Daily Archives

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ବଗିଚା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମାଜ ସେବୀ ନିରୋଜ ଦୋରା, ସଭାପତି ପୃଥିରାଜ ସାହୁ, ସମ୍ପାଦକ
Read More...

ଶିକ୍ଷକ ଓ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ଶିକ୍ଷକ ଓ ଅଭିଭାବକ ବୈଠକ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ତ୍ରିଲୋଚନ ନାଏକ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ
Read More...

‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’ ଉଦ୍‌ଘାଟିତ

● କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ● ଜଳବାୟୁ ପରିବର୍ତ୍ତନ ସହିତ ଉପକୂଳ କ୍ଷେତ୍ରରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି : ଶ୍ରୀ ଯାଦବ● ଉପକୂଳ କ୍ଷେତ୍ରର ସହନଶୀଳତା, ଦୀର୍ଘସ୍ଥାୟୀତ୍ବ
Read More...

ଭଡ଼ାଟିଆଙ୍କ ଦ୍ୱାରା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବ୍ଲାକମେଲିଂର ଶୀକାର : ପୋଲିସ କାବୁରେ ଦୁଇ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମାଜରେ ବ୍ଲାକ୍‌ମେଲ୍‌ ଘଟଣା ମାରାତ୍ମକ ରୂପ ଧାରଣ କରିଥିବା ବେଳେ ପୁଣି ଏକ ବ୍ଲାକ୍‌ମେଲିଂ ଖବର ସାରା ବଲାଙ୍ଗିର ସହରବାସୀଙ୍କ ହୋସ୍‌ ଉଡେ଼ଇ ଦେଇଛି । ଦୁଇ ଜଣ ଭଡ଼ାଟିଆ ମହିଳା ଓ ପୁରୁଷଙ୍କ ଦ୍ୱାରା ଅବସରପ୍ରାପ୍ତ ସରକାରୀ କର୍ମଚାରୀ
Read More...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଛାତ୍ରୀ ମୃତ : ଉଦ୍ଧାର ହେଲା ମୃତଦେହ

ଆଠମଲିକ୍ : ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଛାତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ବଡହୁଲା ଗ୍ରାମରେ । ପୋଖରୀରେ ବହୁ ଖୋଜା ଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାକୁ ନେଇ ଗାଁରେ ଏକ ଶୋକର ଛାୟା ଖୋଳିଯାଇଛି । ସୂଚନା ମୁତାବିକ, ଆଠମଲିକ
Read More...

ଆସନ୍ତା ୧୨ରେ ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ହରଭଙ୍ଗା : ଆସନ୍ତା ୧୨ ତାରିଖ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ବୌଦ୍ଧ ଜିଲ୍ଲାପାଳ ଏବଂ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନ ଶୁଣାଣି କାର୍ଯ୍ୟକ୍ରମ ପାଇଁ ବ୍ଲକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବୌଦ୍ଧର ନୂତନ ଜିଲ୍ଲାପାଳ
Read More...

ସାପ କାମୁଡାରେ ମହିଳା ଗୁରୁତର

ହରଭଙ୍ଗା : ହରଭଙ୍ଗା ମେଡିକାଲ ସାହିରେ ଶୁକ୍ରବାର ରାତିରେ ଘରେ ଶୋଇଥିବା ସମୟରେ ସାପ କାମୁଡାରେ ମମତା ନାଏକ (୩୭) ନାମକ ଜନୈକ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ହରଭଙ୍ଗା ମେଡିକାଲ ସାହିର ରଞ୍ଜିତ ନାଏକଙ୍କ ପତ୍ନୀ ମମତା ନାଏକ ଘରେ ଶୋଇଥିବା ସମୟରେ
Read More...

ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନର କଳାବାଲି ପରିବହନକୁ ନେଇ ପୁଣି ବିବାଦ

• ଆନ୍ଦୋଳନକୁ ଓହ୍ଲାଇଲେ ଟ୍ରକ ମାଲିିକ ସଂଘ• ମିଳୁନି କାମ ଧନ୍ଦା : ଫାଇନାନ୍ସ ସୁଜିବେ କେମିତି ? ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠ ମାଟିଖାଲ ଠାରେ ଅବସ୍ଥାପିତ ଭାରତ ସରକାରଙ୍କ ପ୍ରତିଷ୍ଠାନ ଆଇଆରଇଏଲ କମ୍ପାନୀ ପରିସରରେ କଳାବାଲି ପରିବହନକୁ ନେଇ ପୁଣି ବିବାଦ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପିପିଲି : ପିପିଲି ପୌରାଞ୍ଚଳ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିସରରେ ବ୍ୟାଙ୍କର ଗ୍ରାହକଙ୍କ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍‍ପିଟାଲର ଭେଷଜ ବିଶେଷଜ୍ଞ ଡାକ୍ତର ମୋହିତ ଚୌହାନ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦୀପକ ରୋହେଲାଙ୍କ
Read More...

ପୁଅ ସାମ୍ନାରେ ଭାସିଗଲେ ବାପା

ତେଲକୋଇ : ନୟାକୋଟ ଥାନା କେନ୍ଦୁଗୋଟି ଗାଁ ନିକଟ ବୈତରଣୀ ନଦୀରେ ପୁଅ ସାମ୍ନାରେ ବାପା ଭାସି ଯାଇଥିବା ସୂଚନା ମିଳିଛି । ବାପା ଓ ପୁଅ ବାଇକରେ ଗଲା ବେଳେ ରାସ୍ତାରେ ଥିବା ପୋଲ ବୁଡ଼ିଥିଲା । ପୁଅ ବାଇକରେ ପୋଲ ପାରି ହୋଇଯିବା ପରେ ବାପା ଚାଲି ଚାଲି ଯାଉଥିଲେ । ହ୍ୟୁମ ପାଇପରେ ତିଆରି ପୋଲରେ
Read More...