Daily Archives

୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମହାପ୍ରଭୁଙ୍କ ବାମନ ଜନ୍ମୋତ୍ସବ ବୁଧବାର ଅନୁଷ୍ଠିତ ହେବ । ସକାଳ ଧୂପ ପରେ ମହାସ୍ନାନ ଓ ସର୍ବାଙ୍ଗ ନୀତି ବଢ଼ିବ । ଅଧିବାସ ହୋଇଥିବା ପବିତ୍ରା ଲାଗି କରାଯାଇ ଠାକୁରଙ୍କୁ ଛଅମୂର୍ତ୍ତି ତଢ଼ାଉ ଲାଗି କରାଯିବ । ମଧ୍ୟାହ୍ନ ଧୂପ ସରିଲେ ବାମନ ଜନ୍ମନୀତି
Read More...

ଜନଜୀବନ ସୁରକ୍ଷା ପାଇଁ ବିଦ୍ୟୁତ୍ ବିଭାଗର ମିଳିତ ବୈଠକ

ପାଟଣା : ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ଟାଟା ପାୱାର ତରଫରୁ ପାଟଣା ବ୍ଲକ ସଭାଗୃହ ପରିସରରେ ବନ ବିଭାଗର ଅଧିକାରୀ ଏବଂ ତୁରୁମୁଙ୍ଗା, ପାଟଣା, ସାହାରପଡାର ବିଦ୍ୟୁତ ଅଧିକାରୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣା ବନାଞ୍ଚଳ ଅଧିକାରୀ
Read More...

ଯଯାତୀ କେଶରୀ ନାଟ୍ୟ ସଂସଦର ୪୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୦ ନମ୍ବର ୱାର୍ଡ଼ ଅନ୍ତର୍ଗତ ଟେନାମେଣ୍ଟସ୍ଥିତ ଯଯାତୀ କେଶରୀ କ୍ଲବ୍‍ ନାଟ୍ୟ ସଂସଦର ୪୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍‍ ସଭାପତି ତଥା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପୌରାହିତ୍ୟରେ କ୍ଲବ୍‍ ପରିସରରେ ଆୟୋଜିତ ଦୁଇଦିନିଆ ସାଂସ୍କୃତିକ
Read More...

ବଡମ୍ବା ମହାନଦୀରୁ ଘଡିଆଳ କୁମ୍ଭୀର ଛୁଆ ଉଦ୍ଧାର

ବଡ଼ମ୍ବା : ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପୀନାଥପୁରରେ ମହାନଦୀରୁ ଏକ ଘଡ଼ିଆଳ କୁମ୍ଭୀର ଛୁଆ ଉଦ୍ଧାର କରାଯାଇଥିବା ଜଣାପଡିଛି । ଚଳିତ ବନ୍ୟା ପରେ ମହାନଦୀରେ ସାତକୋଶିଆ ଅଭୟାରଣ୍ୟରୁ ଅନେକ କୁମ୍ଭୀର ଭାସି ଆସିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହାକୁ ମିଶାଇ ବଡ଼ମ୍ବା ଅଞ୍ଚଳରୁ ଏହିଭଳି
Read More...