Monthly Archives

September 2022

ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ଆସନ୍ତା ଜାନୁୟାରୀ ୨୬ରେ ବଲାଙ୍ଗିର ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ଅଭିଭାବକ ମଂଚ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

କାର ସହ ୧୨୦ କେଜି ଗଞ୍ଜେଇ ଜବତ : ଅଭିଯୁକ୍ତ ଫେରାର

ବୌଦ୍ଧ, (କେପିଏନ୍‌ଏସ୍‌) : ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବୌଦ୍ଧ ପୁଲିସ ଟାଉନର ପୁରୁଣା ଆଇଟିଆଇ ଠାରେ ଜଗି ରହିଥିଲା । ଏହି ସମୟରେ ଏକ ଧଳା ରଙ୍ଗର କାର ଯାଉଥିବା ବେଳେ ସନ୍ଧେହରେ ପୁଲିସ ତାହା ଅଟକାଇଥିଲେ । କିନ୍ତୁ ଗାଡିର ଚାଳକ ଗାଡିକୁ ଛାଡି ଫେରାର ହୋଇଯାଇଥିବା ପୁଲିସ
Read More...

ଏକ ଦିବସୀୟ କର୍ମଶାଳା ଓ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅଧିନସ୍ଥ ବ୍ଲକ ସଭାଗୃହଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ ଏବଂ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡ଼ି.ଏ.) ମିଶନ ଜୀବିକାର ମିଳିତ ଆନୁକୂଲ୍ୟରେ ସ୍ବେଛାସେବୀ ସଂଗଠନ ମାନବ ଅଧିକାରୀ ସେବା ସମିତି (ମାସ୍)
Read More...

ନୂତନ ପୋଷାକ ବିତରଣ ଉତ୍ସବ

ଚୌଦ୍ୱାର : ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ବିତରଣ କରିଥିଲେ । ପ୍ରଧାନ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ନିୟୁ କନ୍ଫେରେନସ୍ ହଲ ଠାରେ ୨ ଦିନିଆ ସ୍ବେଛାସେବୀ ପ୍ରଶିକ୍ଷଣ ଶିବିର ସହ ସବୁଜ କ୍ୟାମ୍ପସ ଅଭିଯାନ ଉଦଘାଟିତ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

କର୍‌ଡିରୁ ଶହେ ପ୍ରକାରର ବ୍ୟଞ୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଦେଶ ବିଦେଶରେ ବି କର୍‌ଡିର ଅନେକ ଚାହିଦା ରହିଛି । କର୍‌ଡିରେ ପ୍ରସ୍ତୁତ ବ୍ୟଞ୍ଜନ ହେଲେ ଭାତ ଆପେ ଆପେ ପେଟକୁ ଚାଲିଯାଏ । କର୍‌ଡି ଲେଥା ହେଉକି କର୍‌ଡି ପିଠା । ଏମିତି ହାତ ଗଣତି ବ୍ୟଞ୍ଜନ ଜାଣିଥିବେ ଲୋକେ । କିନ୍ତୁ ଏହି
Read More...

ପାରିବାରିକ କଳହରୁ ଆତ୍ମହତ୍ୟା : ଝୁଲିପଡ଼ିଲେ ସ୍ୱାମୀ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ଆତ୍ମହତ୍ୟା କରିଥିବା ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବମ୍ପା
Read More...

ପତଞ୍ଜଳି ତରଫରୁ ବୌଦ୍ଧ ଜିଲ୍ଲାରେ ଖୋଲିବ ୧୧୦ ଯୋଗକେନ୍ଦ୍ର

ବୌଦ୍ଧ, (ବଂଶୀଧର ମାଝୀ) : ସମଗ୍ର ବିଶ୍ୱରେ ଯୋଗର ପ୍ରଚାର ପ୍ରସାର କରି ନିରୋଗୀ ଏବଂ ସୁସ୍ଥ ଜୀବନ ଯାପନ କରିବା ପାଇଁ ଯୋଗଗୁରୁ ସ୍ୱାମୀ ରାମଦେବ ସଂକଳ୍ପ ନେଇଛନ୍ତି । ସମ୍ବଲପୁରଠାରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ବୌଦ୍ଧ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।
Read More...

ଖଟଖଟିଆ ସ୍କୁଲର ପ୍ରୋଜେକ୍ଟ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେବ

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ସହଯୋଗରେ ମାଲଟିଏଜ ହାଇଟେକ ୱାଟର ବେସିନ ରାଜ୍ୟସ୍ତରରୁ ଜାତୀୟ ସ୍ତରକୁ ମୋନନୀତ ହୋଇଯାଇଛି । ଏଥିରେ ଛାତ୍ରୀ ସ୍ୱରୂପା ପଲିଆ ଓ ଗାଇଡ଼ ଶିକ୍ଷକ
Read More...

ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର : ଶ୍ରୀମନ୍ଦିରରେ ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଶ୍ୱନ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର (ବନକଲାଗି) କରାଯିବ । ଏଥିପାଇଁ ଅପରାହ୍ନ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମନ୍ଦିର ପ୍ରଶାସନ ପକ୍ଷରୁ ଏ
Read More...