Daily Archives

ସେପ୍ଟେମ୍ବର ୭ସୁଦ୍ଧା ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନଟିଏ) ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍‌) ସ୍ନାତକ (ୟୁଜି)-୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି । ଏ ସଂକ୍ରାନ୍ତରେ ଏନଟିଏ ପକ୍ଷରୁ ଜଣାପଡ଼ିଛି ।ଜୁଲାଇ ୧୭ରେ ୩୫୭୦
Read More...

ଘରେ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ୪ ଯୁବକ ଗିରଫ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଭାଟିପଖନା ଗ୍ରାମରେ ଘରେ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ରତିରାମ ଗଣ୍ଡ (୨୫), ରଘୁ ଗଣ୍ଡ (୩୦), ରାମ ଗଣ୍ଡ (୩୫) ଓ ବାସୁଦେବ ଗଣ୍ଡ(୨୨) । ନବରଙ୍ଗପୁର ଜିଲ୍ଲା
Read More...

କବାଡିଆ ଗୋଦାମ ଶ୍ରମିକ ମୃତ୍ୟୁ ଘଟଣା : ମାଲିକ ସମେତ ୩ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ପୁବୁସାହିର ଏକ କବାଡିଆ ଗୋଦାମରେ କାମ କରୁଥିବା ଶ୍ରମିକ ବାସୁଦେବ ପ୍ରଧାନ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ କବାଡିଆ ଗୋଦାମ ମାଲିକ ରବୀନ୍ଦ୍ର ମୁଦୁଲି ଏବଂ ତାର ଦୁଇ ସହଯୋଗୀ ବେଗୁନିଆ ଥାନା କୋଦବେରଣୀ ଗ୍ରାମର
Read More...

ଅଟୋକୁ ଧକ୍କା ଦେଲା ଟ୍ରକ୍ : ଡ୍ରାଇଭର୍ ସମେତ ୫ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକ ନିକଟରେ ଆଜି ଭୋର୍ ସମୟରେ ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ଅବକାରୀ ବିଭାଗର ଚଢାଉ : ଚୋରା ମଦ ସହ ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ପୂର୍ବାହ୍ନରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ମାଧପୁର ଓ ବାଲିବନ୍ଧ ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୧୮ ଲିଟର ଚୋରା ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ
Read More...

ବିଦ୍ୟୁତ୍ ଆଘାତ ଲାଗି ହାତୀ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ଼ ରେଞ୍ଜ ଖଇରମୁଣ୍ଡା ଜଙ୍ଗଲ ନିକଟରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଖବର ମିଳିଛି । ମାଈ ହାତୀଟିର ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ଖଇରମୁଣ୍ଡା ଜଙ୍ଗଲରେ ଏକ ମାଈ ହାତୀ ମରି ପଡ଼ିଥିବାର ସ୍ଥାନୀୟ ଲୋକେ
Read More...

ସ୍ୱାଧୀନପଡା ଦୂର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ

ଟିଟିଲାଗଡ, (କେପିନ୍‌ଏସ୍‌) : ଟିଟିଲାଗଡ ସହରର ସ୍ୱାଧୀନପଡା ସାର୍ବଜନୀନ ଦୂର୍ଗାପୂଜା କମିଟିର ଚଳିତ ବର୍ଷ ଦୂର୍ଗାପୂଜା ପାଇଁ କର୍ମକର୍ତ୍ତା ନିର୍ବାଚନ ସହିତ ପ୍ରସ୍ତୁତି ବୈଠକ ଅଶୋକ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୂର୍ଗାପୂଜା ପାଇଁ ଗୋପାଲୁ ବେହେରା
Read More...

ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଫାଣ୍ଡିକୁ ଥାନା ଭାବେ ଘୋଷିତ

• ଏନେଇ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିମଖଣ୍ଡି ଫାଣ୍ଡିକୁ ଉନ୍ନତିକରଣ କରି ବିଧିବଦ୍ଧ ଭାବରେ ଥାନାରେ ପରିଣତ କରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ବହୁଦିନର ଦାବୀ କରି
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ଅହିଂସା ରଥକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଏସ୍‌ପି, ସୋନପୁର ପୌରାଧ୍ୟକ୍ଷା ଓ ଏଡିଏମ୍‌ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଜନ ପ୍ରତିନିଧିମାନେ ସ୍ୱାଗତ କରିଛନ୍ତି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ଏବଂ ସୋନପୁର ଟାଉନହଲରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ
Read More...