Monthly Archives

August 2022

ଚାରିଦିନିଆ ଇଣ୍ଡୋନେସିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଜି -୨୦ ଶିକ୍ଷାମନ୍ତ୍ରୀ ମାନଙ୍କ ବୈଠକରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ଯାଏଁ ବାଲିଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ୟୁଏଇ, ସାଉଦିଆରବ, ବ୍ରାଜିଲ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ
Read More...

ରକ୍ତଦାନ କଲେ ଯୁବ କୁଲ୍‌ତା ସମାଜର ଦୁଇ ସଦସ୍ୟ

ସଇଁତଲା, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସିଆଲଯୋର ଗ୍ରାମର ପଦ୍ମାଳୟା ସାନ୍ତା ଓ ରେଙ୍ଗାଲି ଗ୍ରାମର ଧରିତ୍ରୀ ପଧାନ ଉଭୟେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କୁ ଏ ପଜିଟିଭ୍‌ ଏବଂ ଏବି ପଜିଟିଭ ରକ୍ତ
Read More...

ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ଦେଶବ୍ୟାପୀ ସୁଗମ କରିବାକୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ, (ପିଆଇବି) : ସମଗ୍ର ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୨୬ତାରିଖ (୨୦୨୨ ଅଗଷ୍ଟ ୨୬)ରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ।ଭାରତ ଆନ୍ତର୍ଜାତିକ ସଡକ
Read More...

ଏନ୍‌ଏମ୍ ଫିଟନେସ୍‌ ବଲାଙ୍ଗିରଠାରେ ସ୍କ୍ୱାଟ ଚାମ୍ପିଅନସିପ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶାନ୍ତିପଡା ସ୍ଥିତ ଏନ୍‌ଏମ୍ ଫିଟନେସ୍‌ର ତୃତୀୟ ବର୍ଷ ପୂରଣ ଉପଲକ୍ଷେ ଏକ ସ୍କ୍ୱାଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୬ଟାରୁ ରାତ୍ର ଘ.୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାର ପ୍ରତ୍ୟେକ ଓଜନ ବର୍ଗରେ ପ୍ରତିଯୋଗୀମାନେ ନିଜର
Read More...

ବିଜୁ ଜନତା ଦଳ ପକ୍ଷରୁ ବିଦ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଆଶାବାଡ଼ି ବଣ୍ଟନ

ବାଙ୍କୀ : ବାଙ୍କୀ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ତତ୍ୱାବଧାନରେ ଶିମିଳିପୁର, ହରିରାଜପୁର, କୁଶପଙ୍ଗି, ଡମପଡ଼ା, ଗୋବିନ୍ଦପୁର ଓ ବାଙ୍କୀ ଏନ୍‌ଏସିର ୧୨ଜଣ ବିଦ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ୨୪ ଜଣଙ୍କୁ ଆଶାବାଡି ବଣ୍ଟନ କରାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ
Read More...

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସାଇକ୍ଲୋଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରମେଲି ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ମିଶ୍ରଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ବାଗୁଆରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ବାଙ୍କୀ : ଡମପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗୁଆ ଗ୍ରାମରେ ସୋମବାର ଅପରାହ୍ନରେ ବନ୍ୟା ବିପନ୍ନ ପରିବାରଙ୍କୁ ସ୍ୱତନ୍ତ୍ର ରିଲିଫ ପ୍ୟାକେଟ ବଣ୍ଟନ କରାଯାଇଛି । ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ସହଯୋଗ ଏବଂ ଡମପଡ଼ା ପଞ୍ଚାୟତ ପରିଚାଳନାରେ ବାଗୁଆର ୧୭୦ ପରିବାରଙ୍କୁ
Read More...

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ଅନୀଲ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଓ ମଦନ ମୋହନ ରଥ
Read More...

ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୯ ବର୍ଷ ପରେ କାଲିଭନା ଦୁଷ୍କର୍ମ ଘଟଣାରେ ଦୋଷୀଙ୍କୁ ମାନ୍ୟବର ନ୍ୟାୟାଳୟ ୧୫ ବର୍ଷ ସଶ୍ରମ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୩ ମସିହା ଜୁନ ୧୩ ସନ୍ଧ୍ୟା ସମୟରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କାଲିଭନା ଗ୍ରାମର ଜଣେ ୧୬ ବର୍ଷର ନାବାଳିକା ସନ୍ଧ୍ୟା
Read More...

ଅହିଂସା ରଥକୁ ସ୍ୱାଗତ ଜଣାଇଲେ ନରସିଂହ

ଅହିଂସାକୁ ବୟାନରେ ସୀମିତ ନ ରଖି ଏହାର କାର୍ଯ୍ୟକାରିତା ଉପରେ ଧ୍ୟାନ ଦେଉ ସରକାର- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତିର ଜନକ ମହାତ୍ମା ଗାନ୍ଧୀ ଅହିଂସାକୁ ଅସ୍ତ୍ର କରି ଦେଶ ପାଇଁ ସ୍ୱାଧିନତା ଆଣିଥିଲେ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ
Read More...