Daily Archives

ଗାଁକୁ ପଶିଲେ ମା’ ଓ ଛୁଆ ଭାଲୁ : ଲୋକେ ଆତଙ୍କିତ

ନୂଆପଡା, (ନିରାକାର ମେହେର) : ସଦର ବ୍ଲକ ଗୋଡଫୁଲା ଗାଁର ଅଧିକ ମାଝୀଙ୍କ ଘରର ବାଡିକୁ ମା' ଓ ଛୁଆ ଭାଲୁ ପଶିଥିଲେ । ଏବେ ଦୁଇ ଭାଲୁ ଗାଁ ମୁଣ୍ଡରେ ଆତଙ୍କ ଖେଲାଉଛନ୍ତି । ଆଜି ସକାଳେ ସଦର ବ୍ଲକ ଗୋଡଫୁଲା ଗାଁକୁ ମା' ଓ ଛୁଆ ଭାଲୁ ଆସିଥିଲେ । ଗାଁ ମୁଣ୍ଡ ବୁଦା ଭିତରେ ୯ ଘଣ୍ଟା ଧରି ରହିଥିଲେ
Read More...

ଏୟାର ହୋଷ୍ଟେସଙ୍କ ଘରେ ପ୍ରବେଶ କରି ସ୍ଥାନୀୟ ନେତା ବଳାତ୍କାର କରିଥିଲେ, ପୀଡିତା ଅଭିଯୁକ୍ତକୁ ଘରେ ତାଲା ପକାଇ ଦେଲେ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ମହରୁଲି ଅଞ୍ଚଳରେ ଜଣେ ଏୟାର ହୋଷ୍ଟେସଙ୍କୁ ତାଙ୍କ ଘରେ ପ୍ରବେଶ କରି ବଳାତ୍କାର କରିବାର ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ସ୍ଥାନୀୟ ନେତାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ
Read More...

କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ଅଶୋକ ଗେହଲୋତ ବାହାରିଲେ : ସୋନିଆ ଗାନ୍ଧୀଙ୍କୁ କହିଲେ- ଆଇ ଏମ୍‌ ସରି

ନୂଆଦିଲ୍ଲୀ : ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କଂଗ୍ରେସ ସଭାପତି ପଦବୀରୁ ବାଦ ପଡିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଗେହଲୋତ ଘୋଷଣା କରିଛନ୍ତି ଯେ, ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସୋନିଆ ଗାନ୍ଧୀଙ୍କ ସହ ଦେଢ଼ ଘଣ୍ଟା ଧରି ଆଲୋଚନା ପରେ
Read More...

ସ୍ଵାଧୀନତାର ଉଚ୍ଛ୍ୱାସ ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ଉପଲକ୍ଷେ ସମସ୍ତ ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ରାଜ୍ୟ ବିଧାନସଭାରେ ବୃକ୍ଷ ରୋପଣ ପାଇଁ ପଠା ଯିବାର କାର୍ଯ୍ୟକ୍ରମ ସରକାର କରିଛିନ୍ତି । ସେହି କ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ପ୍ରେରଣ
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ କେସ ମ୍ୟାନେଜମେଣ୍ଟ ସଂପର୍କିତ ତାଲିମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଶୋର ନ୍ୟାୟ ଆଇନ ୨୦୧୫ ଅନ୍ତର୍ଗତରେ ବର୍ଣ୍ଣିତ ଯତ୍ନ ଓ ସୁରକ୍ଷା ଆବଶ୍ୟକକାରୀ ଶିଶୁମାନଙ୍କ କେସ ମ୍ୟାନେଜମେଣ୍ଟର ବୈଷୟିକ ଦିଗ ଉପରେ ସିଆରଏସ୍‌ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଦିବସୀୟ ତାଲିମକୁ
Read More...

ତହଁକ କୁଟୁମ୍‌ ପକ୍ଷରୁ କୋଶଲି ସଂସ୍କୃତି ଦିନ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ କପିଳେଶ୍ଵର ଖମାରୀଙ୍କ ସଭାପତିତ୍ୱରେ ସଂସ୍କୃତି ଦିନ ପାଳିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଂସ୍କୃତି ଗବେଷକ ନିମାଇଁଚରଣ ପାଣିଗ୍ରାହୀ ଏବଂ କୋଶଲ ଗୌରବ ରାମଭକ୍ତ ଫରିକାର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଶ୍ରୀ ଫରିକାର କବି
Read More...

ପୁଇଁନ୍ତଲା ବ୍ଲକସ୍ତରୀୟ ଫୁଟବଲ୍‌ ଖେଳାଳି ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ହାଇସ୍କୁଲ କୁରୁଲ ଠାରେ ପୁଇଁନ୍ତଲା ବ୍ଲକ ହାଇସ୍କୁଲସ୍ତରୀୟ ଫୁଟବଲ୍‌ ସିଲେକ୍‌ସନ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳ ରାଜକୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଇଁନ୍ତଲା ବ୍ଲକ ର ଏବିଇଓ ଦୁର୍ବାଦଳ ମିଶ୍ର ଅତିଥି
Read More...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : କଂଟାବାଂଜି ଏଡିଜେ କୋର୍ଟରେ ପ୍ରଥମ କରି ୨ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏଡିଜେ କୋର୍ଟରେ ଗୁରୁବାର ଦିନ ୨ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ କଳାହାଣ୍ଡି ମହାଲିଙ୍ଗ ଘରୋଇ ସ୍କୁଲରେ କାର୍ଯ୍ୟରତ ଥିବା ମମିତା ମେହେରଙ୍କୁ ସେହି ସ୍କୁଲର ପରିଚାଳନା
Read More...

ୟୁଥ କ୍ଲବ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକର ୟୁଥ କ୍ଲବ ଗାଇସିଲାଟ ଆହ୍ୱାନରେ ୟୁଥ କ୍ଲବ ପରିସରରେ ଏକ ଜରୁରୀ କାଳୀନ ବୈଠକ ପୂର୍ବତନ ସଭାପତି ସୁନୀଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସର ଆମେ ଓଡିଆ ଆମ ଓଡିଶାର ଦ୍ୱିଦିବସୀୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସର ଆମେ ଓଡିଆ ଆମ ଓଡିଶା ତରଫରୁ ଦୁଇ ଦିନିଆ ସାହିତ୍ୟ ଆଲୋଚନା ସଭା ଇସ୍ପାତନଗରୀର ବିଭିନ୍ନ ଅନୁଷ୍ଠାନମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ମହିଳା କମିଶନର ପ୍ରାଧ୍ୟାପିକା
Read More...