Daily Archives

ନୂଆଁଖାଇ ନିମନ୍ତେ ରାଜ୍ୟସ୍ତରୀୟ ଦୁଇଦିନିଆ ଛୁଟି ଘୋଷଣା ପାଇଁ ଦାବୀପତ୍ର

ଗାଇସିଲେଟ, (ଦିଲ୍ଲିପ ସରାପ) : କୋଶଲ ଯୁବଶକ୍ତି ଗାଇସିଲାଟ ତରଫରୁ ପଶ୍ଚିମ ଓଡିଶାର ପ୍ରଖ୍ୟାତ ଗଣପର୍ବ ନୂଆଁଖାଇ ନିମନ୍ତେ ରାଜ୍ୟସ୍ତରୀୟ ଦୁଇଦିନିଆ ଛୁଟି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଇସିଲାଟ ବ୍ଲକ ଅଫିସରେ ହେଉଥିବା
Read More...

ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି । ସକାଳୁ ସକାଳୁ ବାପା ବାଞ୍ଛା ମଲିକ, ସ୍ତ୍ରୀ ବୁଡାଳି ମଲିକ ଓ ଝିଅ
Read More...

ନିଃଶୁକ୍ଳ କୋଭିଡ ବୁଷ୍ଟର ଡୋଜ ପ୍ରଦାନ

ସମ୍ବଲପୁର : ସମ୍ବଲପୁରର ଜିଲ୍ଲା ସ୍କୁଲ ଛକ ସ୍ଥିତ ସାର୍ବଜନୀନ ପାଠାଗାରଠାରେ ରବିବାର କୋଭିଡ ବୁଷ୍ଟର ଡୋଜ ନିଃଶୁକ୍ଳ ଭାବରେ ଦିଆଯାଇଛି । ରୋଟାରୀ କ୍ଲବ ଅଫ୍‌ ସମ୍ବଲପୁର ଗ୍ରେଟର ତରଫରୁ ଆୟୋଜିତ ଏହି ମାଗଣା ଟୀକାକରଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହାୟତାରେ ଆୟୋଜିତ ହୋଇଥିଲା ।
Read More...

ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଭୁବନେଶ୍ୱର ତରଫରୁ ପାଣି ଘେରରେ ଥିବା ପିପିଲି ବ୍ଲକର ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀମାନଙ୍କରେ ସଂପ୍ରତି ଭୀଷଣ ବନ୍ୟା ହେବାପରେ ଜଳବନ୍ଦୀରେ ଥିବା ହଜାର ହଜାର ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର, ଭୁବନେଶ୍ୱର, ଏକ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ
Read More...

ସାମ୍ବାଦିକ ସତ୍ୟ ବେହେରାଙ୍କ ଜନ୍ମ ବାର୍ଷିକୀ ସମାରୋହ

ସମାଜକୁ ଆହୁରି ଦାୟିତ୍ୱବାନ ଓ ପ୍ରତିକ୍ରିୟାଶୀଳ ହେବାକୁ ହେବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନସେବା ଉଦ୍ଦେଶ୍ୟରେ ଜନ୍ମିତ ସାମ୍ବାଦିକତା ବିଭିନ୍ନ କାରଣ ବସତଃ କାଳକ୍ରମେ ବ୍ୟବସାୟୀକ ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ସାମ୍ବାଦିକ ଅନେକ ଘାତ ପ୍ରତିଘାତ ସହି ସତ୍ୟ ପରିବେଷଣ
Read More...

ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ହଡପ ଘଟଣାରେ ୪ ବଙ୍ଗୀୟ ଗିରଫ : ୨ ଫେରାର୍‌

ସୋନପୁର, (କେପିଏନ୍‌ଏସ୍‌) : ଗତ ଜୁନ ୭ ତାରିଖରେ ସୋନପୁରସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ସୋନପୁର କଲେଜର ଆନୁଷ୍ଠାନିକ ଉନ୍ନୟନ ଯୋଜନା (ଆଇଡିପି) ବ୍ୟାଙ୍କ ଆକାଉଣ୍ଟରୁ ଜାଲଚେକ୍‌ ବ୍ୟବହାର କରି ତଥା କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲିଆତି କରି ୭୦ ଲକ୍ଷ ୪୨ ହଜାର ୯ଶହ ଟଙ୍କା ହଡପ
Read More...

ବନ୍ୟା ସ୍ଥିତିର ସମୀକ୍ଷା ବୈଠକ : ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ ଜଳସଂପଦ ମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିବେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ । ସୋମବାର ଦିନ ୧୧ଟାରେ ଏହି ସମୀକ୍ଷା ବୈଠକ ବସିବ । ଖବର ଅନୁଯାୟୀ, ରାଜ୍ୟରେ ଦେଖା ଦେଇଥିବା ବନ୍ୟା ସ୍ଥିତିକୁ ନେଇ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରବିବାର ଏନେଇ ସମୀକ୍ଷା ବୈଠକ
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ବୃଦ୍ଧାଙ୍କ ଘର

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତ ପତିସାହିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ପତିସାହିରେ ବୃଦ୍ଧା ଶୈଳବାଳା ପତିଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଛି । ରୋଷେଇ ଘରୁ ନିଆଁ ଲାଗିଯିବା ପରେ ଘରଟି ହୁ ହୁ ହୋଇ ଜାଳିବାରୁ ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।
Read More...

ବାଲେଶ୍ୱରର ୪ଟି ବ୍ଲକରେ ବନ୍ୟା ଲାଗି ସ୍କୁଲ ଛୁଟି ଘୋଷଣା : ଆସିବେ ଶିକ୍ଷକ ଓ କର୍ମଚାରୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି । ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ରହିଛି । ବସ୍ତା, ବାଲିଆପାଳ, ଜଳେଶ୍ୱର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ
Read More...

ଡେଲାଙ୍ଗର ବନ୍ୟା ପ୍ଲାବିତ ଅଂଚଳରେ ସାହାଯ୍ୟର ହାତ ବଢାଇଲା ‘ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବନ୍ୟାରେ ଡେଲାଙ୍ଗ ଅଂଚଳର ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଏବେ ବି ହଜାର ହାଜର ଲୋକ ପାଣି ଘେରରେ ଜୀବନ କଟାଉଛନ୍ତି । ସରକାରୀ ସୁବିଧା ଏପର୍ଯ୍ୟନ୍ତ ପହଂଚି ପାରି ନଥିବା ବେଳେ ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚୠ ଆବାହକ
Read More...