Daily Archives

ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲଙ୍କ ଜାମିନ ଖାରଜ

କଟକ, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏଥି ସହିତ ଏହି ମାମଲାର ତ୍ଵରିତ ଶୁଣାଣି ପାଇଁ ନିମ୍ନ ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି
Read More...

ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସଫଳତା : ୧୨ ଜଣ ୯୦%ରୁ ଅଧିକ ମାର୍କ ରଖିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିଶ୍ରମ ହିଁ ସଫଳତାର ଜନନୀ । ଉଦ୍ୟମ ଓ ଅଧ୍ୟବସାୟ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଏଇ ଉକ୍ତିକୁ ନିଜ କୃତି ଦ୍ୱାରା ସଠିକ ପ୍ରମାଣ କରିଛନ୍ତି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ମାନେ । ଆଜି ସିଵିଏସଇ ଯୁକ୍ତ ଦୁଇ
Read More...

ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୂତନ ରାଷ୍ଟ୍ରପତିଙ୍କୁ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା । ଦେଶର ସର୍ବୋଚ୍ଚ ପଦବୀ ପାଇଁ ସେ ନିର୍ବାଚିତ ହେବା ଓଡ଼ିଶାର
Read More...

ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ୩ ଅଟକ

ଗଞ୍ଜାମ : ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ୩ ଜଣକୁଙ୍କ ଅଟକ ରଖିଛି ବନ ବିଭାଗ । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ହାତୀର ଦାନ୍ତ କାଟି ନେବା ଘଟଣାରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରିଛି ବନ ବିଭାଗ । ରିପୋର୍ଟ ଆସିବା ପରେ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା
Read More...

ଭିଜିଲ୍ଲାନ୍ସ ଜାଲରେ ପଡିଲେ ଆୟୁଷ ଡାକ୍ତର

ସୁନ୍ଦରଗଡ, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଆୟୁଷ ଡାକ୍ତର । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଗୋଏରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
Read More...

ସପ୍ତାହେରେ ୩ ବାଇକ୍ ଚୋରି ଅଭିଯୋଗ

ଭୁବନେଶ୍ୱର : ସପ୍ତାହେରେ ୩ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହେ ମଧ୍ୟରେ ଏମ୍ସ କ୍ୟାମ୍ପସ୍‌ରୁ ୩ଜଣ ରୋଗୀଙ୍କ ସଂପର୍କୀୟଙ୍କ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୧୪ ତାରିଖରେ ସତ୍ୟସାଇ ଏନକ୍ଲେଭ୍‌ର ସଂଜୀବ କୁମାର ରାଉତ ଅପରାହ୍ନରେ ଏମ୍ସକୁ
Read More...

ଆଧୁନିକ ଯୁଗରେ ସାମାଜିକ ବାସନ୍ଦରେ କର୍ପୁର ପୁଟେଲ : କୁଷ୍ଠ ରୋଗ ପାଇଁ ପରିବାର ଲୋକେ ପର କରି ଦେଇଥିବା ଅଭିଯୋଗ,…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଧୁନିକ ଯୁଗରେ ମଧ୍ୟ ସାମାଜିକ ବାସନ୍ଦ ଦେଖିବାକୁ ମିଳିଛି । କୁଷ୍ଠ ରୋଗ ପାଇଁ ପରିବାର ଲୋକେ ପର କରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଖଳିପଥର ଗାଁର କର୍ପୁର ପୁଟେଲ ଗତ ୨୦ ବର୍ଷ ତଳେ କୁଷ୍ଠ ରୋଗରେ ଆକ୍ରାନ୍ତ
Read More...

ପଲିଥିନ ନିଷିଦ୍ଧ ପରେ ଚଢାଉ କଲା ଏନଏସି

ଆଠଗଡ : ପଲିଥିନ ନିଷିଦ୍ଧ ପରେ ଏନଏସି ଚଢାଉ କରିଥିବା ଜଣାପଡିଛି । ପରିବେଶ ପାଇଁ ବହୁଳ ଭାବେ ବିପଦ ସାଜି ଥିବା ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିବା ବେଳେ ବ୍ୟବସାୟୀମାନେ କିନ୍ତୁ କଟକଣାକୁ ଅମାନ୍ୟ କରି ପଲିଥିନର ବ୍ୟାପକ ବ୍ୟବହାର କରୁଥିବାରୁ ଆଠଗଡ ଏନଏସି
Read More...

ବାଲିଯୋରୀ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ପଂଚାୟତ ଅନ୍ତର୍ଗତ ବାଲିଯୋରୀ (ୟୁ.ଜି.ଏମ.ଇ) ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଧବ ମହାଲିକଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ମହୋତ୍ସବ ପାଳନ
Read More...

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦୀ ଦ୍ରୌପଦୀ ମୁର୍ମୁଙ୍କୁ ବାସଭବନରେ ପହଞ୍ଚି ତାଙ୍କୁ ଭେଟି ବିଜୟର ଶୁଭେଚ୍ଛା ଜଣାଇଥିଲେ ।
Read More...