Monthly Archives

September 2022

୧ ଏପ୍ରିଲ ୨୦୨୨ରୁ ୩୧ ଜୁଲାଇ ୨୦୨୨ ମଧ୍ୟରେ ହାରାହାରି ୩.୭ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲମାର୍କ ଚିହ୍ନ ଦିଆଯାଇ…

୦୧ ଜୁଲାଇ ୨୦୨୧ରେ ବିଆଇଏସ୍ ପଂଜୀକୃତ ଅଳଙ୍କାର ନିର୍ମାତାଙ୍କ ସଂଖ୍ୟା ୪୩,୧୫୩ରୁ ୦୧ ଅଗଷ୍ଟ ୨୦୨୨ ସୁଦ୍ଧା ୧,୪୩,୪୯୭କୁ ବୃଦ୍ଧି ପାଇଛିସ୍ୱୀକୃତିପ୍ରାପ୍ତ ପରୀକ୍ଷଣ ଏବଂ ହଲମାର୍କ ପ୍ରଦାନ କରୁଥିବା କେନ୍ଦ୍ର ମାନଙ୍କ ସଂଖ୍ୟା ମଧ୍ୟ ୦୧ ଜୁଲାଇ ୨୦୨୧ରେ ୯୪୮ରୁ ୩୧ ଜୁଲାଇ ୨୦୨୨ ସୁଦ୍ଧା
Read More...

ସ୍କୁଟିରେ ପଶିଲା ନାଗସାପ

ବ୍ରହ୍ମଗିରି : ବ୍ରହ୍ମଗିରି ଡେଲାଙ୍ଗ ରାସ୍ତା ଗୋପ ଛକ ଠାରେ ଏକ ସ୍କୁଟିରେ ନାଗ ସାପ ପଶିଯାଇଥିଲା । ସ୍କୁଟିରୁ ସାପଟିକୁ କାଢିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ଫ କର୍ମଚାରୀ ପହଞ୍ଚି ସାପଟିକୁ ସ୍କୁଟି ଭିତରୁ ଉଦ୍ଧାର କରିବା ପାଇଁ ଘଣ୍ଟାଏରୁ ଅଧିକ ସମୟ
Read More...

ଅଗଷ୍ଟ ୨୦୨୨ରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ

• ୨୦୨୧ ଅଗଷ୍ଟ ମାସରେ ସଂଗୃହିତ ରାଜସ୍ୱ ତୁଳନାରେ ଅଗଷ୍ଟ ୨୦୨୨ରେ ୨୮% ଜିଏସଟି ରାଜସ୍ୱ ଆଦାୟ• ଅଗଷ୍ଟ ୨୦୨୨ରେ ଓଡ଼ିଶାରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ସଂଗ୍ରହ; ଗତ ବର୍ଷ ତୁଳନାରେ ୧୭% ଅଧିକ• ଲଗାତାର ୬ ମାସ ପର୍ଯ୍ୟନ୍ତ ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଟପିଲା
Read More...

ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭରସା ପରିବାର ସମ୍ମାନିତ

ପାଟଣା : କେନ୍ଦୁଝର ନଗର ଭବନଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ କେନ୍ଦୁଝରଗଡ ପୌର ପରିଷଦ ଦ୍ଵାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କେନ୍ଦୁଝର ପୌର ପରିଷଦର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥବା ଛାତ୍ରଛାତ୍ରୀ, ସମାଜସେବୀ, ବିଗତ ଦିନରେ ପୌରାଞ୍ଚଳର ବିକାଶ ପାଇଁ
Read More...

ଭାରତରେ ଡିବିଟି ଯୋଜନାର ସଫଳତା ସାରା ବିଶ୍ଵ ପାଇଁ ପ୍ରେରଣା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କୌଶଳ ବିକାଶ ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଭାରତ ବର୍ତ୍ତମାନ ଡିଜିଟାଲ ଅର୍ଥପଇଠ କ୍ଷେତ୍ରରେ ସାରା ବିଶ୍ଵରେ ଅଗ୍ରଣୀ ରହିଛି । ବିଶେଷ କରି ନାଗରିକମାନଙ୍କ ଜୀବନ ଏବଂ
Read More...

ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଓ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କଲେ ହରଦୀପ ସିଂ ପୁରୀ

• ଓଡ଼ିଶାରେ କ୍ରୁଟ୍‌ ଦ୍ୱାରା ପରିଚାଳିତ ‘ମୋ ବସ୍‌ ଓ ମୋ ଇ-ରାଇଡ୍’ ସେବାକୁ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବର୍ଗରେ ମିଳିଲା ପୁରସ୍କାର• ଆମ ସହର ପାଇଁ ନାଗରିକ କୈନ୍ଦ୍ରିକ ଓ ସହଭାଗୀ ସମାଧାନ ଆବଶ୍ୟକ, ଯାହା ଏପରି ଏକ ଇକୋସିଷ୍ଟମ ନିର୍ମାଣ କରିବ ଯେଉଁଠି ଭାରତୀୟମାନେ
Read More...

ବିଭିନ୍ନ ଦାବୀ ନେଇ ଗର୍ଜିଲେ ଡ୍ରାଇଭର ମହାସଂଘ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଡ୍ରାଇଭର ଦିବସ ଅବସରରେ ଓଡିଶା ଡ୍ରାଇଭର ମହାସଂଘ ଶାଖା ଗଞ୍ଜାମ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୁରୁବାର ପୁଇଁତୋଳାଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ଡ୍ରାଇଭର ମହାସଂଘ ସଭାପତି ନରେନ୍ଦ୍ର
Read More...

ମନ ମୋହିଛି ଗାନ୍ଧିଜୀଙ୍କ ଜୀବନଦର୍ଶନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ

• ଏହି ପ୍ରଦର୍ଶନୀ ସେପ୍ଟେମ୍ବର ୨ ତାରିଖ ଯାଏଁ ଖୋଲା ରହିବ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳିକାଟୁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ତଥା ପୌର ପରିଷଦ ଆନୁକୂଲ୍ୟରେ ଆୟୋଜିତ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ହିଞ୍ଜିଳିକାଟୁ ମିନି-ଷ୍ଟାଡିୟମ୍ ଠାରେ
Read More...

ଆନ୍ଦୋଳନ ସ୍ଥଳରେ ନୂଆଁ ଖାଇଲେ ଖଟିଖିଆ ସଂଗଠନର ସଦସ୍ୟ : ଧାରଣାକୁ ପୂରିଲା ଦଶ ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପାରମ୍ପରିକ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପର୍ବକୁ ସାରା ପଶ୍ଚିମ ଓଡିଶାବାସୀ ଏକ ଭାଇଚାରାର ପର୍ବ ଭାବରେ ପରଂପରାଗତ ଅନୁସାରେ ଯିଏ ଯେଉଁଠି ଥାଉନା କାହିକି ନୂଆଁଖାଇ ଦିନ ନିଜ ପରିବାର ପାଖକୁ ଫେରିଆସି ନୂଆଁଖାଇ ପର୍ବ ପାଳନ କରନ୍ତି ।
Read More...

ଟ୍ରାକ୍ଟର ଡାଲାର ଗୁପ୍ତ ଚାମ୍ବରରୁ ଗଞ୍ଜେଇ ଜବତ : ୫ ଗିରଫ

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା । ୧୮୦ କିଲୋ ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ କେ.ସାଙ୍ଗନାଙ୍କ ନେତୃତ୍ୱରେ ଏକ
Read More...