ବୀଣାପାଣି ଗ୍ୟାସ୍ ବିତରକ ଅଫିସରେ ଅଗ୍ନିକାଣ୍ଡ
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ- କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ବୀଣାପାଣି ଇଣ୍ଡିଏନ୍ ଗ୍ୟାସ୍ ବିତରକ ଅଫିସରେ ଗତକାଲି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସକାଳୁ ଏଠାରେ ଧୂଆଁ ବାହାରୁଥିବା ଦେଖି କିଛି ବ୍ୟକ୍ତି ଦମକଳ ବାହିନୀ ଓ ମାଲିକଙ୍କୁ ଖବର ଦେଇଥିଲେ ।!-->…
Read More...
Read More...