Monthly Archives

July 2022

ତହସିଲଦାରଙ୍କ କଳା କାରନାମାରେ ଏବେ ଉଠୁଛି ପଡୁଛି ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତହସିଲଦାରଙ୍କ କଳା କାରନାମାରେ ଏବେ ଉଠୁଛି ପଡୁଛି ସହର । ମୃତ ବ୍ୟକ୍ତିଙ୍କ ଜମି ହଡପ କରିବା ଘଟଣାରେ ତହସିଲଦାରଙ୍କ ସଂମ୍ପୃକ୍ତି ଲୋକଲୋଚନକୁ ଆସିଛି । ଏପରିକି ବଲାଙ୍ଗିର ତହସିଲଦାର ମଘବାନ ବାଗଙ୍କ ବିରୋଧରେ ତାଙ୍କ ସହ ୯ ଜଣଙ୍କ ନାମରେ ଥାନାରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗଛରେ ବାଇକ୍‌ ପିଟି ହୋଇ ୨ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ବାଇକ୍‌ ଗଛରେ ପିଟି ହେବାରୁ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ‌ହେଲେ କୁସୁମଡିହିର ରମେଶ କିସାନ ଓ ରଣଜିତ କିସାନ । ସୂଚନାନୁସାରେ ଦୁହେଁ ସୋଲ୍‌ରୁ ରଥଯାତ୍ରା ଦେଖି ବାଇକ୍‌ରେ ଘରକୁ ଫେରୁଥିଲେ । ସୋଲ୍‌ ସ୍କୁଲ ନିକଟରେ
Read More...

ପ୍ରେମଚାନ୍ଦ ପୃଷ୍ଟିଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସ୍ୱାମ ଛକରୁ ଖମୁଆଁ ଗ୍ରାମ ପର୍ଯ୍ୟନ୍ତ ୯ କିମି ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘସ୍ଥାୟୀ ଚାରା ରୋପଣ କରିବା ସହ ଏହାର ବାଡ ବୁଜି ରକ୍ଷଣାବେକ୍ଷଣ ଦାଇତ୍ୱ ନେଇଥିବା ଖମୁଆଁ ଗ୍ରାମର ଯୁବ ପରିବେଶ ପ୍ରେମୀ ପ୍ରେମଚାନ୍ଦ ପୃଷ୍ଟି ଓରଫ କାମୁଲ ପୃଷ୍ଟିଙ୍କୁ ଚଳିତ
Read More...

ଜବରଦଖଲ ସମସ୍ୟା ଓ ବନ୍ଧର ଉନ୍ନତି ନିମନ୍ତେ ବୈଠକ

ସମ୍ବଲପୁର : ସମ୍ବଲପୁରର ବୁଢ଼ାରଜା ସ୍ଥିତ ଭୀମଭୋଇ ନଗର ଉନ୍ନୟନ କମିଟି ପକ୍ଷରୁ ଅଞ୍ଚଳର ଦୈନିକ ବଜାର ନିକଟରେ ଜବରଦଖଲ ଓ ଦୋରା ବନ୍ଧର ଉନ୍ନତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭୀମଭୋଇ ଦୈନିକ ବଜାର ନିକଟରେ
Read More...

ପବିତ୍ର ପାଣିଗ୍ରାହୀଙ୍କୁ କାଦମ୍ବିନୀ ଗଳ୍ପ ସମ୍ମାନ

ଧାମନଗର : ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀଙ୍କୁ କାଦମ୍ବିନୀର ୨୩ତମ ବାର୍ଷିକ ଉତ୍ସବରେ ୨୦୨୦ ମସିହା ପାଇଁ ସମ୍ମାନଜନକ କାଦମ୍ବିନୀ ଗଳ୍ପ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର
Read More...

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ମଙ୍ଗଳବାର ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପୂର୍ବଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି(ସୋମବାର)ରେ ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବାୟତମାନେ
Read More...

ଦୁର୍ଘଟଣାଗ୍ରସ୍ତ ହୋଇ ବସ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋମବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ରାସ୍ତା ଉପରେ ଜଳିଯାଇଛି । ବସ୍‌ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ବରମୁଣ୍ଡା ନିକଟରେ ନାଳ ବ୍ରିଜ ବାଡ଼ରେ ପିଟି ହୋଇ ଜଳି ଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଦମକଳ ବାହିନୀ କର୍ମଚାରୀ
Read More...

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକ : ବିଜେଗଙ୍ଗାଧରପୁର ଗାଁ ତାରିଣୀ ଛକଠାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଯୁବକ ଜଣକ ଏକ ବିବାହ ଭୋଜିରେ ଯୋଗ ଦେଇଥିଲେ । ହେଲେ ସେଠାରେ ବଚସା ହେବା ସହ ଗଣ୍ଡଗୋଳ ହୋଇଥିଲା । ପରେ ଭୋଜି ସାରି ରାତିରେ ଯୁବକ ଜଣକ ଫେରିବା
Read More...

ଟିଟିଲାଗଡରେ ସଂସ୍କୃତି ଭବନ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଏକ ବୃହତ ଉପଖଣ୍ଡର ସଦର ମହକୁମା ଓ ପୌର ପରିଷଦ ମାନ୍ୟତାରେ ଓଡିଶାର ଏକ ପ୍ରମୁଖ ସହର ଅଟେ । ଏହି ସହର ତା'ର ସାଂସ୍କୃତିକ ଗରିମା ନେଇ ସର୍ବତ୍ର ପ୍ରଶଂସିତ । ସଂପ୍ରତି ଜିଲ୍ଲାର ରାଜନୈତିକ ମାନଚିତ୍ର ପାଇବାକୁ ଦାବୀଦାର ଉପଖଣ୍ଡ ଭାବେ ଜଣାଶୁଣା ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୯୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ
Read More...