Monthly Archives

September 2022

୧୦ ଲକ୍ଷ ଟଙ୍କାର ଧଳାଜହର ଜବତ : ୫ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ନାଲାରୋଡ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କଲା ପ୍ଲାଣ୍ଟସାଇଟ୍ ପୋଲିସ । ଏହା ସହିତ ଗୋଟିଏ କାର ଏବଂ ବାଇକ୍‌ ଜବତ କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏହି ୫ ଅଭିଯୁକ୍ତ ଧଳାଜହର କାରବାରର ମାଷ୍ଟରମାଇଣ୍ଡ
Read More...

ଅତାବିରା ଫଟୋଗ୍ରାଫିକ୍ ସଂଗଠନର ନୂଆଁଖାଇ ଭେଟ୍‌ଘାଟ୍‌

ରେଙ୍ଗାଲିକ୍ୟାମ୍ପ : ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପଠାରେ ଅତାବିରା ଫୋଟୋଗ୍ରାଫି ସଂଗଠନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ସଞ୍ଜୟ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ରିଙ୍କେଶ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ
Read More...

ମାଧବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପରିବେଶ ଦିବସ ପାଳିତ

ଗୁରୁଡିଝାଟିଆ : ପରିବେଶ ସୁସ୍ଥ ଓ ସୁନ୍ଦର ରହିଲେ ଜୀବ ଜଗତର ଆୟୁବୃଦ୍ଧି ହେବ । ପୃଥିବୀ ଖିଲିଖିଲି ହସିଉଠିବ । ଏହାକୁ ସନ୍ତୁଳିତ ଭାବରେ ଗଢିତୋଳିବା ଦାୟିତ୍ୱ ଆମ ସମସ୍ତଙ୍କ ବିଶେଷତଃ ପରିବେଶ ସୁରକ୍ଷା ଦିଗରେ ବିଦ୍ୟାର୍ଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଭୂବନେଶ୍ୱର ପରିବେଶ
Read More...

ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୭ମ ବାର୍ଷିକୋତ୍ସବ ସାଧାରଣ ଅଧିବେଶନ

ସୁରେନ୍ଦ୍ର ସଭାପତି, ସୁଶୀଳ ସଂପାଦକ ଭାବେ ମନୋନୀତ ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୭ମ ତ୍ରୟୋବାର୍ଷିକ ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ କର୍ମଚାରୀ ସମନ୍ୱୟ ସମିତି କମ୍ୟୁନିଟି ହଲ୍‌ଠାରେ
Read More...

ମା’ ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା କମିଟି ଗଠିତ

ସମ୍ବଲପୁର : ସମ୍ବଲପୁରର ବଡବଜାର ସ୍ଥିତ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ମା' ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ସଭାରେ ଚଳିତ ବର୍ଷର ପୂଜା ପାଇଁ ନୂତନ କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ରୂପେ
Read More...

ମହାନଦୀରୁ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର

ସମ୍ବଲପୁର : ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳିମାନେ ଏକ ମୃତ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଥିବା ସୂଚନା ମିଳିଛି । କୁମ୍ଭୀରଟିର ଦେହରେ ଟ୍ରାନ୍ସମିଟର ଲାଗିଥିବା ଦେଖିବାକୁ ମିଳିଛି । ତେବେ କୁମ୍ଭୀରଟି ବନ୍ୟା ସମୟରେ ସାତକୋସିଆ ଅଞ୍ଚଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି ।
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୫ ଆହତ

ଗୋପାଳପୁର : ବ୍ରହ୍ମପୁର ଗୋପାଳପୁର ରାସ୍ତାର ରାମଚନ୍ଦ୍ରପୁରଠାରୁ କରାପଲ୍ଲୀ ରାସ୍ତାରେ ଗତକାଲି ରାତି ପ୍ରାୟ ସାଢେ ୭ଟା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ
Read More...

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଦେବଗଡ଼ : ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ କନ୍ଦର୍ପ ଗ୍ରାମରୁ ଜଣେ ଯୁବକଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ ବିଜୟ କିସାନ(୩୭) ଓ ତାଙ୍କ ଘର ନିକଟସ୍ଥ ପାଣିଭଣ୍ଡାର ଗ୍ରାମରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ କେତେକ
Read More...

ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର : ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ମେଘପାଳ ପଞ୍ଚାୟତର ଦାଉପଡାଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ପର୍ଯ୍ୟବେକ୍ଷକ ଡ. ଜିନିତା ବା ଓ ସାଧାରଣ ସମ୍ପାଦକ ଶ୍ୟାମ
Read More...

ସାପ କାମୁଡାରେ ୩ ବର୍ଷୀୟ ଶିଶୁଙ୍କ ମୃତ୍ୟୁ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ପଞ୍ଚାୟତ ଗଞ୍ଜାବାହାଲ ଗାଁରେ ଆଜି ଏକ ସାପ କାମୁଡିବାରୁ ତିନି ବର୍ଷର ଝିଅ ରୂପାଲି ସଗ୍ରିଆ ନାମକ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି
Read More...