Daily Archives

ଖୁଦୁରୁକୁଣୀ ଭସାଣି ଉତ୍ସବ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲଖ ଧଣ୍ଡାମୁଣ୍ଡା ଗାଁରେ ମା’ ଖୁଦୁରୁକୁଣୀଙ୍କ ଭସାଣି ଉତ୍ସବ ସଂପନ୍ନ ହୋଇଛି । ବୈଦ୍ୟନାଥ ମିଶ୍ର ପୂଜା କାର୍ଯ୍ୟ କରିଥିବା ବେଳେ ଗ୍ରାମର ୮୦ରୁ ଅଧିକ ଯୁବତୀ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
Read More...

ଟିଟିଲାଗଡରେ ଭାଗବତ ଜନ୍ମ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ବିଶ୍ୱରାମ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାମନାରାୟଣ ମିଶ୍ର ସପତ୍ନୀକ କର୍ତ୍ତା ଥିଲେ । ମନ୍ଦଧର ପଣ୍ଡା,
Read More...

ସଇଁତଲା ସିଏଚ୍‌ସିରେ ଭୋଜନାଳୟ ଉଦ୍‌ଘାଟିତ

ସଇଁତଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଏଚ୍‌ସି ପରିସରରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଭେଜନାଳୟକୁ ଗତକାଲି ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବିଡିଓ ଚନ୍ଦ୍ରମଣି ନାଗ, ସିଡିପିଓ ସବିତା ଦାଶ, ସିଏଚ୍‌ସି ଅଧିକାରୀ ଡା.
Read More...

ଅହିଂସା ରଥ ସ୍ୱାଗତରେ ଦେଖିବାକୁ ମିଳୁଛି ଓଡ଼ିଶାର ମହାନ୍ ଲୋକକଳାର ବିଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ସ୍ୱାଗତରେ ଦେଖିବାକୁ ମିଳୁଛି ଓଡ଼ିଶାର ମହାନ୍ ଲୋକକଳାର ବିଭବ । କଳାହାଣ୍ଡି, ବଲାଙ୍ଗିର, ବରଗଡ, ସମ୍ବଲପୁର, ମୟୁରଭଞ୍ଜ, ସୁନ୍ଦରଗଡ ଏବଂ ସୁବର୍ଣ୍ଣପୁର ଓ ବୌଦ୍ଧ ଇତ୍ୟାଦି
Read More...

ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ବାରିପଦାର ଛାତ୍ରଛାତ୍ରୀ ଦେଇଛନ୍ତି ସ୍ୱଚ୍ଛତାର ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ବାରିପଦାର ଛାତ୍ରଛାତ୍ରୀ ଦେଇଛନ୍ତି ସ୍ୱଚ୍ଛତାର ବାର୍ତ୍ତା । ମୟୁରଭଞ୍ଜର ବିଭିନ୍ନ ବ୍ଲକରେ ଗତକାଲି ଅହିଂସା ରଥ ପରିକ୍ରମା କରିବା ଅବସରରେ ଏକାଧିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ଗୋଷ୍ଠୀର ମହିଳାମାନେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା'ମାନେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ । ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମା'ମାନେ ଜାତୀୟ ପତାକା ତିଆରି ଦାୟିତ୍ୱ ପରି
Read More...

୨୧ତମ ଜାତୀୟ ହସ୍ତତନ୍ତ ମେଳା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ୨୧ତମ ଜାତୀୟ ହସ୍ତତନ୍ତ ମେଳା । ଏହା ଅକ୍ଟୋବର ୯ ତାରିଖରେ ସରିବ । ଏଥିରେ ସମୁଦାୟ ୨୧୫ଟି ଷ୍ଟଲ ଖୋଲାଯାଇଛି । ମେଳାରେ ଓଡିଶା ସମେତ ୟୁପି, ବିହାର, ଝାଡଖଣ୍ଡ, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ,
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଅହିଂସାର ବାର୍ତ୍ତା ପ୍ରଚାର କରୁଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ରାଜ୍ୟ ପରିକ୍ରମା କରି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଅହିଂସାର ବାର୍ତ୍ତା ପ୍ରଚାର କରୁଛି । ବିଭିନ୍ନ ସ୍ଥାନରେ ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି ଓଡ଼ିଶାର ପାରମ୍ପରିକ ଝୋଟିର ଝଲକ । ଛାତ୍ରଛାତ୍ରୀ ଏବଂ ମିଶନ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୬୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ
Read More...

ଭିଜିଲାନ୍ସ ଜାଲରେ ବନ କର୍ମଚାରୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ରେଞ୍ଜ୍ ଅଧିନ ଶଗଡା ସେକ୍ସନ ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀଙ୍କୁ ସୋମବାର ରାତିରେ ଜୟପୁର ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଯୋଗେନ୍ଦ୍ର ମାଝୀ ନିଜ ଗାଁକୁ ଫେରୁଥିବା ବେଳେ ଭିଜିଲାନ୍ସ
Read More...