Daily Archives

ଯୁବାରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଯୁବା ଗାଁରେ ସର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଉକ୍ତ ବୈଠକରେ ଚଳିତ ବର୍ଷ ବହୁ ଆଡ଼ମ୍ବର ସହ ଦୁର୍ଗା ପୂଜା ପାଳନ କରିବାକୁ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ : ୪ ଅଭିଯୁକ୍ତ ଗିରଫ

କୋରାପୁଟ : ମାଛକୁଣ୍ଡ ପୁଲିସ କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ପୁଲିସ କୋରାପୁଟ ଜିଲ୍ଲା ସୁରମି ଛକ ନିକଟସ୍ଥ ଜଲାପୁଟ ଗ୍ରାମ ନିକଟରେ ଦୁଇଟି ବୋଲେରୋ ଗାଡ଼ିରୁ ୨୦୦ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ।
Read More...

ରାଜ୍ୟର ହାଇସ୍କୁଲଗୁଡିକରେ ଅବିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ହାଇସ୍କୁଲଗୁଡିକରେ ଗତକାଲି ଅବିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଛି । ଶିକ୍ଷାକ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ଭିତ୍ତିଭୂମି ବିକାଶ, ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଏବଂ ବିଜ୍ଞାନାଗାର ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପର୍କରେ ଶିକ୍ଷକମାନେ
Read More...

ମାଥିଲି ପରିକ୍ରମା କରି ଶହୀଦ ସାଧକଙ୍କ ସ୍ମୃତିଚାରଣ କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମର ମହାନ୍ କ୍ରାନ୍ତିକାରୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଡାକରାରେ ଝାସ ଦେଇଥିଲେ ଅବିଭକ୍ତ କୋରାପୁଟର ଅଗଣିତ ସାଧକ । ମାଲକାନଗିରି ମାଥିଲି ମଧ୍ୟ ଏହି ଆନ୍ଦୋଳନର ସାକ୍ଷ୍ୟ ବହନ କରିଥିଲା । ଗତକାଲି ଅହିଂସା ରଥ ମାଥିଲି ପରିକ୍ରମା କରି ଏହି
Read More...

ମାଲକାନଗିରି ଜିଲ୍ଲାରେ ପରିକ୍ରମା ଆରମ୍ଭ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାଲକାନଗିରି ଜିଲ୍ଲାରେ ଗତକାଲି ପବିତ୍ର ଅହିଂସା ରଥ ପରିକ୍ରମା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥକୁ ସ୍ୱାଗତ କରି ଆୟୋଜିତ ହୋଇଥିଲା ବିଶାଳ ପଦଯାତ୍ରା । ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଜନ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୫୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୪ ଜଣ
Read More...

କଟା ହେଲା ଏନ୍‌ଏଚ୍‌ କଡର ଶତାଧିକ ବର୍ଷ ପୁରୁଣା ୨ଟି ତାଳଗଛ : ଦୀର୍ଘ ଦିନ ପରେ ପୂରଣ ହେଲା ପଥିକ ଓ ଅଞ୍ଚଳବାସୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ସମ୍ମୁଖ ଓ ଜାତୀୟ ରାଜପଥ କଡ଼ରେ ଥିବା ଶତାଧିକ ବର୍ଷର ପୁରୁଣା ୨ଟି ତାଳଗଛକୁ ଶନିବାର ଦିନ ୧୦ଟା ସମୟରେ ଏନ୍‌ଏଚ୍‌ ଏସ୍‌ଡିଓ କୈଳାଶ ଚନ୍ଦ୍ର ଦାଶ, ଓଡ଼ିଶା ଫରେଷ୍ଟ ଡିଭିଜନ କରପୋରେସନ ଶ୍ରୀଯୁକ୍ତ ମିଶ୍ର, ସଇଁତଲା ରେଞ୍ଜ କନ୍ଧକେଳଗାଁ
Read More...

ଖବର କାଗଜ ବିତରକଙ୍କ ପିତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଖବର କାଗଜ ବିତରକ ଆକାଶ ଶିକାଙ୍କ ପିତା କାର୍ତ୍ତିକ ଶିକା(୫୫)ଙ୍କ ଗତ ଶୁକ୍ରାବାର ରାତି ୧୨ଟା ସମୟରେ କୁତୁର୍ଲା ପଞ୍ଚାୟତ ସାରସବାହାଲ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲା ଶ୍ରୀ ଶିକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି
Read More...

ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ହେଲପିଂ ଏଚିଭର୍ସ ଫାଉଣ୍ଡେସନ ପକ୍ଷରୁ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରଭାସ କୁମାର ସିଂ ଓ ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ହଳଧର
Read More...

ହୃଷୀକେଶ ପାଢୀଙ୍କୁ ‘ସବୁଜ ଡେଲାଙ୍ଗ ସମ୍ମାନ’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲିପ୍ସା ଏଜୁକେସନାଲ୍‌ ଟ୍ରଷ୍ଟ, ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଡେଲାଙ୍ଗ, ପୁରୀ ତରଫରୁ ପବିତ୍ର ଗୁରୁ ଦିବସରେ ପୂଜ୍ୟପୂଜା ସମ୍ମାନ ପ୍ରଦାନ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ସଭାଗୃହରେ ପ୍ରଦାନ କରାଯାଇଛି
Read More...