ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ପରିପ୍ରେକ୍ଷୀରେ ସ୍ମରଣିକା “ଶାକ୍ତସ୍ୱର” ସମ୍ବନ୍ଧୀୟ ପ୍ରଥମ ବୈଠକ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୨ (ତା.୧୪/୧/୨୩ରୁ ୧୮/୧/୨୩ ପର୍ଯ୍ୟନ୍ତ)ର ମୁଖପତ୍ର "ଶାକ୍ତସ୍ୱର" ପ୍ରକାଶନ ନିମନ୍ତେ ପ୍ରଥମ ବୈଠକ ଅନୁଷ୍ଠିତ!-->…
Read More...
Read More...