ଖୋଲିବ ହୀରାକୁଦ ଡ୍ୟାମର ୪ଟି ଗେଟ୍
ଭୁବନେଶ୍ୱର : ପୁଣି ବଢ଼ିଲା ହୀରାକୁଦ ଡ୍ୟାମର ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିଥିବା ଜଣାପଡ଼ିଛି । ଫଳରେ ଡ୍ୟାମର ୪ଟି ଗେଟ୍ ଆଜି ଖୋଲାଯିବ । ଦିନ ୧୦ଟାରେ ପର୍ଯ୍ୟାୟକ୍ରମେ ୪ଟି ଗେଟ୍ ଖୋଲିବା ନେଇ ସୂଚନା ଦିଆଯାଇଛି । ଏନେଇ ହୀରାକୁଦ!-->…
Read More...
Read More...