Daily Archives

ଲର୍କିପାଲିରେ ଗ୍ୟାଙ୍ଗ୍‌ ୱାର : ୩ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ.୧ ଲର୍କିପାଲିରେ ଗ୍ୟାଙ୍ଗ ୱାର ହୋଇଥିବା ବେଳେ ଏଥିରେ ୩ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ୱିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ କୌଣସି କାରଣକୁ ନେଇ
Read More...

ଟାଉନ ପୋଲିସ ପକ୍ଷରୁ ରାଜେନ୍ଦ୍ର କଲେଜଛକର ମଦ ଆଡ୍ଡା ଉପରେ ଚଢାଉ : ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ଦେଶୀ ମଦ କାରବାର ବଢି ବଢି ଚାଲୁଥିବା ବେଳେ ଆଜି ଏନେଇ ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସ୍ଥାନୀୟ ରାଜେନ୍ଦ୍ର କଲେଜଛକର ମଦ ଆଡ୍ଡା ଉପରେ ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ପରେ ଅଭିଯୁକ୍ତ ଜଣଙ୍କୁ ବଲାଙ୍ଗିର ଭୀମ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ କଣ୍ଟାବାଞ୍ଜି ଗସ୍ତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଗତ ଅଗଷ୍ଟ ୨୦ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଣ୍ଟାବାଞ୍ଜି ଗସ୍ତ କରି ଏନ୍‌ଏସି କାର୍ଯ୍ୟାଳୟ ସଭାଗୃହରେ ଏକ ଜରୁରୀକାଳୀନ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଉତ୍କଳ ବାଳାଶ୍ରମ ପରିଚାଳନା କମିଟି ସଦସ୍ୟ ଓ ସମାଜସେବୀଙ୍କ ସମେତ ଟିଟିଲାଗଡ଼
Read More...

ରାଜ୍ୟ ଯୁବ ବିଜେଡି ଜନତା ଦଳ ପୁନର୍ଗଠିତ

ଅଜିତ କୁମାର ଯୋଶୀ ପୁନଶ୍ଚ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ପୁନର୍ଗଠନ କରିଛନ୍ତି । ସଙ୍ଗଠନରେ କିଛି
Read More...

ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଅଗଷ୍ଟ ୨୦ରୁ ୨୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ• କେନ୍ଦ୍ରମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ସହଯୋଗୀ ହେବ• ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ• ଅଷ୍ଟ୍ରେଲିଆର ଦକ୍ଷତା
Read More...

ଇପିଏଫଓ ପେ ରୋଲ ତଥ୍ୟ : ଜୁନ ୨୦୨୨ରେ ୧୮.୩୬ ଲକ୍ଷ ମୋଟ ସଦସ୍ୟ ଇପିଏଫଓରେ ଯୋଡି ହେଲେ

ନୂଆଦିଲ୍ଲୀ, (ପିଆଇବି) : ଇପିଏଫଓର ନିୟମିତ ଭାବେ ଦରମା ପାଉଥିବା କର୍ମଚାରୀଙ୍କ ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫଓରେ ୧୮.୩୬ଲକ୍ଷ ମୋଟ ସଦସ୍ୟ ଯୋଡି ହୋଇଛନ୍ତି । ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ
Read More...

ଜୁନ୍, ୨୦୨୨ରେ ଖଣିଜ ଉତ୍ପାଦନ କ୍ଷେତ୍ରରେ ୭.୫ ପ୍ରତିଶତ ଅଭିବୃଦ୍ଧି

୨୦୨୨ - ୨୩ ଆର୍ଥିକ ବର୍ଷର ଏପ୍ରିଲ୍ - ଜୁନ୍ ମଧ୍ୟରେ ସାମଗ୍ରିକ ଅଭିବୃଦ୍ଧି ୯ ପ୍ରତିଶତ ଛୁଇଁଛିଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗୁଡିକର ଉତ୍ପାଦନରେ ରେକର୍ଡ ପରିମାଣର ଅଭିବୃଦ୍ଧି ଦିଲ୍ଲୀ, (ପିଆଇବି) : ଜୁନ୍ ୨୦୨୨ ନିମନ୍ତେ ଖନନ ଏବଂ ଉତ୍ତୋଳନ କ୍ଷେତ୍ରର ଖଣିଜ ଉତ୍ପାଦନ ସୂଚକାଙ୍କ
Read More...

ଚିତ୍ରକାର ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ

ସମ୍ବଲପୁର : ସମ୍ବଲପୁରର ସମକାଳୀନ ଆର୍ଟିଷ୍ଟ ଅରଗାନାଇଜେସନ୍‌ ‘ଚିତ୍ରକାର’ ପକ୍ଷରୁ ଓଡିଶା ଲଳିତ କଳା ଏକାଡେମୀ ରିଜିଓନାଲ ଆର୍ଟଗେଲୋରୀରେ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବୟୋଜ୍ୟେଷ୍ଠ ଚିତ୍ରଶିଳ୍ପୀ ଭୋଳାନାଥ
Read More...

ଦେଶପ୍ରେମର ବାର୍ତ୍ତା ପହଁଚାଇବା ଲକ୍ଷ୍ୟରେ ସମଗ୍ର ରାଜ୍ୟ ପରିକ୍ରମା କରୁଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ପୁନଃ ସ୍ମୃତିଚାରଣ କରି ଲୋକଙ୍କ ନିକଟରେ ଦେଶପ୍ରେମର ବାର୍ତ୍ତା ପହଁଚାଇବା ଲକ୍ଷ୍ୟରେ ସମଗ୍ର ରାଜ୍ୟ ପରିକ୍ରମା କରୁଛି ଅହିଂସା ରଥ । ଗତକାଲି ନୟାଗଡ ଏବଂ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅହିଂସା ବାର୍ତ୍ତା ପ୍ରଚାର
Read More...

ଲଘୁଚାପଜନିତ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉତ୍ତର ଓଡିଶାରେ ଲଘୁଚାପଜନିତ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବାଲେଶ୍ୱର ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫର ୨ଟି ଲେଖାଏଁ ଟିମ୍ ଏବଂ ମୟୁରଭଞ୍ଜ ଜିଲ୍ଲାରେ
Read More...