Monthly Archives

September 2022

ଲଗାତାର ତୃତୀୟ ଥର ପାଇଁ ଓଡିଶା ଏଥଲେଟିକ୍‌ ଏସୋସିଏସନ୍‌ର ସହସଂପାଦକ ହେଲେ ବଲାଙ୍ଗିରର ପୂର୍ବତନ କ୍ରୀଡାବିତ ବିଭୁତି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଏଥଲେଟିକ୍‌ ଏସୋସିଏସନ୍‌ର ସହସଂପାଦକ ଭାବେ ବଲାଙ୍ଗିରର ପୂର୍ବତନ କ୍ରୀଡାବିତ ତଥା ଜିଲ୍ଲା କ୍ରୀଡା ସଂସଦର ସଦସ୍ୟ ବିଭୂତି ଭୂଷଣ ପଣ୍ଡା ନିର୍ବାଚିତ ହୋଇଛନ୍ତି । ଗତ ୧୧ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଓଡିଶା ଏଥଲେଟିକ୍‌
Read More...

ପ୍ରଫେସର ଚକ୍ରଧର ତ୍ରିପାଠୀ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ । ରାଷ୍ଟ୍ରପତି ତାଙ୍କୁ ୫ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତ କରିଛନ୍ତି । ପ୍ରଫେସର ତ୍ରିପାଠୀ ପଶ୍ଚିମବଙ୍ଗର ବିଶ୍ୱ ଭାରତୀ ଓ
Read More...

ଶତାୟୁ ପୁରୁଷଙ୍କ ପରଲୋକ

ମେଣ୍ଡା, (କେପିଏନ୍‌ଏସ୍‌) : ମହର୍ଷି ବୁଦ୍ଧରାମ ମହାବିଦ୍ୟାଳୟ, ମେଣ୍ଡାର ପରିଚାଳନା କମିଟିର ପୂର୍ବତନ ସଭାପତି ଶିବପ୍ରସାଦ ପର୍ଡିଆଙ୍କର ୧୦୨ ବର୍ଷ ବୟସରେ ତାଙ୍କ ମେଣ୍ଡା ପର୍ଡିଆପଡା ବାସଭବନରେ ଆଜି ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ମେଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କଲେଜର
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ୩୨ତମ ବୋଇତ ବନ୍ଦାଣ ଉତ୍ସବ ୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୨ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଭୟ ମହାପାତ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ
Read More...

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ବ୍ଲକ୍ ସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ

ଛତ୍ରପୁରର ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ମେଳନ ସମ୍ଭାର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତୀ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକ୍ ସ୍ତରୀୟ ଶିଶୁ ପ୍ରତିଭା
Read More...

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ବୈଠକ ଉପସଭାପତି ସୁରେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶାରଦୀୟ ଦୁର୍ଗା ପୂଜା ଖଡ୍ଗଭବନରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଦଶହରାରେ ପୂର୍ବଭଳି
Read More...

ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟରେ ପୁରସ୍କୃତ ହେଲେ ଜେଭିଅର ସ୍କୁଲର ଛାତ୍ରଛାତ୍ରୀମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ତେବେ ଜିଲ୍ଲା ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଜେଭିଅର ସ୍କୁଲର ଆରାଧନା ଦାଶ, ଆଦ୍ୟାଶା ପଟ୍ଟନାୟକ, ହର୍ଷବର୍ଦ୍ଧନ
Read More...

ବାଇକରେ କଫ୍‌ ସିରଫ୍‌ ଚୋରା ଚାଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକରେ କଫ୍‌ ସିରଫ୍‌ ଚୋରା ଚଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସୁଦର୍ଶନ ନାଏକ ନାମକ ଜଣେ ବ୍ୟକ୍ତି ଏକ ବାଇକରେ ୧୨୦ ବୋତଲ କଫ୍‌ ସିରଫ ଧରି ବଲାଙ୍ଗିର ପଟୁ
Read More...

ବଲାଙ୍ଗିର ଶାନ୍ତିପଡାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇ ସେଣ୍ଟିଙ୍ଗ ମିସ୍ତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ଠାରେ ଏକ ଘର କାମ କରୁଥିବା ସମୟରେ ଜଣେ ସେଣ୍ଟିଙ୍ଗ ମିସ୍ତ୍ରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ସେଣ୍ଟିଙ୍ଗ
Read More...

ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରର ୨୭ତମ ପ୍ରତିଷ୍ଠା ଦିବସ ତଥା ପୂଜ୍ୟପାଦ ସଦ୍‌ଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ମହାରାଜଙ୍କ ୬୭ତମ ଜନ୍ମ ଦିବସ ଆନନ୍ଦ ନିକେତନ ଆଶ୍ରମ ପରିସରରେ ହର୍ଷୋଲ୍ଲାସପୂର୍ବକ ପାଳିତ ହୋଇଯାଇଛି ।
Read More...