Daily Archives

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଦୀପ ଦାନ କାର୍ଯ୍ୟକ୍ରମ

ଗୁଡଭେଲା : ଗୁଡଭେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ଓଡିଶାର ବଲାଙ୍ଗିର ସହବିଭାଗ ନିରକ୍ଷକ ମନୋରଞ୍ଜନ କର ଓ ସମ୍ମାନୀତ
Read More...

ଗାଡିଆରେ ବୁଡି ଶିଶୁକନ୍ୟା ମୃତ

ପାଟଣା : ପାଟଣା ଥାନା ଅନ୍ତର୍ଗତ ହଳଦୀବଟା ଗ୍ରାମରେ ଗାଡ଼ିଆରେ ବୁଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ଅପରାହ୍ନ ୪ଟା ସମୟରେ ରାଇମଣି ମୁଣ୍ଡା ନାମକ ମାତ୍ର ୩ର୍ଷର ଶିଶୁକନ୍ୟା ଗାଡିଆରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗ୍ରାମର ତପାଇ
Read More...

ଧରାପଡିଲା ଗଞ୍ଜେଇ ସହ ବାଇକ୍‌ : ଖସିଗଲେ ଅଭିଯୁକ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ଚୋରା ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଗଞ୍ଜେଇ ଓ ବାଇକ ଛାଡି ଫେରାର ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧ ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଏକ ବାଇକରେ ବଘିଆପଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ
Read More...

ଡାକ୍ତର ଦମ୍ପତିଙ୍କ ପକ୍ଷରୁ ଖବରକାଗଜ ବିତରକଙ୍କୁ ରେନି କୋର୍ଟ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବରେ ଲଗାଣ ବର୍ଷା ହେଉଛି । ଏହି ବର୍ଷା ଯୋଗୁଁ ଅନେକ ବ୍ୟକ୍ତିଙ୍କ ଜୀବିକା ନିର୍ବାହ ଉପରେ ପ୍ରଭାବ ପଡିଥିବା ଦେଖିବାକୁ
Read More...

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ସାଢେ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ
Read More...

ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନବନିର୍ବାଚିତ ୧୦ ଜଣିଆ ପ୍ରତିନିଧି ମଣ୍ଡଳ ସଭାନେତ୍ରୀ ରଚନା ସିଂଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି । ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତକାର କରିଥିବା ସମୟରେ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଉନ୍ନତି
Read More...

ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଜଣେ ବୃଦ୍ଧ

ଭବାନୀପାଟଣା, (ପି.କେ. ସାହୁ) : ମୁର୍ମୁଷୁ ଅବସ୍ଥାରେ ଜଣେ ଅଜଣା ବୃଦ୍ଧଙ୍କୁ ଉଦ୍ଧାର କରି ସ୍ୱେଚ୍ଛାସେବୀ ଯୋଶୋବନ୍ତ ରଣା ଏବଂ ସୁଶାନ୍ତ ପଟ୍ଟନାୟକ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜଣେ ଅଜଣା ବୃଦ୍ଧ ଭବାନୀପାଟଣା ମ୍ୟୁନିସିପାଲିଟି ଅନ୍ତର୍ଗତ ନକଟିଗୁଡା ମହିଳା
Read More...

ନୂତନ ପିଇଓଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଯୋଗ ଦେଇଥିବା ନିଯୁକ୍ତ ନୂତନ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଭାରପ୍ରାପ୍ତ ବିଡିଓ ଭରତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ
Read More...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଶୁଭଦର୍ଶିନୀ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାତ୍ର ୧୯ ସେକେଣ୍ଡରେ ୫୧ଟି ଓଡିଶୀ ମୁଦ୍ରା ପ୍ରଦର୍ଶନ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ମାଟିର ଝିଅ ଶୁଭଦର୍ଶିନୀ ମିଶ୍ର । ଏଥିପାଇଁ ସାରା ବଲାଙ୍ଗିର ଜିଲ୍ଲା ରାଜ୍ୟରେ ତଥା ରାଜ୍ୟ ବାହାରେ ଗର୍ବିତ
Read More...

ପୌରପାଳିକା ତରଫରୁ ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୌଦ୍ୱାର : ସ୍ୱାଧୀନତା ଦିବସ ପାଳନ ଅବସରରେ ଚୌଦ୍ୱାର ପୌରପାଳିକା ତରଫରୁ ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ,
Read More...