Monthly Archives

July 2022

ସାପ କାମୁଡାରେ ଜଣେ ଗୁରୁତର, ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ପୁଟି ଗ୍ରାମର ଯୋଗବନ୍ଧୁ ସାହୁ ନିଜ କ୍ଷେତରେ କାମ କରୁଥିବା ବେଳେ ଏକ ଅଜଣା ସାପ ତାଙ୍କ ହାତରେ କାମୁଡି ଦେଇଥିବା ସେ ଜାଣିବାକୁ ପାଇଥିଲେ । ପରେ ହାତଟି ଫୁଲିବାରେ ଲାଗିଥିଲା ଏହା ପରେ ସେ କର୍ଲାମୁଣ୍ଡା ହସ୍‌ପିଟାଲକୁ ଯାଇ ପ୍ରାଥମିକ
Read More...

ଯୋଖିପାଲି ଗ୍ରାମର ରଥଯାତ୍ରା ଏକ ନିଆରା ପରମ୍ପରା : ଦଶଦିନ ପାଳନ ହୁଏ ରଥଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ! ପ୍ରଭୂ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା
Read More...

ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ସ୍ମୃତିଚାରଣ ସଭା

ଗାନ୍ଧୀବାଦୀ ନାରାୟଣ ଦାସଙ୍କ ବ୍ୟକ୍ତିତ୍ୱ ଅମ୍ଳାନ ଓ ଚିରସ୍ମରଣୀୟ ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ବ୍ୟକ୍ତିତ୍ୱ ଅମ୍ଳାନ ଓ ଚିରସ୍ମରଣୀୟ । ଗାନ୍ଧୀ ବିଚାରର ଅନନ୍ୟ ସିପାହୀ ଓ ରାଉରକେଲାର ଶେଷ ଗାନ୍ଧୀବାଦୀ ନେତା ବୋଲି ବକ୍ତାମାନେ ତାଙ୍କ
Read More...

ରାଜନୀତିରେ ପାରିବାରବାଦର ଅନ୍ତ ନିଶ୍ଚିତ, ତେଲେଙ୍ଗାନା-ପଶ୍ଚିମବଙ୍ଗରେ ଖୁବ ଶୀଘ୍ର ବିଜେପି ସରକାର : ଗୃହମନ୍ତ୍ରୀ ଅମିତ…

ହାଇଦ୍ରାବାଦ : ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପାରିବାରବାଦ, ଜାତିବାଦ ଏବଂ ତୁଷ୍ଟିକରଣ ରାଜନୀତି ଉପରେ ଘନଘୋର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ରାଜନୀତି ସବୁଠାରୁ ବଡ ପାପ ଏବଂ ଦେଶ ବର୍ଷ ବର୍ଷ ଧରି ଏହା ଭୋଗୁଛି । କିନ୍ତୁ
Read More...

ବ୍ଲକସ୍ତରୀୟ ଏସ୍ ସି ମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳ, ଭେଡେନ ବ୍ଲକ ସଂକିର୍ଡା ମଣ୍ଡଳର ଥୁଆପାଲି ଆମ ହରିଜନପଡାଠାରେ ବିଜେପି ଏସ୍ ସି ମୋର୍ଚ୍ଚାର ସଭାପତି ଗୌର ନାଗଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ଏସ୍ ସି ମୋର୍ଚ୍ଚା ସଭାପତି ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ
Read More...

ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କ ପାଇଁ ଆଇନ ପରାମର୍ଶଦାତା ନିଯୁକ୍ତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କ ପାଇଁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯିବା ଲକ୍ଷ୍ୟରେ ଜିଲ୍ଲାରେ ମୋଟ ୩୬ ଜଣ ଆଇନ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କ୍ରମରେ ଲୋଇସିଂହା ବ୍ଲକ ପାଇଁ
Read More...

ଜୁନିଅର ରେଡକ୍ରସ ତରଫରୁ ବନ ମହୋତ୍ସବ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲ ବ୍ଲକ ଅନ୍ତର୍ଗତ ମାୟାବର୍ହା ପଂଚାୟତ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ସଭାପତିତ୍ୱରେ ପାଳିତ ହୋଇଥିବା କାର୍ଯ୍ୟକ୍ରମରେ
Read More...

ରାଜ୍ୟସଭା ସାଂସଦ ଭାବେ ଅବସର ନେଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜନୀତିରେ କେବେ ନଥାଏ ଅନ୍ତ । ସଠିକ୍ ଓ ସୂଚାରୁ ରୂପେ ନିଜର ସମସ୍ତ କାର୍ଯ୍ୟକୁ ତୁଲାଇଥିବା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ରାଜ୍ୟସଭା ସାଂସଦ ଭାବେ ଅବସର ନେଇଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ ଅନେକ ପରିବର୍ତ୍ତନର ସାମ୍ନା କରିଆସୁଥିବା ବେଳେ,
Read More...

ସ୍ୱର୍ଗତ ଜାଫର ମହମ୍ମଦଙ୍କୁ ସିନାପାଲି ଏନ୍‌ପିଏସ୍‌ ସଂଘର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ନୂତନ ପେନସନ୍ ଭୁକ୍ତ କର୍ମଚାରୀ ସଂଘ ତରଫରୁ ନିକଟରେ ପରଲୋକ ଘଟିଥିବା ଖଡ଼ିଆଳ ଏନ୍‌ପିଏସ୍‌ ସଂଘର ଉପସଭାପତି ଜାଫର ମହମ୍ମଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ସିନାପାଲି ସଂଘର ସଭାପତି ରାକେଶ
Read More...

ଭାରତୀୟ ପ୍ରଶିକ୍ଷଣ ଶିବିରରେ ଭରତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଗାମୀ ଏସିଆନ କ୍ରୀଡା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭାରତୀୟ ଖୋ ଖୋ ମହାସଂଘ ଚଳିତ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀ ଛାତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପୁନେ, ମହାରାଷ୍ଟ୍ରଠାରେ ଆୟୋଜିତ ହେବାକୁ ଯାଉଛି । ଏହି ଶିବିରରେ
Read More...