Daily Archives

ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ

ସୁଶ୍ରୀ ସ୍ନେହଲତା ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ ବୋଲି ପ୍ରମାଣିତ ହୁଏ । ଏଠାରେ ଧର୍ମାନ୍ଧତାର କଥା କୁହାଯାଉ ନାହିଁ କିମ୍ବା ଅନ୍ଧବିଶ୍ୱାସୀ ହେବା କଥା ଜମାରୁ କୁହାଯାଉ ନାହିଁ । ଆଧ୍ୟାତ୍ମିକ ହେବା କଥା ହିଁ କୁହାଯାଉଛି । ଆଧ୍ୟାତ୍ମିକ ମାନସିକତା ଧାରଣ କଲେ କ’ଣ କ’ଣ
Read More...

ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର

ଦେବଗଡ଼ : ଦେବଗଡ଼ ଜିଲ୍ଲା ଭାଲୁମୁଣ୍ଡା ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ରେଙ୍ଗାଳବାହାଳ
Read More...

ସମ୍ବଲପୁରରେ ପୁଣି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ସମ୍ବଲପୁର : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ପୁଣି ଥରେ ଫେରିଛି ମାସ୍କ ଓ ଅନ୍ୟ କଟକଣା । ଯଦିଓ ପୂର୍ବରୁ ମାସ୍କ ପିନ୍ଧିବାକୁ କୁହାଯାଉଥିଲା କିନ୍ତୁ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଏକ ଗାଇଡଲାଇନ୍‌ ଜାରି କରିଛି ସମ୍ବଲପୁର ମହାନଗର ନିଗମ । ଦୋକାନ ବଜାରରେ
Read More...

ଅଜବ୍‌ ପ୍ରେମ : ପ୍ରେମିକାଙ୍କ ବାହା କରାଇଲେ ପ୍ରେମିକ

ବାଙ୍ଗାଲୁରୁ : ବାଙ୍ଗାଲୁରୁ ସହର ନିକଟସ୍ଥ ଏକ ଗାଁରେ ଏକ ଅଜବ୍‌ ପ୍ରେମ ଲୋକ ଲୋଚନକୁ ଆସିଛି । ଜଣେ ପ୍ରେମିକ ନିଜେ ପ୍ରେମିକାଙ୍କୁ ଅନ୍ୟ ଜଣଙ୍କ ସହ ବାହା କରାଇଛନ୍ତି । କୁହାଯାଇଛି ଯେ, ଦୀର୍ଘ ୪ ବର୍ଷର ଘନିଷ୍ଠ ପ୍ରେମ ପରେ ହଠାତ୍‌ ପ୍ରେମିକା ଦିନେ ପ୍ରେମିକ ସାମ୍ନାରେ କାନ୍ଦିବା ବେଳେ
Read More...

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ୩୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ସୋର : ବାଲେଶ୍ଵର ଜିଲ୍ଲା ସୋର ୧୬ ନମ୍ଵର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଆନ୍ସ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରି ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟ୍ ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି
Read More...

ମାଣ୍ଡୋସିଲ ଜୁନିୟର କଲେଜରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମାଣ୍ଡୋସିଲ ଜୁନିୟର କଲେଜରେ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ପରିବେଶ ପ୍ରତି ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବୃକ୍ଷ ରୋପଣ କରାଯାଇଛି ।
Read More...

ଭିଜନ କ୍ଲିନ ସୋନପୁର : ସମସ୍ତଙ୍କ ଆନ୍ତରିକ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଭିଜନକୁ ସାକାର କରିବ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ସହରକୁ ରାଜ୍ୟର ସ୍ୱଚ୍ଛତମ ସହର ଭାବେ ଗଢି ତୋଳିବା ନିମନ୍ତେ ଭିଜନ 'କ୍ଲିନ ସୋନପୁର' ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗତ ତା ୩୦/୦୬/୨୨ରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ସେହି
Read More...

ହୁସିଆର୍‌ : ଫେର୍‌ ମୁନୁଷ୍‌ ଭେଲିକେ ମୁସ୍‌ଡ଼ି ଆସୁଛେ କରୋନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ତିନ୍‌ ବଛର୍‌ ହେଲା କରୋନା ଉତ୍‌କୁଛେ । ଜୀବନ୍‌ ଜୀବ୍‌କା ଛାର୍‌କାର୍‌ କରି ଦେଇଛେ । କିଛି ମାସ୍‌ ହେଲା ତାର୍‌ ଉତ୍‌ପାତ୍‌ କମିଥିଲା । ହେଲେ ଫେର୍‌ ମୁନୁଷ୍‌ ଭେଲିକେ ମୁସ୍‌ଡ଼ି ଆସୁଛେ କରୋନା । ସରକାରୀ ରିପୋର୍ଟ ଅନୁସାରେ ଆଏଜ୍‌ ଓଡ଼ିଶା ରାଏଜ୍‌ ଥି
Read More...

ତୃତୀୟ ପର୍ଯ୍ୟାୟରେ ଡେଲାଙ୍ଗରେ ୯ଟି ବିଦ୍ୟାଳୟ ୫ଟି ରୂପାନ୍ତରିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧୀନସ୍ଥ ୯ଟି ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୫ଟି ବିଦ୍ୟାଳୟ ରୂପାନ୍ତରିତରେ ନିଆଯାଇଥିବା ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ହାକପଡାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୋଲକଣାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,
Read More...

ରଥଯାତ୍ରାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରାଯାଇଛି । ଡିଡି ଓଡିଆ ସହଯୋଗରେ ସ୍ନାନଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର
Read More...