Monthly Archives

July 2022

ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ତଥା ସ୍ୱନକ୍ଷତ୍ର ଦିବସକୁ ଅମୃତ ମହୋତ୍ସବ ଭାବେ ପାଳିତ ହେବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ତଥା ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଏହାକୁ ଅମୃତ ମହୋତ୍ସବ ଭାବେ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି କଟକ ଲୋକସଭା ସାଂସଦ ଭତୃହରି ମହତାବ । ଆସନ୍ତା ଅଗଷ୍ଟ ୮ ଓ ୯ ତାରିଖ ଦୁଇ ଦିନ ବ୍ୟାପୀ
Read More...

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ନେଇ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେଉ ବୋଲି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଭୁବନେଶ୍ୱର ପାନ୍ଥ ନିବାସ ଠାରେ
Read More...

କର୍କଟ ରୋଗରେ ଶିକ୍ଷାବିତ ପୀତବାସ ପ୍ରଧାନଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କର୍କଟ ରୋଗରେ ଶିକ୍ଷାବିତ ପୀତବାସ ପ୍ରଧାନଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଖୁବ୍‌ ଭଲ ଛାତ୍ର ଏବଂ ବହୁତ ଛୋଟବେଳୁ ସେ ଖୁବ୍‌ ପରିଶ୍ରମୀ ଥିଲେ । ଆଉ ଅନେକ କିଛି ଭଲ କାମ ଯଥା ସମାଜସେବା ଓ ଜନମଙ୍ଗଳ କାର୍ଯ୍ୟ କରି ତାଙ୍କ ଇଚ୍ଛାଶକ୍ତିକୁ
Read More...

ପାଟଣାଗଡ଼ରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ ସହ ନୂତନ ବିଭାଗରେ ସମ୍ପାଦକ ନିର୍ବାଚିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଟିଟିଲାଗଡ଼ ଡିଭିଜନ ଶାଖା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ ପାଟଣାଗଡ଼ ଗଡଭିତର ସ୍ଥିତ ପାଟଣେଶ୍ଵରୀ ଉତ୍ସବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ସଭାପତି ଲଲିତ କୁମାର ପଟ୍ଟନାୟକଙ୍କ
Read More...

ଗାଁ ସଫେଇ କରି ଆବର୍ଜନା କୁଣ୍ଡର ବ୍ୟବସ୍ଥା କରିବାକୁ ସରପଞ୍ଚଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁର ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଅଳିଆ ଆବର୍ଜନାର ସଫେଇ ବ୍ୟବସ୍ଥା କରିବା ସହ ଗାଁର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆବର୍ଜନା କୁଣ୍ଡ ଲଗାଇ ଗାଁରେ ସ୍ୱଚ୍ଛତା ଆଣିବାକୁ ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ସାହୁଙ୍କୁ
Read More...

ବରଗଡ଼ ଜିଲ୍ଲାସ୍ତରୀୟ ସିଏସ୍‌ସି ପ୍ରତିଷ୍ଠା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ସିଏସ୍‌ସି ଭିଏଲ୍‌ଇମାନଙ୍କୁ ନେଇ ବରଗଡ଼ ଜିଲ୍ଲାସ୍ତରୀୟ ସିଏସ୍‌ସି ପ୍ରତିଷ୍ଠାର ୧୩ ବର୍ଷ ଉପଲକ୍ଷେ ସିଏସ୍‌ସି ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ସିଏସ୍‌ସି ଜିଲ୍ଲା ନିର୍ଦ୍ଦେଶକ ପ୍ରଫୁଲ୍ଲ ପାତ୍ର ଓ ପ୍ରସାଦ କୁମାର ଚୌହାନ କେକ୍‌ କାଟି
Read More...

ଚାଷୀମାନଙ୍କର ଫସଲ ବୀମା କ୍ଷତିପୂରଣ ଦାବୀରେ ବିଜେପି ବରଗଡ ନିର୍ବାଚନ ମଣ୍ଡଳୀ ତରଫରୁ ତହସିଲ ଅଫିସ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବିଗତ ଖରିଫ ଋତୁ ୨୦୨୦- ୨୧ରେ ବରଗଡ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନାରେ ନିଜସ୍ୱ ଧାନ ଚାଷକୁ ବୀମାଭୁକ୍ତ କରିଥିଲେ । ଜିଲ୍ଲାରେ ମରୁଡି ଏବଂ ଅନ୍ୟାନ୍ୟ ଦୈବୀ ଦୁର୍ବିପାକ ଯୋଗୁଁ ସେହି ବର୍ଷ ଚାଷୀମାନଙ୍କର ଫସଲ କ୍ଷତିଗ୍ରସ୍ତ
Read More...

ଆଦର୍ଶ ଶିକ୍ଷକ ସନ୍ତୋଷ ଦାଶଙ୍କ ବିୟୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ଦାଶଙ୍କ ବିୟୋଗ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ବରଗଡ଼ ସହରରେ ପ୍ରଚାର ହେବା ପରେ ଶୋକର ଛାୟା ଖେଳିଯାଇଛି । ସେ ଏକ
Read More...

ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବୀରେ ବିଜେପି ତରଫରୁ ତହସିଲ ଅଫିସ ସାମ୍ନାରେ ଧାରଣା ଓ ଦାବୀପତ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବୀରେ ପଦ୍ମପୁର ବିଜେପି ପକ୍ଷରୁ ରାଜଜି ଟାଉନ ହଲ୍‌ରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ରାତିରୁ ଆଜି ଦିନ ତମାମ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୦୩.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି ଯେ
Read More...