Daily Archives

ବାଲା ବିକାଶ ସଂଗଠନ ପକ୍ଷରୁ ରିଲିଫ୍‍ ସାମଗ୍ରୀ ବଣ୍ଟନ

ପିପିଲି : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ବାଲା ବିକାଶ ସଂଗଠନ ଓ ଆମାଜନ ପକ୍ଷରୁ ପିପିଲି ବ୍ଲକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ କିଟ୍‍ ଓ ସାମଗ୍ରୀ ବଣ୍ଟନ କରାଯାଇଛି । ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଅନୁରୋଧ କ୍ରମେ ଆମାଜନ ଓ ବାଲା ବିକାଶ
Read More...

ଲଇଡାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦେଶ କ୍ରମେ ଜନ ଅଭିଯୋଗ ଶୁଣାଣି ଏବଂ ବିତରଣ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଶିବିରରେ ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ
Read More...

ଭୁବନେଶ୍ୱର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଲାଗିବ ଅତ୍ୟାଧୁନିକ ଲିନାକ୍ ମେସିନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଦ୍ୱିତୀୟ ଡୁଆଲ ଏନର୍ଜି ଲିନିଅର ଆକ୍ସିଲିରେଟର ମେସିନ ସ୍ଥାପନ କରାଯିବ । ଏମ୍ସର ରେଡିଏସନ ଅଙ୍କୋଲୋଜି ବିଭାଗରେ ଏହି ମେସିନ ସ୍ଥାପନ କରାଯିବ । ଏହି ଅତ୍ୟାଧୁନିକ ଲିନାକ୍ ମେସିନ ସ୍ଥାପନ ହେବା
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଦେଓଗାଁ, (ମନୀଷ କୁମାର ସାହୁ) : ଟିଟିଲାଗଡ଼ ଡିଭିଜନର ଟିକ୍ରାପଡ଼ା ଠାରେ ଗତ ଶନିବାର ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂପାଦକ ନିର୍ବାଚନ ମଧ୍ୟ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ
Read More...

ଅନୁସୂୟା ଦେବତାଙ୍କୁ ମିଳିଲା ‘ଅହଲ୍ୟା ସ୍ମୃତି’ ସମ୍ମାନ

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା 'ଅହଲ୍ୟା ସ୍ମୃତି ସମ୍ମାନ'ରେ ସମ୍ମାନିତ ହୋଇଛନ୍ତି । ଉତ୍କଳ ରତ୍ନ ଲକ୍ଷ୍ମୀଧର ରାଉତଙ୍କ ପ୍ରତିଷ୍ଠିତ 'ବାଣୀପୀଠ' ମୟୂରଭଞ୍ଜର ୪୨ତମ କବିତା ପଠନ ଓ ପ୍ରତିଭା
Read More...

ବୀରମହାରାଜପୁରରେ ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ଚାଲିଥିବା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପର ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଯୋଗ ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଚକାପାଦ ପଞ୍ଚାୟତ ସମିତି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୈନେତ୍ରୀ କହଁର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୋମନାଥ ବେହେରା, ସମିତି
Read More...

କାରଖାନାରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ : ୧ ଗିରଫ

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ସ୍ଥିତ ଏକ ଫ୍ଲାଏ ଆସ୍‌ ଇଟା ତିଆରି କାରଖାନାରୁ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ଚୌଦ୍ୱାର ପୁଲିସ୍‌ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଆଗ୍ରାହାଟ ଗ୍ରାମର ସେକ୍‌ ଗଫର(୪୩) । ପୁଲିସର ସୂଚନା ଅନୁଯାୟୀ କାରଖାନାର ମାଲିକ
Read More...

ଟେଣ୍ଟ ଉପରକୁ ମାଡ଼ିଗଲା ହାଇଓ୍ୱା : ୧ ମୃତ, ୧ ଗୁରୁତର

ଭଣ୍ଡାରିପୋଖରୀ : ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରେ ଆଜି ସକାଳ ପ୍ରାୟ ୫ଟା ବେଳେ ଏକ ବାଲି ବୋଝେଇ ହାଇୱୋ ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡିଯିବା ଫଳରେ ଟେଣ୍ଟରେ ଶୋଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ
Read More...

ପାଖ ମାଡିଲେ ନାହିିଁ ପଡୋଶୀ : ମା’ର ଶବକୁ ବୋହିଲା ଝିଅ, ସୋସିଆଲ ମିଡିଆରେ ହେଲା ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ତୁଷ୍ଟାପାଲି ଗ୍ରାମରେ ଜଣେ ମହିଳାଙ୍କ ମୃତ ଦେହକୁ ତାଙ୍କ ଝିଅ ବୋହିଥିବା ଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ମୃତ ମହିଳା ଜଣକ ସାମାଜିକ ବାସନ୍ଦର ଶିକାର ହୋଇ
Read More...