କବିତା : ତିନି ପାଦରେ ସକାଳ
				
ରାଜୀବ କୁମାର ଷଡଙ୍ଗୀ
ଦର ଆଉଜା ଆଖିପତା ତଳେଭିଜା ଭିଜା ଯେତେ ସବୁ ସ୍ୱପ୍ନକହୁ କହୁ କହିଦେଲେ,ଦେଖ୍ ଥରେ!
ନିରୀହ ଠେକୁଆ ପରିକୁଦାମରା ସକାଳତତଲା ଭାତହାଣ୍ଡି ପରିଫୁଟୁଥିବା ଖରାବେଳଗୋରୁପଲଙ୍କ ଖୁରାରେଓହ୍ଲେଇ ଆସୁଥିବା ସଞ୍ଜବେଳକୁ ।
ହଁ,ଦୁଇ ଆଖି ମେଲିଲା ବେଳକୁଫେରାର!-->!-->!-->!-->!-->!-->!-->…					
Read More...
				Read More...
