Monthly Archives

July 2022

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Read More...

ବନ ବିଭାଗର ସବୁ ପ୍ରଚେଷ୍ଟା ବିଫଳ : ଶେଷରେ ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତାହାତୀ

ନରସିଂହପୁର : ବନ ବିଭାଗର ସବୁ ପ୍ରଚେଷ୍ଟା ବିଫଳ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍‌ଓ । ସୂଚନା ଅନୁସାରେ ଆଜିକୁ ୬ ଦିନ ତଳେ ନରସିଂହପୁର ପଶ୍ଚିମ ରେଞ୍ଜ ନୂଆଗଡ଼ ଜଙ୍ଗଲରେ ଗୁଳି ବିଦ୍ଧ ହାତୀଟି ଘୁରି ବୁଲୁଥିଲା । ମଝିରେ ମଝିରେ
Read More...

ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ଟପ୍ପର ହେଲେ ସଂଗ୍ରାମ ବିଶ୍ୱାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ଟପ୍ପର ହେଲେ ସଂଗ୍ରାମ ବିଶ୍ୱାଲ । ସମୁଦାୟ ୬୦୦ ମାର୍କରୁ ୫୪୩ ମାର୍କ ଆଣି ରାଜେନ୍ଦ୍ର କଲେଜର ବିଜ୍ଞାନ ବିଭାଗର ସମସ୍ତ ପରୀକ୍ଷାର୍ଥୀଙ୍କଠାରୁ ଉର୍ଦ୍ଧରେ ରହିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ଅଧ୍ୟାପକ
Read More...

ବ୍ଲକସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାଙ୍କୀ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଶୁକ୍ରବାର ଦିନ ବ୍ଲକସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତର ସରପଞ୍ଚ ତଥା ଜନ ପ୍ରତିନିଧିମାନେ ଯୋଗଦେଇ ପଞ୍ଚାୟତ ସ୍ତରରେ ଅଙ୍ଗନୱାଡି କର୍ମୀ,
Read More...

ବଡ଼ମାଲରେ ବିଦ୍ୟୁତ ମହୋତ୍ସବ ‘ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ’ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ପାୱାର ଆଟ୍‌ ଦ ରେଟ୍‌ ୨୦୪୭ ପାଳନ ଉପଲକ୍ଷେ ବଡ଼ମାଲ ସ୍ଥିତ ଗୋଳାବାରୁଦ କାରଖାନାର ଅଫିସର୍ସ କ୍ଲବଠାରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ପାୱାର ଗ୍ରୀଡ କର୍ପୋରେସନ, ଓପିଟିସିଏଲ୍‌ ଓ
Read More...

ଅବକାରୀ ବିଭାଗ ଦ୍ୱାରା ୧୩୦ ଗ୍ରାମର ଧଳା ଜହର ଜବତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଅବକାରୀ ବିଭାଗ ଦ୍ୱାରା ୧୩୦ ଗ୍ରାମର ଧଳା ଜହର ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ
Read More...

ସୁନାପୁର ସମୁଦ୍ର ବେଳାଭୂମିରେ ମୃତ ବ୍ଲ୍ୟୁଫାଗ-ଡଲଫିନ ଉଦ୍ଧାର

• ଡ଼ଲଫିନକୁ ଦେଖିବା ପାଇଁ ସୁନାପୁର ବେଳାଭୁମି ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ସୀମାନ୍ତ ପାତି-ସୁନାପୁର ବେଳାଭୂମିରୁ ଏକ ମୃତ ଡ଼ଲଫିନ ଉଦ୍ଧାର ହୋଇଥିବା ଖବର ମିଳିଛି । ଯାହାର ଓଜନ ପ୍ରାୟ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ
Read More...

ପର୍ଯ୍ୟଟନ ସହିତ ବୟନ ଓ ହସ୍ତ ଶିଳ୍ପ ସଂଯୋଗୀକରଣ କାର୍ଯ୍ୟକ୍ରମ

ଓଡିଶାର ରଘୁରାଜପୁର ସମେତ ଦେଶର ଆଠଟି ଶିଳ୍ପଗ୍ରାମ ସାମିଲ କାରିଗରଙ୍କ ନିମନ୍ତେ ସ୍ଥାୟୀ ଏବଂ ଲାଭଦାୟକ ଜୀବିକା ନିର୍ବାହର ବିକଳ୍ପ ସୃଷ୍ଟିହେବ ଦିଲ୍ଲୀ, (ପିଆଇବି) : ଦେଶର ପ୍ରମୁଖ ପର୍ୟ୍ୟଟନସ୍ଥଳୀ ଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟରରେ ସଂଯୁକ୍ତ କରାଯାଇଛି ଏବଂ "ପର୍ୟ୍ୟଟନ ସହିତ ବୟନ ଶିଳ୍ପ
Read More...

ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

“ଆଜି କେବଳ ସଫଳତାର ଦିନ ନୁହେଁ ଆକାଂକ୍ଷାର ଦିନ”“ସମଗ୍ର ବିଶ୍ୱ ଭାରତର ଯୁବ ସମାଜ ଉପରେ ଆଶା ରଖିଛି । କାରଣ ଆପଣମାନେ ଦେଶର ଅଭିବୃଦ୍ଧି ଇଞ୍ଜିନ ଓ ଭାରତ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ”“ବାଧାବିଘ୍ନ କହେ ଆମେ କି ଉପାଦାନରେ ଗଢ଼ା । ଭାରତ ଅଜଣା ବିଷୟକୁ ବିଶ୍ୱାସର ସହ ସମ୍ମୁଖୀନ
Read More...

ପଦ୍ମପୁରରେ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଜୁଳି ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜଠାରେ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଜୁଳି ମହୋତ୍ସବ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା
Read More...