ଆଜାଦି କା ଅମୃତ ମହୋତ୍ସବ -୨୦୨୨ ପାଳିତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ହାଇସ୍କୁଲରେ ୭୫ ବର୍ଷ ସ୍ଵାଧୀନତା ପୂର୍ତ୍ତି ଅବସରରେ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ପାଳନ କରାଯାଇଛି ଆଜାଦି କା ଅମୃତ ମହୋତ୍ସବ ।ଏହି ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରା, ବରିଷ୍ଟ ଶିକ୍ଷକ ପଣ୍ଡିତ!-->…
Read More...
Read More...