Monthly Archives

August 2022

ଅମୃତ କଳସ ସୁନା ଗହଣା ଦୋକାନରୁ ଡକାୟତ ଅଭିଯୁକ୍ତଙ୍କୁ ଧରିବା ପାଇଁ ମାରୱାଡି ସମ୍ମେଳନ ପକ୍ଷରୁ ଏସଡିପିଓଙ୍କୁ ଦାବୀପତ୍ର…

ଆଗାମୀ ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ନ ଧରିଲେ ଆନ୍ଦୋଳନ କରିବାକୁ ଚେତାବନୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଅମୃତ କଳସ ସୁନା ଗହଣା ଦୋକାନରେ ଗତ ୦୫/୦୮/୨୦୨୨ ଦିନ ଘଟିଥିବା ଡକାୟତି ମାମଲାରେ ସଂପୃକ୍ତ ଡକାୟତ ଦଳଙ୍କୁ ଧରିବା ଲାଗି ଦୃଢ ଦାବୀ ଜଣାଇଛି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୯୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୧ ଜଣ
Read More...

ଆଜିଠୁ ଚାଲିବ ଟିଟିଲାଗଡ-ରାୟପୁର ପାସେଞ୍ଜର

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ବନ୍ଦ ଥିବା ୨ ଯୋଡା ପାସେଞ୍ଜର ଟ୍ରେନ୍‌ ସେବା ଚଳିତ ମାସରୁ ପୁଣି ଆରମ୍ଭ ହେବ । ଟ୍ରେନ୍‌ ନମ୍ବର ୦୮୨୭୭ ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ୱତନ୍ତ୍ର ୮ତାରିଖରୁ ଓ ୦୮୨୭୮ ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍‌ ୯ତାରିଖରୁ
Read More...

ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ସମାପନ

• ମିଳିତ ପ୍ରୟାସ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥା ଭାରତକୁ କୋଭିଡ ମହାମାରୀରୁ ମୁକୁଳିବାରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ• ଜି-୨୦ ଭାରତକୁ ଏହାର ରାଜ୍ୟମାନଙ୍କ ସାମର୍ଥ୍ୟ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଓଡ଼ିଶା ମୋ ପରିବାର, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବରଗଡ଼ ବ୍ଲକ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ଼ ବିଧାୟକ ଦେବେଶ
Read More...

ରେଳଧାରଣାରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସ ରୋଡ ଷ୍ଟେସନ ସନ୍ନିକଟ ରେଳଧାରଣାରୁ ଜଣେ ଅଚିହ୍ନା ମହିଳାଙ୍କ କ୍ଷତବିକ୍ଷତ ଶବକୁ ସାକ୍ଷୀଗୋପାଳ ରେଳବାଇ ପୋଲିସ ଉଦ୍ଧାର କରିଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିନାଁହି ।
Read More...

ବିବାହ ପରେ ମଧ୍ୟ ପ୍ରେମିକ ନିର୍ଯାତନା ଦେଉଥିଲା, କ୍ରୋଧିତ ପ୍ରେମିକା ସ୍ୱାମୀଙ୍କ ସହ ମିଶି ପ୍ରେମିକକୁ କଲେ ହତ୍ୟା

ଧୌଲପୁର : ରାଜସ୍ଥାନର ଧୌଲପୁର ଜିଲ୍ଲାରେ ଜଣେ ମହିଳା ତାଙ୍କ ପ୍ରେମିକକୁ ଅତି ନିର୍ମମ ଭାବରେ ହତ୍ୟା କରିବା ପାଇଁ ସ୍ୱାମୀଙ୍କ ସହ ଷଡଯନ୍ତ୍ର କରିଥିଲେ । କୁହାଯାଉଛି ଯେ, ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ପ୍ରେମିକା ବିବାହ କରି ସାରିବା ପରେ ମଧ୍ୟ ଛାଡି ନଥିଲେ, ଯଦିବି ପ୍ରେମିକା
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡଃ ବାଞ୍ଛାନିଧି ପଣ୍ଡା (କ୍ଷେତ୍ରିୟ ବିଦ୍ୱତ ପରିଷଦ ସଭାପତି) ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ
Read More...

ଲଘୁଚାପ ଜନିତ ବର୍ଷା : ଭାସିଗଲା କାଲିପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ : ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଲଘୁଚାପ ରୂପ ନେବା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶନିବାରଠାରୁ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ କନ୍ଧମାଳ
Read More...

ଅର୍ପିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ଅନୁଷ୍ଠାନ ନଟରାଜ ନୃତ୍ୟ ପରିଷଦ ଓ ବରସୁଆଁର ସାଂସ୍କୃତିକ ଅନୁଷ୍ଠାନ ପ୍ରଗତିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅର୍ପିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଟରାଜ ନୃତ୍ୟ ପରିଷଦର ମୁଖ୍ୟ ପ୍ରବୀର ଜେନାଙ୍କ
Read More...