Daily Archives

ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ହଜାରିବାଗରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ଡିଜିଟାଲ୍ ସଂସ୍କରଣର ଲୋକାର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ଡିଜିଟାଲ୍ ସଂସ୍କରଣର ଲୋକାର୍ପଣ କରିଛନ୍ତି । ୧୯୪୪ ମସିହାରୁ ପ୍ରକାଶ ପାଇ ଆସୁଥିବା ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ବହୁ ଦୁର୍ଲଭ କପି ଗୁଡିକ ଓଡିଶା ଭର୍ଚୁଆଲ ଏକାଡେମୀର
Read More...

ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାର ଲୋକାର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାର ଲୋକାର୍ପଣ କରିଛନ୍ତି । "ସ୍ୱାଧୀନତା ଆନ୍ଦୋଳନ ଓ ଓଡ଼ିଶା" ଶୀର୍ଷକ ଏହି ସଂସ୍କରଣରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଆମ ରାଜ୍ୟ
Read More...

‘ଓଡିଶାରେ ଗାନ୍ଧିଜୀ’ ଶୀର୍ଷକ ପୁସ୍ତକର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀ ଅବସରରେ "ଓଡିଶାରେ ଗାନ୍ଧିଜୀ" ଶୀର୍ଷକ ପୁସ୍ତକର ଲୋକାର୍ପଣ କରିଛନ୍ତି । ଏହି ପୁସ୍ତକରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମ୍ବନ୍ଧୀତ ବହୁ ଉପାଦେୟ ତଥ୍ୟ ସ୍ଥାନୀତ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ
Read More...

ରବୀନ୍ଦ୍ର ମଣ୍ଡପଠାରେ “ଗାନ୍ଧୀ ଭଜନ ସମାରୋହ” ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ "ଗାନ୍ଧୀ ଭଜନ ସମାରୋହ" ଆୟୋଜିତ ହୋଇଥିଲା । ରାଜ୍ୟର ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନେ ବୈଷ୍ଣବ ଜନତୋ ଏବଂ ରଘୁପତି ରାଘବ ଭଳି ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗୁଡିକ ଗାନ କରି ବାପୁଙ୍କୁ
Read More...

କବି ଚତୁର୍ଭୁଜ ସାଆନ୍ତଙ୍କ କବିତା ସଂକଳନ ‘ଉର୍‌ଘା’

ରତ୍ନମୟ ତ୍ରିପାଠୀ ଦୂରରୁ ଦେଖିଲେ - କେନ୍ତା ଅଛ ଭାଇ…. ବୋଲି କୋଳେଇ ନେଉଥିଲେ ଚତୁର୍ଭୁଜ ଦାଦା । ଅନେକ କାର୍ୟ୍ୟକ୍ରମରେ ତାଙ୍କ ସହ ଦେଖା ସାକ୍ଷାତ ହେଉଥିଲା । ଗୋଟେ ଆତ୍ମୀୟ ବନ୍ଧନ ଥିଲା ଆମ ଭିତରେ । ଦାଦା ଆମକୁ ଛାଡି ଯିବାର ଗୋଟିଏ ବର୍ଷ ଉପରେ ହୋଇଗଲା । କବିର କେବେ ମୃତ୍ୟୁ ନାହିଁ,
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୪୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ଜଣ
Read More...

ରିକାପଲ୍ଲୀ ସାହିକୁ ବିଧାୟକ ଗସ୍ତ କରି ବୁଝିଲେ ବିଭିନ୍ନ ଅଦ୍ଭାବ ଅସୁବିଧା ଓ ସମସ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ବର ୱାର୍ଡ ରିକାପଲ୍ଲୀ ସାହିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିବା ସାଂଗକୁ ଉକ୍ତ ସାହିର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଦୃଷ୍ଟି ଆରୋପ କରିଛନ୍ତି ।
Read More...

ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା : ଯାନବାହାନ କଡ଼ାକଡ଼ି ଯାଞ୍ଚ ବେଳେ ବାହାରିଲା ପୁଳାପୁଳା ସୁନା ପ୍ୟାକେଟ, ୪…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା ୩ କେଜି ସୁନା ସହ ୧୫୦ କେଜି ରୂପା ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୧୦ ଲକ୍ଷ ଟଙ୍କା ହେବ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ
Read More...

ଅଗ୍ନି ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ବିଡ଼ିଓ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କିଛିଦିନ ତଳେ ଗରମ ତେଲ କଡେଇରେ ପଡି ଅର୍ଦ୍ଧଦଗ୍ଦ ହୋଇଯାଇଥିବା ଚୁନ ପେଣ୍ଟର ଭାବେ କାମ କରୁଥିବା ଶ୍ରମିକ ଶଙ୍କର ପାଣିଗ୍ରାହୀଙ୍କ ପୀଡିତ ଅବସ୍ଥା ଏବଂ ସେ ବାସ କରି ରହି ଆସିଥିବା ଭଙ୍ଗା କୁଡିଆକୁ ଯାଇ ବିଡ଼ିଓ ସୁବ୍ରତ କୁମାର ଜେନା ଭେଟି ତାଙ୍କର
Read More...