Daily Archives

କନାବିରା ଗାଁରେ ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚ ପକ୍ଷରୁ ଜୋନସ୍ତରୀୟ ପରିଚୟ ସମ୍ମିଳନୀ ଓ ଆଲୋଚନା ସଭା

ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିନିଧିତ୍ୱ ବିନା ବିକାଶ ଅସମ୍ଭବ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କନାବିରା ଗାଁରେ ଆଜି ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚ ପକ୍ଷରୁ ଜୋନସ୍ତରୀୟ ପରିଚୟ ସମ୍ମିଳନୀ ଓ ଆଲୋଚନା ସଭା ଅନୁଷ୍ଠିତ
Read More...

ଯୋଗୀମୁଣ୍ଡାରେ ଧନ୍ୱନ୍ତରୀ ପୂଜା ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ସକାଳ ୧୦ରୁ ୦୪ ଘଣ୍ଟା ପର୍ଯ୍ୟନ୍ତ ପାଟଣାଗଡ଼ ଅନ୍ତର୍ଗତ ଯୁଗୀମୁଣ୍ଡା ଗ୍ରାମର ଆରୋଗ୍ୟ ବିହାରରେ କୋଶଳ ଗନ୍ଧମାର୍ଦ୍ଧନ ବୈଦ୍ୟ ମହାସଂଘ ପାଟଣାଗଡ଼ ଓଡ଼ିଶା ରାଜ୍ୟ ବନ୍ୟୋଷଧି ବିଶେଷଜ୍ଞ ସଂଘର ମିଳିତ ଉଦ୍ୟମରେ ଶ୍ରୀ ଧନ୍ୱନ୍ତରି ଭଗବାନଙ୍କ ପୂଜାନୋତ୍ସବ
Read More...

ଯୋଗୀମୁଣ୍ଡାରେ ଧନ୍ୱନ୍ତରୀ ଜୟନ୍ତୀ ଓ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ରବିବାର ଦିନ ଯୋଗୀମୁଣ୍ଡା ଆରୋଗ୍ୟ ବିହାରଠାରେ ଦେବ ବୈଦ୍ୟ ଧନ୍ଵନ୍ତରୀ ମହାରାଜଙ୍କ ଜୟନ୍ତୀ ଓ ବୈଦ୍ୟ ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶା ରାଜ୍ୟ ବନୌଷଧୀ ବିଶେଷଜ୍ଞ, କୋସଲ ଗନ୍ଧମାର୍ଦ୍ଦନ ବୈଦ୍ୟ ମହାସଂଘ ଓ ବେଦ ଉଦ୍ୟାନ ଜାମବାହାଲଙ୍କ
Read More...

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା କପଡା ବ୍ୟାଙ୍କ ପ୍ରତିଷ୍ଠା ଏବଂ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତୁ ଆମେ ସମସ୍ତେ ଆସନ୍ତା ପର୍ବ ପର୍ବାଣୀ ଏପରି ଭାବରେ ପାଳନ କରିବା ଯାହା ଅନ୍ୟମାନଙ୍କ ଜୀବନରେ ଉତ୍ସାହର ରଙ୍ଗ ପୂରଣ କରିପାରିବ । ଏହିପରି କିଛି କରିବା ପାଇଁ ସହଯୋଗ ଫାଉଣ୍ଡେସନ୍ ଦୀପାବଳୀ ଅବସରରେ ଅଭାବୀ ଏବଂ ଗରିବ ଲୋକମାନଙ୍କ ମଧ୍ୟରେ ପୋଷାକ ବଣ୍ଟନ
Read More...

୨୫ ବର୍ଷରୁ ଅଧିକ ହେବ ବାସୁଦେବପଡାବାସୀ ପାନୀୟ ଜଳ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ବେଲପଡା ଗ୍ରାମର ବସୁଦେବପଡ଼ାକୁ ୨୫ ବର୍ଷରୁ ଅଧିକ ହେବ ପାନୀୟ ଜଳ ପହଞ୍ଚି ନଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ବେଲପଡା ବ୍ଲକ କାର୍ଯ୍ୟାଳୟର ହେଡକ୍ୱାଟର୍ସ ବେଲପଡା ହୋଇଥିଲେ ହେଁ ବାସୁଦେବପଡ଼ାକୁ ସ୍ୱଜଳଧାରାରୁ
Read More...

ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ହୋଟେଲ ମାଲିକ ସଂଘର ଆଲୋଚନା

‘ହରିଶଙ୍କର ରୋପୱେ ପାଇଁ ୧୦୦ କୋଟି ଟଙ୍କାର ପ୍ରସ୍ତାବ’ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ବଲାଙ୍ଗିର ଜିଲ୍ଲା ହୋଟେଲ ମାଲିକ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ବିଭାଗୀୟ
Read More...

ଶ୍ରଦ୍ଧା ଅନୁଷ୍ଠାନ ପକ୍ଷରୁ ଦୀପାବଳୀ ଉତ୍ସବ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ସବୁ ବର୍ଷ ପରି ଏବର୍ଷ ମାନସିକ ଭିନ୍ନକ୍ଷମମାନଙ୍କ ସହିତ ସେମାନଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ତଥା ଅତିଥିଙ୍କ ଗ୍ରହଣରେ ଶ୍ରଦ୍ଧା ଅନୁଷ୍ଠାନ ପରିସରରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରଦ୍ଧାର
Read More...

ଛୁଆଲିଉଦରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛୁଆଲିଉଦରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୨ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ
Read More...

ଗରିବଙ୍କ ଟଙ୍କିଆ ପିଡିଏସ୍‌ ଚାଉଳ ୧୮ ଟଙ୍କାରେ ବିକ୍ରି ଘଟଣା : ଡ୍ରାଇଭର ଓ ସମ୍ପୃକ୍ତ ବ୍ୟବସାୟୀ ଥାନାରେ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ୬ ନଂ ଓ ୮ ନଂ ୱାର୍ଡର ସଅଁରାପଡାରେ ଜଣେ ବେପାରୀ ଗରିବ ହିତାଧିକାରୀଙ୍କୁ ପ୍ରଲୋଭନ ଦେଖାଇ ୧ ଟଙ୍କିଆ ପିଡିଏସ ଚାଉଳ କିଣୁଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ପୁଲିସ ଚଢାଉ କରିଥିଲା । ଏହି ଘଟଣାରେ ପୁଲିସ ଚାଉଳ
Read More...

ବିସ୍ମୟ ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଶତବାର୍ଷିକୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ସକ୍ରେଟିସ ଭାବେ ଅବହିତ ପ୍ରଫେସର ଚିତ୍ତରଞ୍ଜନ ଦାସ ବାସ୍ତବିକ ଜଣେ ବିସ୍ମୟ ପୁରୁଷ । ଜ୍ଞାନ ଜଗତର ସବୁ ପ୍ରସ୍ତ, ବହୁବିଧ ବିଷୟରେ ଗଭୀର ସଞ୍ଚାରଣ ଥିଲା ତାଙ୍କ ଆଦର୍ଶ । ସେ ମଣିଷ ଭିତରେ ଥିଲେ ସକଳ ଦେବଗୁଣର ଆଧାର ବୋଲି ଅତିଥିମାନେ ପ୍ରଫେସର
Read More...