Monthly Archives

August 2022

ଭାଗୀରଥି ନେପାକ ସାହିତ୍ୟ ପରିକ୍ରମା-୨୦୨୨ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିନନ୍ଦନ ସାହିତ୍ୟ ପରିଷଦ ପକ୍ଷରୁ ଡ. ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଭାଗୀରଥି ନେପାକ ସାହିତ୍ୟ ପରିକ୍ରମା- ୨୦୨୨ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ
Read More...

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭିନ୍ନକ୍ଷମ ଛାତ୍ରୀ ନିବାସ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ନିର୍ମାଣାଧିନ ଏକ ଛାତ୍ରୀ ନିବାସର ନିର୍ମାଣ ସ୍ଥଳ ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ଦେଢ କୋଟିରୁ ଅଧିକ ବ୍ୟୟ
Read More...

ପରିଶ୍ରମ ହିଁ ସଫଳତାର ପ୍ରଥମ ସୋପାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ ଉପଲକ୍ଷେ ମାଲପଡା ବ୍ରାହ୍ମଣ ସମାଜ ତରଫରୁ ଏକ କାର୍ଯ୍ୟକ୍ରମ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଆରମ୍ଭରୁ ସରସ୍ୱତୀ ବନ୍ଦନା ଓ ଗାୟତ୍ରୀ ମନ୍ତ୍ର ପାଠ
Read More...

ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଲ ସମାଜର ସଂଗଠନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷାଠିଏ ଘର ଡୁମାଲ ସମାଜର ସାଂଗଠାନିକ ବୈଠକ ବ୍ରାହ୍ମଣୀଡୁଙ୍ଗୁରୀ ଗ୍ରାମ୍ୟ ମଣ୍ଡପଠାରେ ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ବ୍ରାହ୍ମଣୀଡୁଙ୍ଗୁରୀର ସଭାପତି ବୃଷଭ ଦନ୍ତା ଏବଂ ସଂପାଦକ ବାହାଦୁର ଖମାରୀ
Read More...

ଆଜି ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷା ଫଳାଫଳ

କଟକ : ଆଜି ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷାର ଫଳାଫଳ । ଗତ ଜୁଲାଇ ୨୭ ତାରିଖରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ କ୍ଷେତ୍ରର ଫଳାଫଳ ପ୍ରକାଶିତ ହୋଇଥିବା ବେଳେ ଆଜି ଅର୍ଥାତ ଅଗଷ୍ଟ ୮ ତାରିଖ ଅପରାହ୍ନ ୪ଟା ସମୟରେ କଳା ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ଯୁକ୍ତଦୁଇ କଳା କ୍ଷେତ୍ରରେ
Read More...

ଜେଇଇ ମେନ୍‌ ଫଳାଫଳ ପ୍ରକାଶିତ

ନୂଆଦିଲ୍ଲୀ : ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ jeemain.nta.nic.inରେ ଫଳାଫଳ ଯାଞ୍ଚ କରିପାରିବେ । ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା ଜୁଲାଇ ୨୫ରୁ ଜୁଲାଇ ୩୦
Read More...

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଗତକାଲି ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିବା ପରେ ଆଜି ଶ୍ରୀ ଶାହା ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ପରେ କଟକ ଗସ୍ତରେ ଯାଇ ଓଡିଆ ବଜାରସ୍ଥିତ ନେତାଜୀ ସୁଭାସ ଚନ୍ଦ୍ର
Read More...

ପିପିଲିପାଲି ଛକ ନିକଟରେ ଦୁର୍ଘଟଣା

ଲୋଇସିଂହା, (କେପିଏନ୍‌ଏସ୍‌) : ପିପିଲିପାଲି ଛକ ନିକଟରେ ସଡକ ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଭରସୁଜା ଗ୍ରାମର ରାନୀ ବରିହା ଓ ଶଶୀ ଜୁଏଡ ୨ ଜଣ ବାଇକ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପିପିଲିପାଲି ଛକରେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ
Read More...

ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଣିଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଜଣେ ଯୁବକଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପାଣିଗୁଡା ଗ୍ରାମର ଖଗେଶ୍ୱର ସୁନା ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି
Read More...

ବଜ୍ରାଘାତ ଯୋଗୁଁ ଜଲିଗଲା ଇଲେକ୍ଟ୍ରି ବୋର୍ଡ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଭାଲୁଖାଇ ଗ୍ରାମରେ ଗତକାଲି ଦିନ ୨ଟା ସମୟରେ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା । ଫଳରେ ଚୈତନ ଖର୍ସେଲଙ୍କ ଘରେ ଲାଗିଥିବା ବିଦ୍ୟୁତ ବୋର୍ଡରେ ସର୍ଟ ସାର୍କିଟ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏହା ଦେଖି ଭୟରେ ଚୈତନଙ୍କ ପରିବାର
Read More...