Daily Archives

ସ୍ଵାଧୀନତା ଦିବସରେ ସାମିଲ ହେଲେ ଛାତ୍ରଛାତ୍ରୀ

ରେଙ୍ଗାଲି : ୭୬ତମ ସ୍ୱାଧିନତା ଦିବସରେ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନରେ ହର୍ଷ ଉଲ୍ଲାସରେ ପାଳିତ ହୋଇଥିଲା । ବ୍ଲକର ୧୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ, ୩୨ଟି ଉଚ୍ଚ ବିଦ୍ୟାଳୟ,୧୯ ଟି ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ସମସ୍ତ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ଵାଧୀନତା ଦିବସ
Read More...

ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ

ଶିମଲା : ହିମାଚଳପ୍ରଦେଶର ମଣ୍ଡୀ ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପ ଅନୁଭବ ହୋଇଛି । ପ୍ରଥମ ଝଟକା ସକାଳ ୫ଟା ୩୦ରେ ଅନୁଭବ ହୋଇଛି । ସୁନ୍ଦରନଗର ନିକଟ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ଏନ୍‌ସିଏସ୍‌ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୮ ରେକର୍ଡ
Read More...

ଫିରିଙ୍ଗିଆରେ ସ୍ୱାଧୀନତା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଓ ତାର ଆଖ ପାଖ ଅଂଚଳମାନଙ୍କରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ୱାଧୀନତାର ଅମୃତ ମହୋତ୍ସବ ସହ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ତେବେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ରଶ୍ମିରଂଜନ ମହନ୍ତଙ୍କ
Read More...

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତଥା ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳୀୟ ମିଳିତ ମଞ୍ଚର ମିଳିତ ଆନୁକୂଲ୍ୟରେ କୋଲକାତାଠାରେ ୭୬ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଧୀପନାର ସହ ପାଳିତ ହୋଇଯାଇଛି । ସକାଳ ୯ଟା ସମୟରେ ଲେନିନ୍‌ ସରଣୀଠାରେ ଜାତୀୟ
Read More...

ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ବାରକୋଟ ତହସିଲ ମୁଖ୍ୟ କିରାଣୀ

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ ଅଫିସର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ବାରକୋଟ ବ୍ଲକ ସଦର ମହକୁମା ସ୍ଥିତ ବଣେଇ ଛକଠାରେ ଗତକାଲି ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତିଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ
Read More...

ହୀରାକୁଦର ୪୦ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର : ହୀରାକୁଦ ନଦୀବନ୍ଧର ଜଳସ୍ତର ବିପଦସଂକେତ ୬୩୦ ଫୁଟର ନିକଟବର୍ତ୍ତୀ ​‌ହୋଇଛି । ସୂଚନା ଅନୁସାରେ ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୮୭ ଫୁଟ ରହିଛି । ଗତକାଲି (ମଙ୍ଗଳବାର) ଦୁଇଟି ପର୍ଯ୍ୟାୟରେ ଆଉ ଅତିରିକ୍ତ ୧୪ଟି ଗେଟ୍‌ ଖୋଲାଯାଇ ମୋଟ୍‌ ୪୦ଟି ଗେଟରେ ମହାନଦୀକୁ
Read More...

କନ୍ତୋଲରେ ବିଜେପିର ଅମୃତ ମହୋତ୍ସବ

ଆଠଗଡ଼ : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ଆଠଗଡ଼ ସହରର କନ୍ତୋଲଠାରେ ଜାତୀୟ ପତାକା ଉତ୍ତୋଳନ ସହିତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଇଲା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ
Read More...

୧୩ଟି ଗ୍ରାମର ମୁଖିଆ ପାଳନ କଲେ ୭୬ତମ ସ୍ଵାଧୀନତା ଦିବସ

ମୋହନା : ଇଷ୍ଟ ଇଣ୍ଡିଆନ ବାପଟିଷ୍ଟ ଆସୋସିଏସନ୍‌ ଅନୁଷ୍ଠାନର ୧୩ ଖଣ୍ଡ ଗାଁର ମୁଖିଆମାନେ ଏକତ୍ରିତ ହୋଇ ଦେଶର ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଇଷ୍ଟଇଣ୍ଡିଆନ ବାପଟିଷ୍ଟ ଆସୋସିଏସନର ସଭାପତି ପାଳକ ବିଏସ୍ ରାଇକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ
Read More...

ରାଜ୍ୟସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସ୍ୱାଗତ କରିଛନ୍ତି । ଏନେଇ ରାଜ୍ୟ
Read More...

ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡା ପଞ୍ଚାୟତର ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖା ଦେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଆଜି ସ୍କୁଲଗେଟରେ ତାଲା ପକାଇ ବିଭିନ୍ନ ପ୍ରକାର ସ୍ଲୋଗାନ
Read More...