Daily Archives

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଓ ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଦ୍ୱାରା ବିଶ୍ୱ ହୃଦୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଓ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ବରଗଡ଼ ଦ୍ୱାରା ଆଜି ବଲାଙ୍ଗିରରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ସକାଳୁ କୋଶଲ କଳାମଣ୍ଡଲ ପଡ଼ିଆରୁ ପ୍ରଥମେ ଏକ ସଚେତନତା ରାଲି ବାହାରି ବଲାଙ୍ଗିର ସାମ୍ବାଦିକ ଭବନରେ
Read More...

ପଦ୍ମପୁର ନବଦୁର୍ଗା ପୂଜାରେ ଆଜି ମା’ ଦୁର୍ଗାଦେବୀ କୂଷ୍ମାଣ୍ଡା ବେଶରେ ସୁସଜ୍ଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଦେବୀ ଦୁର୍ଗାଙ୍କର ନଅ ଦିନ ବ୍ୟାପୀ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଆଜି ଚତୁର୍ଥ ଦିନରେ ମା' ଦୁର୍ଗାଙ୍କୁ କୂଷ୍ମାଣ୍ଡା ବେଶରେ ସଜ୍ଜିତ କରାଯାଇ ପଣ୍ଡିତ ମାନେ ଚଣ୍ଡିପାଠ, ଆଳତୀ,
Read More...

ସତୀଭଟା ଦେଓଳି ଉଚ୍ଚ ବିଦ୍ୟାଳୟଠାରେ ବିଶ୍ଵ ହୃତପିଣ୍ଡ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଦ୍ୱାରା ପଦ୍ମପୁର ବ୍ଲକ ଦେଓଳି ଉଚ୍ଚ ବିଦ୍ୟାଳୟ ସତୀଭଟାଠାରେ ବିଶ୍ୱ ହୃତପିଣ୍ଡ ଦିବସ ପାଳନ କରାଯାଇଛି । ଏହି ଅବସରରେ ଦୀପକ କୁମାର ସାହୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ହୃତପିଣ୍ଡ ଜନିତ ରୋଗର କାରଣ ଲକ୍ଷଣ
Read More...

ରନ୍ଧାମଦ ଜବତ ସହ ୪ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ତମିଆଁ ଓ ଅଏଁଲାତୁଙ୍ଗା ଗାଁରେ ଚଢ଼ଉ କରି ୧୧୫ ଲିଟର ରନ୍ଧାମଦ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତମିଆଁ ଗାଁର ଅକ୍ଷୟ ପୁଟେଲ ଓ ଭାଗ୍ୟଲ ଅବଦୁଲ । ସେହିପରି ଭାବରେ ଅଏଁଲତୁଙ୍ଗା ଗାଁର
Read More...

ବୋନ୍‌ କ୍ୟାନ୍‌ସରରେ ପୀଡିତ ରାଜା ଜାଲଙ୍କୁ ବଲାଙ୍ଗିର ସିଭିଲ କୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ସହାୟତା ରାଶି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକାରଣରେ କାର୍ଯ୍ୟରତ ଦୈନନ୍ଦିନ ମଜୁରିଆ କର୍ମଚାରୀ ରାଜା ଜାଲଙ୍କର ବୋନ୍‌ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ଆଜି ସ୍ଥାନୀୟ ସିଭିଲକୋର୍ଟ ପରିସରରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସିଭିଲକୋର୍ଟର ସମସ୍ତ ଅଧିକାରୀ ତଥା
Read More...

ଭର୍ମି କମ୍ପୋଷ୍ଟ ଉତ୍ପାଦନ ଉପରେ କର୍ମଶାଳା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଏଫ୍‌ଏମ୍‌ୟୁର ମାକରୀ, ଜାମତୋରା ଏବଂ ଭିକାବାହାଲି ଭିଏସ୍‌ଏସ୍‌ରେ ଭର୍ମି କମ୍ପୋଷ୍ଟ ଉତ୍ପାଦନ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ ପ୍ରଶିକ୍ଷଣରେ ଯୋଗଦେଇ ଭୁବନେଶ୍ୱରର ଗ୍ରାମୀଣ ପ୍ରଡକ୍ଟ ମାର୍କେଟିଂ ନିର୍ଦ୍ଦେଶକ ପ୍ରଫୁଲ୍ଲ ବିସୋଇ
Read More...

ଅଷ୍ଟମୀ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ଉଠାଇଲା ପୋଲିସ : ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୫ ତାରିଖ ଦିନ ସହରର ବିଜାଖମନଠାରେ ବୁଦା ମୂଳରୁ ଅଷ୍ଟମୀ ବକୁଲଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଏକ ଭିଡିଓ ଜରିଆରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ଘଟଣାଟି ପ୍ରେମ ବ୍ୟାପାରରୁ ଶତୃତା ଓ
Read More...

ଜିଲ୍ଲାସ୍ତରୀୟ ବିଶ୍ଵ ହୃତପିଣ୍ଡ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ 'ବିଶ୍ଵ ହୃତପିଣ୍ଡ ଦିବସ' ପାଳିତ ହୋଇଯାଇଛି ।
Read More...

ରାଜ୍ୟସଭା ସାଂସଦ ବ୍ଲକ ପ୍ରତିନିଧି ମନୋନୀତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ପାଇଁ ରାଜ୍ୟସଭା ସାଂସଦ ତାଙ୍କ ପ୍ରତିନିଧି ଭାବେ ସନ୍ତୋଷିନୀ ବିଶିଙ୍କୁ ମନୋନୀତ କରିଛନ୍ତି । ସେହିପରି ବ୍ଲକର ବିଭିନ୍ନ ବିଭାଗ ପାଇଁ ମୋଟ ୧୨ ଜଣଙ୍କୁ ମନୋନୀତ କରିଥିବା ସୂଚନା ମିଳିଛି ।
Read More...

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନୂଆପଡା : ନୂଆପଡା ସହର ବ୍ଲକ ଦର୍ଲିମୁଣ୍ଟା ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛିି । ଗୁରୁତର ବୃଦ୍ଧା ଜଣକ ବିଳାସ ବିଶ୍ୱ୍ୱକର୍ମା(୬୫) ଓ ସେ ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ବୁଧବାର ସକାଳେ ବିଳାସ ଚାଷ ଜମିକୁ
Read More...