କବିତା : ସନ୍ଧାନ
ସୁଜାତା ଭୋଇ
କେହି ଆସୁ ନ ଥିବା ବେଳେଯେବେ ଶୁଭେ କାହା ପଦଧ୍ଵନିଭାବିନିଏ ମୁଁ ଏକଲା ନୁହେଁ !ସବୁ ଦହନକୁ ଦଳିଦେଇଛଳଛଳ ଆବେଗରେଆଗେଇଯାଏ ଆଗକୁ, ଆହୁରି ଆଗକୁ ।
କେହି ଡାକୁ ନ ଥିବା ବେଳେଯେବେ ଗୁଞ୍ଜେ ଏକ ପ୍ରତିଧ୍ୱନି,କିଛି ସନ୍ଧାନରେଡେଇଁଯାଏ କିଛି ଧାରୁଆ ପାଚେରୀ…ହଠାତ୍ ପଛକୁ!-->!-->!-->!-->!-->…
Read More...
Read More...