Daily Archives

ନାଉଗାଁରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନାଉଗାଁ ଠାରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏକ ଶୋଭାଯାତ୍ରାରେ ବ୍ଲକ ଛକରୁ ନାଉଗାଁ ହାଇସ୍କୁଲ ପର୍ଯ୍ୟନ୍ତ ରଥକୁ ପାଛୋଟି ନେଇଥିଲେ । ଏନେଇ ରାଜ୍ୟ ଓ ଲୋକ
Read More...

ରମ୍ଭାରେ ଅହିଂସା ରଥକୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲା ରମ୍ଭା ଏକ ଐତିହାସିକ ସ୍ଥଳ ଅଟେ । ଗତକାଲି ଅହିଂସା ରଥ ପରିକ୍ରମା ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ହଜାର ହଜାର ଲୋକ ସ୍ମୃତିଚାରଣ କରିଥିଲେ
Read More...

ଛତ୍ରପୁର ଓ ହିଞ୍ଜିଳିକାଟୁରେ ଅନୁଷ୍ଠିତ ବ୍ୟାଙ୍କ ସମନ୍ୱୟ ମେଳାରେ ଜିଲ୍ଲାପାଳଙ୍କ ହସ୍ତରେ ଚେକ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ମିଶନ ଶକ୍ତି ସୌଜନ୍ୟରେ ଏକ ମେଗା ବ୍ୟାଙ୍କ ସମନ୍ୱୟ ମେଳା ମଙ୍ଗଳବାର ସଂଗଠିତ ହୋଇଯାଇଛି । ବିଭିନ୍ନ ମହିଳା ଏସ୍‌ଏଚ୍‌ଜି ଗୃପମାନେ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ । ଏହି ବ୍ୟାଙ୍କ ସମନ୍ୱୟ ମେଳାରେ
Read More...

ନବୋଦୟ ବିଦ୍ୟାଳୟକୁ ଯିବା ରାସ୍ତା ଅବସ୍ଥା ଶୋଚନୀୟ : ମରାମତି କରିବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସ୍ଥାନୀୟ ନବୋଦୟ ବିଦ୍ୟାଳୟକୁ ଯିବା ରାସ୍ତା ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇ ଏହି ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ବିଦ୍ୟୁତ କାର୍ଯ୍ୟାଳୟ, ଜଳଛାୟା, ପ୍ରାଣୀ ଚିକିତ୍ସାଳୟ, ହାଇସ୍କୁଲ, ଅଗ୍ନିଶମ, ଉଦ୍ୟାନ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୨୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ
Read More...

ଆଜି ମା’ଙ୍କ ଚନ୍ଦ୍ରଘଣ୍ଟା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜଗତ୍‌ ଜନନୀ ମା’ ଚନ୍ଦ୍ରଘଣ୍ଟା ବେଶରେ ଉଭା ହୋଇଛନ୍ତି । ସହରର ସମଲେଶ୍ୱରୀ ମନ୍ଦିରରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇଛନ୍ତି । ମା’ଙ୍କ ଏଇ ବେଶ ଓ ତାହାର ମହାତ୍ମ୍ୟ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା ପୌରାଣିକ ବିଷୟ ।
Read More...

ଫିକିର ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ ଏବଂ ଡିଜିଟାଲ୍ ଓ ଶିକ୍ଷା ସମ୍ବନ୍ଧୀୟ ଆନ୍ତର୍ଜାତିକ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ

ଦେଶରେ ଡ଼ିଜିଟାଲ୍ ଲାଇଫଷ୍ଟାଇଲ ନୂଆ ରୂପ ନେଉଛି- ଧର୍ମେନ୍ଦ୍ର ପ୍ରଧାନ• ‘ଡିଜିଟାଲ୍ ରୂପାନ୍ତର ଏବଂ ଶିକ୍ଷାର ଆନ୍ତର୍ଜାତୀୟକରଣ’ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଲେ• ଫିକିର ୧୩ତମ ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ• ଦେଶର ଅର୍ଥନୀତିକୁ ଅଧିକ ମଜଭୂତ କରିବା
Read More...

କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାରସ୍ୱତ କାର୍ଯ୍ୟକ୍ରମ

‘ଦେବାଦେବୀଙ୍କ ନାଁରେ ନିରୀହ ପଶୁଙ୍କ ବଳି ବନ୍ଦ ହେଉ’ଅଦ୍ୱୟସିଦ୍ଧି, ପ୍ରଜ୍ଞାଲୋକ ଓ ମନଗହନ ପୁସ୍ତକ ଉନ୍ମୋଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲର ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା, ପରମ୍ପରା ବିଶ୍ୱ ପ୍ରଶିଦ୍ଧ । ଗୋଟିଏ ଭାଷା ଗୋଟିଏ ସଂସ୍କୃତିକୁ ଜନ୍ମ ଦିଏ । କୋଶଲୀ ଭାଷା,
Read More...

ଡିଆରଡିଓ ଦ୍ୱାରା ଅତି ସ୍ୱଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ସଫଳ…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି । ୨୭ ସେପ୍ଟେମ୍ବର, ୨୦୨୨ ମଙ୍ଗଳବାର ଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ
Read More...

ଏନସିଏସ୍ ପୋର୍ଟାଲ ଖାଲି ପଦବୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (ଏମଓଏଲଇ), ଭାରତ ସରକାରଙ୍କ ଜାତୀୟ କ୍ୟାରିୟର ସେବା (ଏନସିଏସ) ପୋର୍ଟାଲ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜୁଲାଇ 2015 ରେ ଶୁଭାରମ୍ଭ କରାଯାଇଛି । ଏନସିଏସ୍ ହେଉଛି ଏକ ଜବ୍ ପ୍ଲାଟଫର୍ମ ଯାହାକି ଚାକିରୀ ଖୋଜୁଥିବା ପ୍ରାର୍ଥୀମାନଙ୍କୁ
Read More...