Daily Archives

ବଲାଙ୍ଗିର ଦିନ୍‌ ପାଇଁ ପ୍ରସ୍ତୁତି ବୈଠକ

ମା', ମାଟି ଓ ମହକକୁ ନେଇ ପ୍ରକାଶ ପାଇବ ସ୍ୱତନ୍ତ୍ର ସ୍ମରଣିକା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତବର୍ଷ ପରି ଏ ବର୍ଷ ମଧ୍ୟ ନଭେମ୍ବର ୧ରେ ବଲାଙ୍ଗିର ଦିନ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ । ମା' ମାଟିର ଏହି ଉତ୍ସବକୁ ନେଇ ଗତ ବର୍ଷ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
Read More...

ହୋଟେଲ ବ୍ୟବସାୟୀ ଇଶ୍ୱର ଚନ୍ଦ୍ର ଶର୍ମାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିବାର ରାତିରେ ହୋଟେଲ ବ୍ୟବସାୟୀ ଇଶ୍ୱର ଚନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଶର୍ମା ସହରର ଏଡିବି ବ୍ୟାଙ୍କ ନିକଟସ୍ଥ ଜଣାଶୁଣା ଶର୍ମା ହୋଟେଲ ମାଲିକ ଥିଲେ । ବିଗତ କିଛି ସମୟ ହେବ ସେ ଶଯ୍ୟାଶାୟୀ ଥିବା ବେଳେ ଗତକାଲି ଭୀମ ଭୋଇ ମେଡିକାଲରେ
Read More...

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କାର୍ୟ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଏସ୍‌ପି ନିତିନ
Read More...

ପଦ୍ମପୁର ସହର ଭେଉଁରିଆ ଛକ ନିକଟରେ ରାସ୍ତା ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ଆଖପାଖ ଅଞ୍ଚଳର ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ଅଟେ । ଆଖପାଖ ଅଞ୍ଚଳରୁ ଲୋକେ ଏହି ସହରକୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଜିନିଷ କିଣିବାକୁ ଆସିଥାନ୍ତି । ଲୋକମାନେ କୋର୍ଟ, କଚେରୀ ତଥା ଡାକ୍ତରଖାନାକୁ ଏହି ଅଞ୍ଚଳରୁ ଆସିଥାନ୍ତି । କିନ୍ତୁ ପଦ୍ମପୁର
Read More...

ଗାଇସିଲେଟ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କ ଉପସ୍ଥିତିରେ ବ୍ଲକ
Read More...

ଶ୍ରମିକଙ୍କୁ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଦାବୀରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ନିଷ୍ପତ୍ତି କ୍ରମେ ସିଆଇଟିୟୁ ସହ ଅନୁବନ୍ଧିତ ରାଉରକେଲା କଣ୍ଟ୍ରାକ୍ଟର ୟାରକରସ୍ ୟୁନିୟନ ପକ୍ଷରୁ ଇଏସ୍ଆଇସିର ବିଭିନ୍ନ ଅବ୍ୟବସ୍ଥା ତଥା ଚିକିତ୍ସା ସମୟରେ ବୀମାଭୁକ୍ତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ
Read More...

ମେଗା ରକ୍ତଦାନ ଶିବିର ଆୟୋଜିତ : ୧୦୫୬ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକଠାରେ ଦିବଙ୍ଗତ ନେତା ସ୍ୱର୍ଗତ ସୁବଳ ସାହୁଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଦିବସ ଏବଂ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ
Read More...

ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ହାତ ବଢ଼ାଇଲା ସାମାଜିକ ଅନୁଷ୍ଠାନ ‘ଦ ଲେଡି…

ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ତ୍ତମାନର ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ହାତ ବଢ଼ାଇଛି ସାମାଜିକ ଅନୁଷ୍ଠାନ 'ଦ ଲେଡି ଲିଓନ' ଗୃପ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଲକ୍ଷ ଲକ୍ଷ ପୁରୁଷ ମହିଳା ଶିଶୁ ଏହା ଭିତରେ
Read More...

ପାଇକମାଲ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ନବ ଦୁର୍ଗାପୂଜା ପାଇଁ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଇନ୍ଦ୍ରଜିତ ଭୋଇଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଗତବର୍ଷ ନବ ଦୁର୍ଗାପୂଜାର ଆୟବ୍ୟୟ ସହ ନୂତନ ପୂଜା
Read More...

ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପାଇଁ ଚେତାବନୀ

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିଦ୍ଦେର୍ଶରେ ଦେଶରେ ବଢିଚାଲିଥିବା ଦର ବୃଦ୍ଧି ପାଇଁ ଜନସାଧାରଣ ଭୋଗୁଥିବା ଅହେତୁକ ଦୁର୍ଦ୍ଦଶାର ପ୍ରତିବାଦରେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ
Read More...