tur
Daily Archives

ସେନ୍‌ସେକ୍ସରେ ୯୫୪ ପଏଣ୍ଟ ହ୍ରାସ

ମୁମ୍ବାଇ : ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କାରବାରରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା । ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍‌ସେକ୍ସ ୯୫୪ ପଏଣ୍ଟ ହ୍ରାସ ପାଇ ୫୭, ୧୮୪ ପଏଣ୍ଟରେ ବନ୍ଦ ହୋଇଛି । ଏହାକୁ ମିଶାଇ ଚାରିଟି କାରବାର ଦିନରେ ସେନ୍‌ସେକ୍ସରେ ୨୮୭୪ ପଏଣ୍ଟ ହ୍ରାସ ହୋଇଛି
Read More...

ସେନା ହେଲିକେପ୍ଟର ଦୁର୍ଘଟଣାରେ ୬ ମୃତ

ଇସଲାମାବାଦ : ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାରେ ରାତି ମିଶନ ସମୟରେ ଏକ ସେନା ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ସେନା ମେଜର(ଉଭୟ ପାଇଲଟ୍‌)ଙ୍କ ସମେତ ବିମାନରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବିବୃତ୍ତିରେ ସେନା ପକ୍ଷରୁ କୁହାଯାଇଛି, ବେଲୁଚିସ୍ତାନର ରାଜଧାନୀ
Read More...

ତେରେସିଙ୍ଗାରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତ ଠାରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ଵର ମେହେର, ଜିପିଇଓ ଯୁଗଳ କିଶୋର ନାଏକ,
Read More...

ପୋଖରିକୁ ଖସିଗଲା ଟ୍ରାକ୍ଟର ଟ୍ରଲି, ୧୦ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୪୭ ଲୋକ ଯାତ୍ରା କରୁଥିବା ବେଳେ ଟ୍ରାକ୍ଟର ଟ୍ରଲିଟି ନିୟନ୍ତ୍ରଣ ହରାଇ ଏକ ପୋଖରି ମଧ୍ୟକୁ ଖସି ପଡିଥିଲା । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି
Read More...

ତୁରେକେଲା-ମମିଆ ପୋଲ ନିର୍ମାଣ ଦାବୀରେ ବୈଠକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲାଠାରୁ ମମିଆ ମଧ୍ୟରେ ଥିବା ଉନ୍ଦେର ନଦୀରେ ଏକ ପୋଲ ନିର୍ମାଣ ଦାବୀ ହୋଇଛି । ଏଥିପାଇଁ ବଙ୍ଗୋମୁଣ୍ଡା ଗରିବ ସେନା ପକ୍ଷରୁ ଅଞ୍ଚଳର ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରିବ ସେନା ସଭାପତି ଦିବେଶ ତାଣ୍ଡିଙ୍କ
Read More...

ସୁସ୍ଥ ସମାଜ ଗଠନ କରେ ନାଟକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡ଼ିଶା ନାଟ୍ୟ ସଂଘ, ଜିଲ୍ଲା ଶାଖା ସୁବର୍ଣ୍ଣପୁର, ମହାନଦୀ ସାହିତ୍ୟ ସଂସଦ, ଟ୍ରେଣ୍ଡି ଏକାଡ଼େମୀ ଓ ନାଟ୍, ସୁବର୍ଣ୍ଣପୁରର ମିଳିତ ସହଯୋଗରେ ଓଡ଼ିଶା ନାଟ୍ୟ ସଂଘ ଦିବସ-୨୦୨୨ ପାଳିତ ହୋଇଯାଇଛି । ତା.୨୬ଦ୦୯ଦ୨୦୨୨ ରିଖ, ସଂଧ୍ୟାରେ ସ୍ଥାନୀୟ ମହାନଦୀ
Read More...

ଶାନ୍ତିନଗର ତୈଳିକ ବୈଶ୍ୟ ସାହୁ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ତୈଳିକ ବେଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୁଲପାଲି, ଭେଉଁରିଆ, ବୁଡେନ୍‌, ବରିକେଲ, ଗାଇସିଲେଟ୍‌, ପୁରେନା, ପାଇକମାଲ ଅଞ୍ଚଳର ପ୍ରତିନିଧି ଯୋଗଦାନ କରିଥିଲେ । ସଭାପତି
Read More...

ଆଜି ଆସିବେ ମନ୍ତ୍ରୀ ପ୍ରଦୀପ ଅମାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ଆସିବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ସେ ଦିନ ୧୧ ଟାରେ ପହଞ୍ଚି ଜିଲ୍ଲାର ବିକାଶମୂଳକ ପ୍ରକଳ୍ପ ଓ ଯୋଜନ ସବୁର ସମୀକ୍ଷା କରିବାର
Read More...

ଯାଦବ ସମାଜ ପକ୍ଷରୁ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ଠାରେ ଯାଦବ ସମାଜ ନୂଆଁଖାଇ ଭେଟ୍‌ଘାଟ୍‌ ଓ ମହାସଭା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯାଦବ ସଭାପତି ଜଗନ୍ନାଥ ଖର୍ସେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ
Read More...

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଗତକାଲି ପରିକ୍ରମା କରିଛି ଅହିଂସା ରଥ । ଏରସମା ଗୋଡା ପଞ୍ଚାୟତରେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଏରସମା ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ । ଏନେଇ ରାଜ୍ୟ
Read More...