sss
Daily Archives

ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ

ମା' ମଙ୍ଗଳା ପୀଠର ହେବ ଉନ୍ନତିକରଣପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶଶ୍ରୀ ଜଗନ୍ନାଥ ମେଡିକାଲ କଲେଜ teaching hospital କାମ ଜୁନ ୨୦୨୩ ସୁଦ୍ଧା ଶେଷ ହେବକୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ ଏପ୍ରିଲ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର,
Read More...

ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ : ଆଜିର ଛାତ୍ର ଆସନ୍ତାକାଲିର ସୂର୍ଯ୍ୟୋଦୟ, କହିଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଛାତ୍ର ଆସନ୍ତାକାଲିର ସୂର୍ଯ୍ୟୋଦୟ । ଏଣୁ ଉତ୍ତମ ବୌଦ୍ଧିକ ପ୍ରତିପୋଷଣ ଦେଇ ସେମାନଙ୍କୁ ଗଢି ତୋଳିବା ପିତାମାତା ତଥା ଗୁରୁଜନଙ୍କ ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବରେ
Read More...

କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ବିଶେଷ ପଦକ୍ଷେପ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ‘ଆର୍‌ଟି-ପିସିଆର୍’ ଟେଷ୍ଟ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ
Read More...

ରାଣୀପୁର ଝରିଆଲକୁ ଶିକ୍ଷଣୀୟ ପରିଦର୍ଶନ

ସିନ୍ଧେକେଲା, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି କେଭି ଡିଗ୍ରୀ କଲେଜ ଓଡିଆ ବିଭାଗର ୫୦ ଜଣ ଛାତ୍ରଛାତ୍ରୀ ରାଣୀପୁର ଝରିଆଲକୁ ଶିକ୍ଷଣୀୟ ପରିଦର୍ଶନରେ ଆସିଥିଲେ । ଏମାନେ ସୋମେଶ୍ୱର ଶିବ ମନ୍ଦିର, ଚଉଷଠି ଯୋଗିନୀ କ୍ଷେତ୍ର, ଇନ୍ଦ୍ରଲାଠ୍‌ ମନ୍ଦିର, ଲିଆହାରୀ ମନ୍ଦିର, ଚାମୁଣ୍ଡା ପୀଠ,
Read More...

କଣ୍ଟାବାଞ୍ଜି ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସଭାପତି କୁଞ୍ଜବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି, ବରିୟାମ ସିଂହ ସାଲୁଜା ସମ୍ମାନିତ ଅତିଥି,
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ : ବଲାଙ୍ଗିରର ସାର୍ଥକ ପାଇଲେ ସ୍ୱର୍ଣ୍ଣ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଗତକାଲି ଅନୁଷ୍ଠିତ ହୋଇଥିବା ୫୨ତମ ସମାବର୍ତ୍ତନ ଉତ୍ସବରେ ବଲାଙ୍ଗିରର ସାର୍ଥକ ପ୍ରଧାନ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲଙ୍କ ଠାରୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି ।
Read More...

ମାଲପଡା ନାଗରିକ କମିଟିର ବାର୍ଷିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବାର୍ଷିକ ବୈଠକ କଦଳୀମୁଣ୍ଡା ନର୍ସରୀ ଠାରେ କାର୍ଯ୍ୟକାରୀ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପଂଚାନନ ସେଠ ବାର୍ଷିକ ବିବରଣୀ ପାଠ କରିଥିଲେ । ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା
Read More...

ନିଷାନ ସାହିତ୍ୟ ସଂସଦ ପୁନର୍ଗଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିରର ଏକ ସାଧାରଣ ସଭା ସ୍ଥାନୀୟ ତୋଷାଳୀ ମହିଳା ମହାବିଦ୍ୟାଳୟ ଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ନିଷାନର ସଭାପତି ସ୍ୱର୍ଗତ ରମେଶ ପ୍ରଧାନଙ୍କ ଅମର ଆତ୍ମାର
Read More...

ଗ୍ରାମାଂଚଳରେ ରକ୍ତଦାନ ନିମନ୍ତେ ସଚେତନତା ରାଲି

ସୁବଳୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ସୁବଳୟା ଗ୍ରାମରେ ରକ୍ତଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ଆୟୋଜିତ ହୋଇଯାଇଛି । ସୁବଳୟା ଜଗନ୍ନାଥ ମନ୍ଦିର ସେବକ ଜଗନ୍ନାଥ ସେନା ବୃନ୍ଦଙ୍କ ମିଳିତ ସମାରୋହରେ ସୁବଳୟା ଗ୍ରାମରେ ରାଲି ମାଧ୍ୟମରେ
Read More...

ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ଜୟନ୍ତୀ ପାଳିତ

କଟକ : ମାହାଙ୍ଗା ବ୍ଲକ ନନ୍ଦକିଶୋର ବିଦ୍ୟାମନ୍ଦିର ପରିସରରେ ଶିଳ୍ପୀଗରୁ ବିମ୍ବାଧର ବର୍ମାଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଜୟନ୍ତୀ ରାଜ୍ୟସ୍ତରୀୟ ବିଭିନ୍ନ ସ୍ଥାନରେ ହେବାକୁ ଥିବାବେଳେ ମାହାଙ୍ଗାରେ ଏହି କାର୍ଯ୍ୟକ୍ରମକୁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା
Read More...