Daily Archives

ବିପୁଳ ପରିମାଣର ଚନ୍ଦନ କାଠ ଜବତ : ୧୧ ଗିରଫ

ପାରଳାଖେମୁଣ୍ଡି : ବିପୁଳ ପରିମାଣର ଚନ୍ଦନ କାଠ ଜବତ ସହ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଆନ୍ଧ୍ର ପୁଲିସ୍ । ଏହି ୧୧ ଜଣଙ୍କ ମଧ୍ୟରେ ଗଜପତି ଜିଲ୍ଲା ଗଣ୍ଡାହାତୀ ଅଞ୍ଚଳର ୪ ଜଣ ରହିଥିବା ଜଣାପଡିଛି । ଏହି ଗ୍ୟାଙ୍ଗର ଅନ୍ୟ ୪ ଜଣ ଫେରାର୍ ଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ
Read More...

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ

କାମାକ୍ଷାନଗର : ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ୍‌ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି । ଏହି ମାଟିରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଗଢାଯିବ । ପୂଜକ ଗତିକୃଷ୍ଣ
Read More...

ଗୃପ୍ ଲୋନ୍ ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା : ଘର ଆଗରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ, (ମମତା ମହାକୁର) : ଗୃପ୍ ଲୋନ୍ ସୁଝି ନପାରି ଘର ଦୁଆରେ ଥିବା ପିଜୁଳି ଗଛରେ ଝୁଲି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ବୌଦ୍ଧ ସହରସ୍ଥିତ ନୂଆ ସାହିରେ ଏଭଳି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ନୂଆ ସାହିର ବେନ୍ଦିରୀ ବେହେରା । ସୂଚନା ଅନୁସାରେ ସେ ସୃପ୍ ଲୋନ୍ ସୁଝି ନପାରି
Read More...

ହାତୀ ଉପଦ୍ରବ : ଭାଙ୍ଗିଲା ଘର, ଫସଲ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଗନ୍ଧମାର୍ଦ୍ଦନ ପାହାଡ଼ ତଳି ବ୍ରାହ୍ମଣୀ ଗାଁରେ କିଛିଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳରୁ ହାତୀ ଆସି ଆତଙ୍କ କରୁଥିବା ଦେଖିବାକୁ ମିଳିଛି । ଯାହା
Read More...

ଗାଡି ସହ କାଠ ପଟା ଜବତ : ୬ ଗିରଫ

ମାଲକାନଗିରି : ମାଲକାନଗିରି ବନବିଭାଗ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ଏକ ଗାଡି ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ଜବତ କରିଛି । ଏଥିସହ ୬ ଜଣଙ୍କୁ ଗିରଫ କରିଛି । ମାଲକାନଗିରି ଥାନସ୍ଥ ଏମଭି୨୩ ଗ୍ରାମରେ ବେଆଇନ ଭାବେ କାଠ ନିର୍ମିତ ଆସବାପତ୍ର ନିର୍ମାଣ କରି ବିକ୍ରି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ରଗଡ଼ି : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀନଗର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ଟ୍ରଲରେ ଚାଳକକୁ ଗିରଫ କରିଛି । ସୂଚନାନୁଯାୟୀ,
Read More...

ଆସନ୍ତା ୨୦ ତାରିଖରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବଡ଼ମ୍ବା : ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବ୍ଲକ ସମ୍ମିଳନୀ କକ୍ଷରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ୩ୟ ପର୍ଯ୍ୟାୟ ବିଦ୍ୟାଳୟ ଉନ୍ନତିକରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ
Read More...

ଚଳିତ ସପ୍ତାହର ଶେଷ ସୁଦ୍ଧା ପ୍ରକାଶ ପାଇବ ଓସିଏସ୍‍ ପରୀକ୍ଷା ଫଳ

କଟକ : ଚଳିତ ସପ୍ତାହର ଶେଷ ସୁଦ୍ଧା ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ (ଓସିଏସ୍‍) ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ସମ୍ପର୍କରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ୍‍ ମହାନ୍ତି ଟ୍ୱିଟର୍‌ରେ ସୂଚନା ଦେଇଛନ୍ତି । ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ୨୦୨୦ ନିମନ୍ତେ ସାକ୍ଷାତକାର ପରୀକ୍ଷା
Read More...

ନବରଙ୍ଗପୁର ଜିଲ୍ଲାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନବରଙ୍ଗପୁର ଜିଲ୍ଲାରେ ଅହିଂସା ରଥକୁ ସ୍ୱାଗତ କରି ଭତ୍ରାସିଉନୀଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏଥିରେ ପ୍ରେରଣାପ୍ରଦ ଦେଶାତ୍ମବୋଧକ ନୃତ୍ୟ ଓ ନାଟକ ପରିବେଷଣ ହୋଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା
Read More...

ମିଶନ ଶକ୍ତି ମହିଳା ମାନଙ୍କ ସହ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମିଶନ ଶକ୍ତି ମହିଳା ମାନଙ୍କ ସହ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ । ସାକ୍ଷାତ ସମୟର ପ୍ରତିକ୍ରିୟା ରଖି ସେ କହିଚନ୍‌ତି ଯେ, ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ମା’ମାନଙ୍କୁ ଭେଟି ସୁବିଧା ଅସୁବିଧା ବିଷୟରେ
Read More...