Daily Archives

ଉଦ୍ଧବ ପବ୍ଲିକ ସ୍କୁଲରେ ଚାରା ରୋପଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ବ୍ଲକ ଅନ୍ତର୍ଗତ ବିରମାଲ ସ୍ଥିତ ଉଦ୍ଧବ ପବ୍ଲିକ ସ୍କୁଲ ଖେଳ ପଡିଆରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିରମାଲ ସରପଞ୍ଚ ସୁଷମା ଆଚାର୍ଯ୍ୟ, ସମ୍ମାନିତ ଅତିଥି ସ୍କୁଲ ଚେୟାରମେନ କୃଷ୍ଣଚନ୍ଦ୍ର
Read More...

କାଠ ଚୋରକୁ ଧରିଲେ ଗ୍ରାମବାସୀ, ଛାଡିଦେଲା ବନ ବିଭାଗ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଘଣ୍ଟାପଡା ସେକ୍ସନ ଉମା ବିଟ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ଜଙ୍ଗଲରୁ ଗୁରୁବାର ରାତି ସାଢେ ୯ଟା ସମୟରେ ଜୈନିକ ବ୍ୟକ୍ତି ଏକ ପିକଅଫ ଡାଲା ଗାଡ଼ିରେ ୨୦ଟି କାଠବଲା ବୋଝେଇ ଖୁଣ୍ଟିଗୋରା ଦିଗକୁ ଯାଉଥିବା ସମୟରେ ସିନ୍ଧୁଗୋରା
Read More...

ଇମ୍ପରିୟଲ କଲେଜରେ ଆଜାଦୀ କା ଅମୃତ ମହୋତ୍ସବ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ୯ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିବସରେ ମୋହନ ସାହୁଙ୍କ ଲିଖିତ ଓ ମହୋରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘ବଡମା’
Read More...

ଖଲିଆପାଲି ବିଦ୍ୟାଳୟରେ ଡାଇରିଆ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ଓ ଇକୋ କ୍ଲବ ଆନୁକୂଲ୍ୟରେ ଡାଇରିଆ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ
Read More...

ଉପର ମୁଣ୍ଡ ପରେ ଏବେ ତଳମୁଣ୍ଡରେ ବନ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ଚିକିଲି ବନ୍ୟା ପରେ ଏବେ ମହାନଦୀ ପାଣିରେ ଭେଡେନ ବ୍ଲକ ବ୍ରାହ୍ମଣ ତୁରୁମ, ଦେଶ ଭଟଲି, ଡ଼ାଲବ, ମହୁଲପାଲି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ହୀରାକୁଦ ଡ୍ୟାମରେ ଅଧିକ ଗେଟ ଖୋଲା
Read More...

ଦେଶର ଶ୍ରେଷ୍ଠ ପାଂଚ ବାହ୍ୟ ମଳମୁକ୍ତ ଗ୍ରାମ ରହିଥିବା ରାଜ୍ୟ ଭିତରେ ଓଡିଶା

ଆଉ ଏକ ମାଇଲ୍‌ଖୁଣ୍ଟ ହାସଲ : ଏକ ଲକ୍ଷରୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମଭାରତ ଏକ ଲକ୍ଷରୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମ ଲକ୍ଷ୍ୟକୁ ହାସଲ କରିଛିସ୍ୱଚ୍ଛତା ଏବଂ ନିରାପଦ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ଏହା ଦ୍ୱାରା ନାଗରିକ ମାନଙ୍କର ଜୀବନ
Read More...

ଭିଡିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଜଳଜୀବନ ମିଶନ ଅଧୀନସ୍ଥ ହର ଘର ଜଲ ଉତ୍ସବରେ ସମ୍ବୋଧନ

“ଦେଶର ଦଶକୋଟି ଗ୍ରାମାଞ୍ଚଳ ପରିବାର ସ୍ୱଚ୍ଛ ପାଇପ ଜଳ ସଂଯୋଗ ସୁବିଧା ପାଇଛନ୍ତି”“ଗୋଆ ଦେଶର ପ୍ରଥମ ହର ଘର ଜଲ ପ୍ରମାଣିତ ରାଜ୍ୟ ହୋଇଛି”“ଏହି ସୁବିଧା ହାସଲ କରିବାରେ ଦାଦ୍ରାନଗର ହାବେଳୀ ଓ ଡାମନ ଏବଂ ଡ୍ୟୁ ଦେଶର ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ”“ଦେଶର ବିଭିନ୍ନ ରାଜ୍ୟର ଏକ ଲକ୍ଷ ଗ୍ରାମ
Read More...

୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି

ଗ୍ରାମାଞ୍ଚଳର ୫୨ ଭାଗରୁ ଅଧିକ ଘରକୁ ଟ୍ୟାପ ପାଣି ମିଳୁଛି୧୦କୋଟି ପରିବାରର ମହିଳା ଓ ଝିଅମାନେ ଏବେ ଘର ପାଇଁ ପାଣି ସଂଗ୍ରହ କରିବା ଜଞ୍ଜାଳରୁ ମୁକ୍ତ ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ''ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ
Read More...

ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ବୈଠକ

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବ୍ଲକ ସମ୍ମିଳନୀ କକ୍ଷରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଜନ ପ୍ରତିନିଧି ଓ ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀମାନଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁଙ୍କ
Read More...

ସିନାପାଲି ଓ ନିଲଜୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ଭାଇଭଉଣୀମାନଙ୍କୁ ଶ୍ରୀକୃଷ୍ଣ, ବଳରାମ, ରାଧା, ଯଶୋଦା, ବାସୁଦେବ, ନନ୍ଦ, ସୁଦାମା ଆଦି ବେଶରେ ସୁସଜ୍ଜିତ କରାଯାଇଥିଲା ।
Read More...