପଞ୍ଚ ଓ ସମବାୟ ସମିତି ସଭାପତି

ସାନଖେମୁଣ୍ଡି : ବୃଦ୍ଧଙ୍କୁ ମାଡ଼ ମାରି ଲହୁ ଲୁହାଣ କରିବା ସହ ହତ୍ୟା ଧମକ୍‌ ଦେବା ଅଭିଯୋଗରେ ଜେଲ୍ ଗଲେ ପୂର୍ବତନ ସରପଞ୍ଚ ଓ ସମବାୟ ସମିତି ସଭାପତି । ସୂଚନା ଅନୁସାରେ, ଗତ ୩୧ ତାରିଖ ସନ୍ଧ୍ୟାରେ ଗୌତମୀ ଗ୍ରାମର ରାଜ କୁମାର ଲେଙ୍କା (୬୦)ଙ୍କୁ ଗୌତମୀ ବାବାଜୀବନ୍ଧ ସାହି ନିକଟରେ ମାଡ ମାରି
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଣାସ : କଣାସ ବ୍ଲକର ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିରରେ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଉମାକାନ୍ତ ସାମନ୍ତରାୟ, ସରପଞ୍ଚ ବିଜୟିନୀ ପାତ୍ର, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବରିଷ୍ଠ ଅତିଥିମାନେ ଉପସ୍ଥିତ
Read More...