Monthly Archives

August 2022

କ୍ୟାବିନେଟ୍‌ ମଞ୍ଜୁରି : ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି…

• ଆତିଥ୍ୟ ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ• ଇସିଏଲଜିଏସ ଯୋଜନା ଅଧୀନରେ ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା
Read More...

ବିସ୍ମୟ ବାଳକ ଦକ୍ସିତ : ମାତ୍ର ୨ବର୍ଷ ୪ମାସ ବୟସରେ ସୃଷ୍ଟି କଲେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ

ବୌଦ୍ଧ, (ବଂଶୀଧର ମାଝୀ) : ବୟସ କିମ୍ୱା ସ୍ଥାନର ମାନେ ନଥାଏ । ଦକ୍ଷତା ଥିଲେ ସବୁକିଛି ସମ୍ଭବ ହୋଇଥାଏ । ଜଣେ କୁନି ଶିଶୁ ବିଚକ୍ଷଣ ସ୍ମରଣ ଶକ୍ତି ଯୋଗୁଁ ରଚିଛନ୍ତି ରେକର୍ଡ । ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ହାସଲ କରିପାରିଛନ୍ତି । ବୌଦ୍ଧ ଜିଲ୍ଲା
Read More...

କୁଡ଼ାସିଂହା ବୁଢ଼ାଡଙ୍ଗର କଲେଜରେ ଗଙ୍ଗାଧର ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ଅଧ୍ୟାପକ ବିଜୟ ମିଶ୍ରଙ୍କ ସ୍ୱାଗତ ଭାଷଣ ପରେ ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ
Read More...

ବିପୁଲିଙ୍ଗି ଗ୍ରାମରେ ଆଜାଦୀ କା ଅମୃତ ମହୋତ୍ସବର ଜାଗୃତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ପଞ୍ଚାୟତର ବିପୁଲିଙ୍ଗି ଗ୍ରାମରେ ସ୍ୱାଧୀନତାର ୭୫ବର୍ଷର ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଜନସଚେତନତା କରାଯାଇ ବ୍ରହ୍ମକୁମାରୀ ଈଶ୍ୱରୀୟ ସଂସ୍ଥାନ ଛତ୍ରପୁର ଶାଖା ତରଫରୁ ତ୍ରିରଙ୍ଗା
Read More...

ବଲାଙ୍ଗିର ଦିନକୁ ସରକାରୀ ମାନ୍ୟତା ପାଇଁ କଣ୍ଟାବାଞ୍ଜି ବିଧାୟକଙ୍କୁ ଅନୁରୋଧ

ଆଗାମୀ ୨୦ରେ ସୋଭିନିୟର କମିଟି ପ୍ରସ୍ତୁତି ବୈଠକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ ସରକାରୀ ମାନ୍ୟତା ପ୍ରଦାନ କରିବା ନିମନ୍ତେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ସୁପାରିଶ କରିବା ପାଇଁ ବଲାଙ୍ଗିର ଦିନ୍‌ ପାଳନ କମିଟି ପକ୍ଷରୁ ଯାଦବ ଭବନ
Read More...

ସରୋଜିନୀ ପଟ୍ଟନାୟକ ସ୍ମାରକୀ ଶିଶୁ ପୁରସ୍କାର ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପବିତ୍ର ସ୍ୱାଧୀନତା ଦିବସ ତଥା ସ୍ୱାଧୀନ ଭାରତର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ହୋଇଯାଇଛି । ଛତ୍ରପୁର
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସ୍ଥାପନା ଦିବସ ଅଗଷ୍ଟ ୧୯ ତାରିଖରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସ୍ଥାପନା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ପାଳନ କରିବା ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୮ତମ
Read More...

ରବୀନ୍ଦ୍ର ମଣ୍ଡପରେ ନାଟକ ‘ଗୁଟେ ଚିଠିର କଥା’

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଗତ ୧୪ ତାରିଖ ସନ୍ଧ୍ୟାରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ "ନାଟ୍ୟ ଧାରା" କାର୍ଯ୍ୟକ୍ରମରେ ପଦ୍ମପୁର ଅଗ୍ରଣୀ
Read More...

ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର : ୮୦ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ୭୬ତମ ସ୍ୱାଧୀନତା ଦିବସ ଅବସରରେ "ସଂକଳ୍ପ ପରିବାର" ଓ ୧୧ ଷ୍ଟାର କ୍ଲବ, ବରଗଡ଼ର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସେନା କର୍ମଚାରୀ ଅରୁଣ ରଥ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ
Read More...

ଇସ୍‌କନ୍‌ ପକ୍ଷରୁ ତିନିଦିନିଆ ଜନ୍ମାଷ୍ଟମୀ ମହୋତ୍ସବ ୧୮ରୁ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ କୃଷ୍ଣ ସଚେତନତା ସଙ୍ଗଠନ-ଇସ୍‌କନ୍‌ ପକ୍ଷରୁ ରାଉରକେଲାର ଭଞ୍ଜଭବନ ପରିସରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହେବ । ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି । ୧୮
Read More...