Daily Archives

ମାଲକାନଗିରି ଜିଲ୍ଲାର ୮ ଜଣ ଆଦିବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା, ରାଜ୍ୟସ୍ତରରେ ହେଲେ ସମ୍ମାନିତ

ମାଲକାନଗିରି : ଦେଶିଆ ନାଟ, ନୃତ୍ୟ, ସଙ୍ଗୀତ, କ୍ରୀଡା, ସମାଜ ସେବା, ଗବେଷଣା, ବାଲୁକା ଶିଳ୍ପ ଆଦି କ୍ଷେତ୍ର ସଫଳତା ହାସଲ କରିଥିବା ଆଠ ଜଣ ଆଦିବାସୀ ସମ୍ପ୍ରଦାୟର ଯୁବକ ଯୁବତୀଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ
Read More...

ରାଜ୍ୟସ୍ତରୀୟ ଖୋ-ଖୋ ଚମ୍ପିୟାନସିପ ଉଦଯାପିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଚାଲିଥିବା ୩ ଦିନିଆ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦ୍‌ଯାପିତ ହୋଇଯାଇଛି । ପୁରୁଷ ବର୍ଗରେ ବାଲେଶ୍ୱର ଓ ମହିଳା ବର୍ଗରେ କିଟ ୟୁନିଭରସିଟି ଚମ୍ପିୟାନ ହୋଇ ୧୦ ହଜାର ଲେଖାଏଁ ଟଙ୍କା ଓ
Read More...

ବାଲି ବୋଝେଇ ଟ୍ରାକ୍ଟର ଜବତ

ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘଟା ପଂଚାୟତର ଅଗ୍ରୱାଲା ଛକ ନିକଟରେ ତହସିଲଦାର ମିହିର ରଞ୍ଜନ ବେହେରା ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ଜଣାପଡିଛି । ଏଥିସହ ସହିତ ଉଭୟଙ୍କ ପାଖରୁ ୨୭,୫୦୦ ଟଙ୍କା ହାରରେ ୫୫ ହଜାର ଟଙ୍କା ଜୋରିମାନା ବାବଦକୁ ଆଦାୟ କରିଥିଲେ ।
Read More...

ମାଗଣା ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ରୋଡ ନଂ ୩ରେ ଥିବା ସରକାରୀ ଖୁଚୁରା ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରଠାରେ ହିତାଧିକାରୀଙ୍କୁ ମାଗଣା ଚାଉଳ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ
Read More...

ରାଉରକେଲା କଲେଜ ଓଡିଆ ବିଭାଗର ‘ସ୍ୱାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ଓଡିଆ ବିଭାଗ ତରଫରୁ 'ସ୍ୱାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ' ଅବସରରେ 'ଶାସ୍ତ୍ରୀୟ ଭାଷା ଓଡ଼ିଆର ଉତ୍କର୍ଷରେ ଉତ୍ତରପିଢିର ଉତ୍ତର ଦାୟିତ୍ୱ' ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ତିନୋଟି ପର୍ବ
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ଅରୁଣାଚଳ ପ୍ରଦେଶର ଲେପା ରାଡା ଜିଲ୍ଲାରେ ଅବସ୍ଥିତ ବସର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । କୁହାଯାଉଛି ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ଥିଲା ଓ ଏହି
Read More...

ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟବକ୍ତା ଭାବେ ପ୍ରଫେସର ନାରାୟଣ
Read More...

ଟ୍ରେନରୁ ଖସିପଡି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡା ରେଳ ଫାଟକ ନିକଟରେ ଟ୍ରେନରୁ ଖସିପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଯୁବକ ଜଣକ ଝାରଖଣ୍ଡର ଓ ତାଙ୍କ ନାଁ ଛୋଟୁ କୁମାର ବୋଲି ଜଣାପଡିଛି । ସକାଳୁ ପୁରୀ-ଆଜମେର ଟ୍ରେନର ଗେଟ ପାଖରେ ଥିବା ସମୟରେ ସେ ଖସି ପଡିଥିଲେ ।
Read More...

ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜାପାଇର ଚାରି ଜଣିଆ ପ୍ରତିନିଧି ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଗଞ୍ଜାମ ସ୍ୱାସ୍ଥକେନ୍ଦ୍ରକୁ ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ସଂସ୍ଥା ଜାପାଇର ଏକ ଚାରି ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ଦିଲ୍ଲୀର ଦୁଇଜଣ ଡାକ୍ତର, ଆମେରିକାର ଜଣେ ମହିଳା ଡାକ୍ତରଙ୍କ
Read More...

ବକେୟା କୃଷିବୀମା ସହାୟତା ଦାବୀରେ ବିଜେଡିର ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବକେୟା କୃଷିବୀମା ସହାୟତା ଦାବୀରେ ବିଜେଡି ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରା ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...