ସଡକ ଦୁର୍ଘଟଣା, ଗୋରୁ ବୋଝେଇ ପିକ୍ଅପ୍ ଗାଡ଼ିକୁ ପିଟିଲା କାର୍
ଭଦ୍ରକ : ଗୋରୁ ବୋଝେଇ ପିକ୍ଅପ୍ ଗାଡ଼ିକୁ ପିଟିଲା କାର୍ । ଏହି ସଡକ ଦୁର୍ଘଟଣା ଘଟିଛି ବାସୁଦେବପୁର ପୁରୁଣା ଷ୍ଟେଟ୍ ବ୍ୟାଙ୍କ ନିକଟରେ । ଦୁର୍ଘଟଣା ପରେ ଗୋରୁ ଗାଡ଼ି ଡ୍ରାଇଭର ଛାଡ଼ି ଚମ୍ପଟ୍ ମାରିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରୁ ୪ ଜଣ ବଜରଙ୍ଗ ଦଳର ସଦସ୍ୟ ଅଳ୍ପକେ!-->…
Read More...
Read More...