Daily Archives

କୋସଲ ମହାବନ୍ଦର ପ୍ରଭାବରେ ବନ୍ଦହେଲା କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । କୋସଲ୍‌ ରାଜ୍ୟ ସମର୍ଥକଙ୍କ ତାୱଡ଼୍‌ତୋଡ଼୍‌ ଆନ୍ଦୋଳନରେ ସାରା ପଶ୍ଚିମ ଓଡ଼ିଶା ଆଜି ଠପ୍‌ ହୋଇଯାଇଥିବା ବେଳେ ଲାଞ୍ଜିଗଡ଼ର ବେଦାନ୍ତରେ ମଧ୍ୟ ଏହି ବନ୍ଦର
Read More...

ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା ଘଟଣା : ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ଗ୍ରାମର ଯୁବକ ତୁଲାରାମ ତାଣ୍ଡି(ମଣ୍ଟୁ)ଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଘଟଣାର ନିରପେକ୍ଷ ତଦନ୍ତ ଓ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ଦଳିତ
Read More...

ଘରର କାନ୍ଥ ଭୁଶୁଡି ମହିଳା ଗୁରୁତର

ଦେବଗଡ଼ : ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଡପାଳ ଗ୍ରାମରେ ଗତକାଲି ରାତ୍ରିରେ ଘରର କାନ୍ଥ ଭୁଶୁଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗାଡପାଳ ଗ୍ରାମର ଏକାଦୁଶିଆ ଶବରଙ୍କ ସ୍ତ୍ରୀ ସୁଶୀଳା ଶବର(୩୦) ଅନ୍ୟଦିନ ମାନଙ୍କ ଭଳି
Read More...

ଖଟଖଟିଆ ସ୍କୁଲରେ ପୋଷାକ ବଣ୍ଟନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ପୋଷାକ ବଣ୍ଟନ ହୋଇଯାଇଛି ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷକ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼
Read More...

ହାତୀବନ୍ଧା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ସୋମବାର ଗୁରୁ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଅତିଥି ଭାବରେ ବରିଷ୍ଠ
Read More...

ଗଞ୍ଜାମ ଜିଲ୍ଲାର ରାଜରାସ୍ତା ଓ ସମସ୍ତ ରାସ୍ତାଗୁଡିକ ନିର୍ମାଣ ଓ ମରାମତି ସହ ପକ୍କା କରିବାକୁ ଜିଲ୍ଲାପାଳଙ୍କ…

ମଙ୍ଗଳବାର ଅନୁଷ୍ଠିତ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚାଇଛନ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତରାସ୍ତା ଗୁଡିକ ପକ୍କାକରାଯିବା ସହ ନିର୍ମାଣ ଓ ମରାମତି କରି ସମସ୍ତରାସ୍ତା ଗୁଡିକ ଓ ରାଜରାସ୍ତା ଗୁଡିକ
Read More...

ନୂତନ ବିଡିଓଙ୍କୁ ସିନାପାଲି ବିଜେଡି ପକ୍ଷରୁ ସମ୍ୱର୍ଦ୍ଧନା

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ବିଜେଡ଼ିର ପୂର୍ବତନ ସଭାପତି ତଥା ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଂଜନ ମେହେରଙ୍କ ନେତୃତ୍ୱରେ ବ୍ଲକ ବିଜେଡ଼ିର ଏକ ପ୍ରତିନିଧି ଦଳ ନୂତନ ଭାବରେ ଯୋଗଦାନ କରିଥିବା ସିନାପାଲି ବିଡ଼ିଓ ସର୍ବେଶ୍ୱର ଜାଲଙ୍କୁ ସୋମବାର ସାକ୍ଷାତ କରି ସ୍ୱାଗତ
Read More...

ବୌଦ୍ଧ ସହରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜିଲାପାଳଙ୍କ ସମୀକ୍ଷା

ବୌଦ୍ଧ : ବୌଦ୍ଧ ସହରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜିଲାପାଳ ସତ୍ୟ ରଞ୍ଜନ ସାହୁ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀସାହୁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ନିର୍ମାଣାଧିନ
Read More...

ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ଼ : ନୂଆଁଖାଇର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଦଶମୀ ତିଥିର ନୂଆଁଖାଇ ଅବସରରେ ଲାଞ୍ଜିଗଡ଼ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ଼ ପ୍ରଧାନୀପଡ଼ାର ଯୁବଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପାଟଣା : ଘଟଗାଁ ବ୍ଲକ ପିପିଳିଆ ସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପାସ କରିଥିବା କଳା, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସମସ୍ତ ପାସ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଅଧ୍ୟକ୍ଷ ନିରାକାର
Read More...