Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୧୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୪୦୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୨ ଜଣ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାମୁସାହି ରମ୍ଭାରେ ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଓ ସାହି…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମା' ଗର୍ଭରୁ ଛୁଆ ବଢୁଥିବାଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହାର ସୁଫଳ, ସଫଳ ଓ ନିରାକରଣ ପାଇଁ ପ୍ରଶାସନିକ ଓ ଅମଲାତନ୍ତ୍ରକୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହାର ଏକ ଜ୍ୱଳନ୍ତ
Read More...

ଦ୍ରୌପଦୀ ମୁର୍ମୁ ଆଜି ଶପଥ ଗ୍ରହଣ କରିବେ, ଦେଶର ୧୫ତମ ରାଷ୍ଟ୍ରପତି ହେବେ

ନୂଆଦିଲ୍ଲୀ : ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ନାଗରିକ ଭାବେ ଶପଥ ଗ୍ରହଣ କରିବେ । ସେ ଦେଶର ୧୫ତମ ରାଷ୍ଟ୍ରପତି ହେବେ । ଦେଶର ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ଏବଂ କମ୍‌ ବୟସରେ ଦେଶର ଶୀର୍ଷ ପଦବୀରେ ଅବସ୍ଥାପିତ ହେଉଥିବା ସେ
Read More...

ମିଳୁନି ସାର, କୃଷି ବିଭାଗର ମିଲି ଭଗତରେ ଚାଢାଦରରେ ବିକ୍ରି କରି ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ : ସାଧାରଣରେ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡର ପାଟଣାଗଡ଼, ବେଳପଡା, ଖପ୍ରାଖୋଲ ଆଦି ତିନୋଟି ବ୍ଲକରେ ୟୁରିଆ ସାରର କଳାବଜାରୀ ବଢିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପ୍ରତିବର୍ଷ ଖରିଫ ଋତୁ ପୂର୍ବରୁ ରାଜ୍ୟ ସରକାର ସାରର ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି ।
Read More...

ବାଇକ୍ ଚୋରି ଉଦ୍ୟମ କରୁଥିବା ଚୋରକୁ କାବୁ କରି ପୋଲିସରେ ଜିମା ଦେଲେ ଗାଁ ଲୋକେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଚୋରମୁଣ୍ଡା ଗ୍ରାମ ନିକଟ ରେଳୱେ ଫାଟକ ପାଖରେ ବାପା ଓ ପୁଅଙ୍କୁ ମାରପିଟ କରି ହାତରୁ ବାଇକ ଛଡାଇ ଛୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ସମୟରେ ବାପ ପୁଅ ଚୋର ଚୋର ବୋଲି ଚିତ୍କାର କଲା ପରେ ଚୋରମୁଣ୍ଡା
Read More...

ସମ୍ବାଦ ସାହିତ୍ୟ ଘର ରମ୍ଭା ଓ ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା ତରଫରୁ ଡ଼ିଆଁଡେଇଁଠାରେ ଚକ୍ଷୁ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ିଆଁଡେଇଁ ବାମଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରୀନ ପିସ ଭିଲେଜ୍ ଫାଉଣ୍ଡେସନ, ସାଇବାବା କ୍ଲବ୍, ବିପଦର ବନ୍ଧୁ, ସମ୍ବାଦ ସାହିତ୍ୟ ଘର ରମ୍ଭା, ଗାୟତ୍ରୀ ପରିବାର ବିଶ୍ଵ ମଙ୍ଗଳ
Read More...

ଝାରମୁଣ୍ଡାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥଲେଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଡାଲଖାଇ ପାହାଡ଼ଠାରେ ମେଗା ବୃକ୍ଷ ରୋପଣନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ୨ ଶହ ଶାଗୁଆନ, ଶହେ ବାଉଁଶ ଓ ଶହେ ନିମ୍ବ ଚାରା ସମେତ ମୋଟ ୫ ଶହ ଚାରା ରୋପଣ କରାଯାଇଛି । ଏଥିରେ
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଗଞ୍ଜାମ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ବୈଠକ, ନୂତନ କର୍ମକର୍ତ୍ତା ଚୟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶନିବାର ଦିନ ଗଞ୍ଜାମ ବ୍ଲକ ହୁମ୍ମା ଏକ୍ସବୋର୍ଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗଞ୍ଜାମ ବ୍ଲକସ୍ତରୀୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପରିସର ଭୁକ୍ତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ କିଛି ଦିନ ଧରି ଅନ୍ତଦ୍ଵନ୍ଦ,
Read More...