Monthly Archives

August 2022

ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କ୍‌ରେ କାର୍ଯ୍ୟରତ କୃଷି ଅଧିକାରୀ ଦିବ୍ୟ ରଂଜନ ମିଶ୍ର ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ବରପାଲିରେ ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କର ଏଗ୍ରିକଲ୍‌ଚର ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଖୋଜ ଦିବ୍ୟ ରଂଜନଙ୍କ ଘର ବଲାଙ୍ଗିର ସହରର ଶାନ୍ତିପଡାର ବୋଲି ଜଣାପଡିଛି । ତେବେ ବଲାଙ୍ଗିର ବରଗଡ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୧ ଜଣ
Read More...

ରକ୍ତଦାନ ମହତ ଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ପାଳିତ ହେଉଛି 'ଆଜାଦୀ କା ଅମୃତ ମହୋତ୍ସବ' । ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ସ୍ୱ।ଧୀନତା ସଂଗ୍ରାମୀମାନଙ୍କୁ ମନେ ପକେଇବା ଏହି ମହୋତ୍ସବର ଉଦ୍ଦେଶ୍ୟ । ଏହି କ୍ରମରେ ଏନ୍‌ଆଇଏଫ୍‌ଏଏ ତରଫରୁ ସାରା
Read More...

ଯକ୍ଷ୍ମାରୋଗର ଆରୋଗ୍ୟ ଓ ନିୟନ୍ତ୍ରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପକ୍ଷରୁ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯକ୍ଷ୍ମାରୋଗର ନିରାକରଣ ଓ ଆଶୁଆରୋଗ୍ୟ ଉପରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଅଘଟଣର ତିନିଦିନ ବିତିଗଲାଣି : ଋଷିକୂଲ୍ୟା ଜଳଗଣ୍ଡରେ ନିଖୋଜ ଯୁବକର ପତ୍ତା ମିଳିଲା ନାହିଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଜଳଗଣ୍ଡରେ ବୁଡ଼ିଯାଇଥିବା ଜଣେ ଶିକ୍ଷିତ ଯୁବକ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ଫାୟାର ବ୍ରିଗେଡ଼ିଅର ଏବଂ ଓଡ୍ରାଫଟିମ୍‌ ତନାଘନା କରି ଜଳଗଣ୍ଡରେ ଖୋଜା ଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକର ପତ୍ତା ମିଳିଲା ନାହିଁ । ଏ ଖବର ଛତ୍ରପୁର
Read More...

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ‌ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ହେଉଛି ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରତ୍ୟେକ ଭଉଣୀ
Read More...

ମଲକାସଡ଼ାରେ ରୋଜଗାର ଦିବସ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ମଲକାସଡ଼ା ଗାଁର ଖେଳ ପଡିଆଠାରେ ରୋଜଗାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର, ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୮ତାରିଖ ଦିନ ଲଗାଣ ବର୍ଷ ଫଳରେ ଦେଓଗାଁ ବ୍ଲକ ଜରାସିଂହା ମାଲିପଡ଼ାର ବୁଦ୍ଧଦେବ ସିଂ ଚିନ୍ଦାଙ୍କ ଝାଟିମାଟି ଘର ବର୍ଷାରେ ଭାଙ୍ଗି ନଷ୍ଟ ହୋଇଯାଇଛି । କ୍ଷତିଗ୍ରସ୍ତ ଶ୍ରୀ ସିଂ ଚିନ୍ଦାଙ୍କ ଘର ଭାଙ୍ଗିଯିବା ବିଷୟରେ ପ୍ରଥମରେ ଜରାସିଂହା ପଞ୍ଚଚାୟତ ସମିତି
Read More...

ପାଟଣାକୁ ୩୩ କେଭି ବିଦ୍ୟୁତ ସଂଯୋଗ ଅନୁଧ୍ୟାନ କଲେ ଜିଲ୍ଲାପାଳ

ପାଟଣା : କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ପାଟଣା ବ୍ଲକ ଅଞ୍ଚଳ ଗସ୍ତରେ ଆସି ନୂତନ ଭାବେ ଟିକିରା ଗ୍ରୀଡ଼ରୁ ପାଟଣା ବ୍ଲକ ମୁଖ୍ୟାଳୟକୁ ଆସିଥିବା ୩୩ କେଭି ବିଦ୍ୟୁତ ସଂଯୋଗ ସ୍ଥଳ ମୁଷାଖୋରୀ ପିଏସଏସକୁ ଡିଆନାଳୀ ଠାରେ ବୁଲି ଦେଖିଛନ୍ତି । ପାଟଣାକୁ ୩୩ କେଭି ସଂଯୋଗ ପରେ ବିଦ୍ୟୁତ ସେବା
Read More...

ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ୨ଗିରଫ

ଭୁବନେଶ୍ୱର : ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଦ୍ୱୟ ହେଲେ, ଧଉଳି କଲ୍ୟାଣପୁରର ପ୍ରଶାନ୍ତ କୁମାର ଭୋଇ ଓ ଜାଗମରା ଭୋଇସାହିର ରାମଚନ୍ଦ୍ର ଭୋଇ । ସୂଚନା ଅନୁସାରେ ଭରତପୁର ଥାନାର ପିସିଆର-୩୫ ତପୋବନ
Read More...