Monthly Archives

September 2022

ମଲମୁଣ୍ଡା ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ମହୁଲ ପୋଚ ଏବଂ ମହୁଲି ମଦ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ବିଭାଗ ତରଫରୁ ଗତକାଲି ଗାଇସିଲେଟ ଥାନା ମଲମୁଣ୍ଡା ସ୍ଥିତ ଜଙ୍ଗଲରେ ଅତର୍କିତ ଭାବରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଏବଂ ମହୁଲି ମଦ ଜବତ କରାଯାଇଛି । ଅବକାରୀ
Read More...

ଭବ୍ୟ ସାଂସ୍କୃତିକ ପରିବେଶରେ ରଥକୁ ସ୍ୱାଗତ କରିଛନ୍ତି ରାୟଗଡ ଜିଲ୍ଲାବାସୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାୟଗଡରେ stscdev ମନ୍ତ୍ରୀ ଜଗନ୍ନାଥ ସାରକା ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି । ଭବ୍ୟ ସାଂସ୍କୃତିକ ପରିବେଶରେ ରଥକୁ ସ୍ୱାଗତ କରିଛନ୍ତି ରାୟଗଡ ଜିଲ୍ଲାବାସୀ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ
Read More...

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ନିର୍ମାଣାଧିନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ରାଜ୍ୟ ଜଳସମ୍ପଦ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ନିର୍ମାଣାଧିନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ ୧୩୫ ନୂଆ ପ୍ରକଳ୍ପ
Read More...

ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜିର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜିର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୦୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ ଜଣ
Read More...

ଉତ୍କଳ ଶିକ୍ଷା ବିକାଶ ସମିତି ସୋନପୁରର ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଉତ୍କଳ ଶିକ୍ଷା ବିକାଶ ସମିତି, ସୋନପୁରର ପ୍ରତିଷ୍ଠା ଦିବସ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସୋନପୁରର ସଭା ଗୃହ ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା କ୍ଷୀର ସାଗର ବିଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ
Read More...

ପୋତାଗଡର ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ସମୀକ୍ଷା

ଉନ୍ନୟନ ପାଇଁ ଖର୍ଚ୍ଚ ହେବ ୬ କୋଟି ୯୪ ଲକ୍ଷ ୯୮ ହଜାର, ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ର ବିକାଶ ଓ ପୁନଃ ଉଦ୍ଧାର ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ
Read More...

ବିଶ୍ୱ ଓଜେନ ଦିବସର ଅନୁଚିନ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଜେନ ସ୍ତରର ଗୁରୁତ୍ୱ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି ପାଇଁ ଏହି ଦିବସ ପାଳନର ମୂଳ ଲକ୍ଷ । ପୃଥିବୀ ପୃଷ୍ଠରେ ଓଜେନ ସ୍ତର ବିନା ଜୀବ ସତ୍ତା ଅସମ୍ଭବ । ଦ୍ରୁତ ଶିଳ୍ପାୟନ ଓ ଆଧୁନିକିକରଣ ଯୋଗୁଁ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା
Read More...

ଶିକ୍ଷିତ ବେରୋଜଗାର ଯୁବକମାନଙ୍କ ପାଇଁ ନିଯୁକ୍ତି ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ନିୟୋଜନ କାର୍ଯ୍ୟଳୟ, ବଲାଙ୍ଗିର ଏବଂ ଏସଆଇଏସ ଲିମିଟେଡ଼ ରିଜିଓନାଲ ଟ୍ରେନିଂ ଏକାଡେମୀ କଟକର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାର ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କର୍ମୀ ଓ ସୁରକ୍ଷା ସୁପରଭାଇଜର ପଦବୀରେ ନିଯୁକ୍ତି
Read More...

ଆଜି ପୁଅ ଜିଉଁତିଆ ଓଷା

ବରଗଡ଼/ସମ୍ବଲପୁର, (ସତ୍ୟନାରାୟଣ ପ୍ରଧାନ) : ମାଆମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ ପାଇଁ ପାଳନ କରିଥାନ୍ତି ଦୂତୀ ବାହନ ଓଷା । ଦୂତୀ ବାହନ ଓଷା (ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା
Read More...