Daily Archives

ଜିଏସ୍‌ଟି ଭୁବନେଶ୍ୱର ଜୋନର ନୂତନ ମୁଖ୍ୟ କମିଶନର ଭାବେ ଯୋଗ ଦେଲେ ବିଜୟ କୁମାର କର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଜିଏସ୍‌ଟି ଭୁବନେଶ୍ୱର ଜୋନର ନୂତନ ମୁଖ୍ୟ କମିଶନର ଭାବେ ଯୋଗ ଦେଲେ ୧୯୮୯ ବ୍ୟାଚର ଆଇଆର୍‌ଏସ୍‌ ଅଧିକାରୀ ବିଜୟ କୁମାର କର । ଶ୍ରୀ କର ନୂତନ ମୁଖ୍ୟ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି ।
Read More...

ନଦୀରେ ବୁଡି ଦୁଇ ବାଳକ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ନଦୀରେ ବୁଡି ଦୁଇ ବାଳକ ମୃତ୍ୟୁ ହୋଇତିବା ଖବର ମିଳିଛି । ରାଉରକେଲାର କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଥିବା ଖବର ମିଳିଛି । ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମର ପ୍ରୟାସ
Read More...

ପାୟଲର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ନୃତ୍ୟାନୁଷ୍ଠାନ ପାୟଲର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି ୧୦ ତାରିଖ ଦିନ ସେକ୍ଟର ୩ ଜଗନ୍ନାଥ ମନ୍ଦିରଠାରେ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏନେଇ ସେକ୍ଟର ୨ ସ୍ଥିତ ପାୟଲ କାର୍ଯ୍ୟାଳୟଠାରେ ଆୟୋଜିତ ଏକ
Read More...

ଝାଡ଼ଖଣ୍ଡର ଚକ୍ରଧରପୁରଠାରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଝାଡ଼ଖଣ୍ଡର ଚକ୍ରଧରପୁରଠାରେ ଓଡ଼ିଆ ଭାଇଭଉଣୀମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥଯାତ୍ରା ବିଶେଷାଙ୍କ ପ୍ରଦାନ କରାଯାଇଛି । ଏଥିସହିତ ବିଭାଗୀୟ ଅଧିକାରୀଙ୍କ
Read More...

ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ସହିତ ପିଲାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ସହିତ ପିଲାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍କୁଲ ପିଲାଙ୍କୁ ଉତ୍ତମମାନର ମଧ୍ୟାହ୍ନ ଭୋଜନ ସୁପରିଚାଳନା ପାଇଁ ଏସ୍‌ଏମ୍‌ଇ ଓଡିଶା ଓଡ଼ିଶା ପକ୍ଷରୁ
Read More...

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସ୍ଥାପନା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ କ୍ଲବର ସ୍ଥାପନା ଦିବସ ରାଉରକେଲା ଚ୍ୟାମ୍ବର ଅଫ କମର୍ସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଗତ ବର୍ଷର ସଭାପତି ରୋଟାରୀଆନ ଆର୍‌ କିରଣ ଓ ସଂପାଦକ ରୋଟାରୀଆନ୍‌ ରବି ଦାସ ଚଳିତ ବର୍ଷର ସଭାପତି
Read More...

ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଶୈଳବାଳା ଷଡଙ୍ଗୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ସମାଜସେବୀ ଶୈଳବାଳା ଷଡଙ୍ଗୀଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ରାଜ୍ୟ ସରକାର ସମ୍ମାନିତ କରିବା ସହ ୧୦ହଜାର ଟଙ୍କା ଆର୍ଥିକ ରାଶି ପ୍ରୋତ୍ସାହନ ସୂରୁପ ପ୍ରଦାନ କରିଛନ୍ତି । ସୁନ୍ଦରଗଡଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୩ତମ ବନ ମହୋତ୍ସବରେ
Read More...

ବାହୁଡ଼ିଲେ ବଡ଼ ଠାକୁର : ସିଆର୍‌ପିଏଫ୍‌ ରଥ ଫେରିଲା ମାଉସୀ ଘରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାଉସୀ ଘରୁ ବାହୁଡ଼ିଛନ୍ତି ତିନି ଠାକୁର । ଏହି କ୍ରମରେ ରଥଯାତ୍ରା ଦିନ ସ୍ଥାନୀୟ ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ମୁଖ୍ୟାଳୟରୁ କଲେଜଛକ ସ୍ଥିତ ମାଉସୀ ମନ୍ଦିର(ଦୁର୍ଗା ମଣ୍ଡପ)କୁ ଯାଇଥିବା ଦାରୁବ୍ରହ୍ମଙ୍କ ରଥ ଫେରିଛି ପୁଣି ସିଆର୍‌ପିଏଫ୍‌ ମୁଖ୍ୟାଳୟର
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁଦାନ ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଉନ୍ନତି ପାଇଁ ୩.୩୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଡିପିଆର ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଦାଖଲ କରିବା ପରେ ଏହା ମଞ୍ଜୁରି ଆଦେଶ
Read More...

ନୋଏଡାର ଏନ୍‌ବିସିସିର ପୂର୍ବତନ ସିଜିଏମ୍‌ଙ୍କ ଘରେ ଆଇଟି ବିଭାଗର ଚଢ଼ାଉ : ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ନୋଏଡା : ଉତ୍ତରପ୍ରଦେଶର ନୋଏଡାଠାରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ଖବର ଅନୁଯାୟୀ, ଆଇଟି ବିଭାଗର ଏହି ଚଢ଼ାଉ ଗତ ସନ୍ଧ୍ୟା ଠାରୁ ନୋଏଡାର ସେକ୍ଟର ୧୯ରେ ଥିବା ଏକ ବଙ୍ଗଳାରେ ଚାଲିଛି । ଗତ ବିଳଂବିତ ସନ୍ଧ୍ୟାରୁ ଚାଲିଥିବା ଏହି ଚଢ଼ାଉରେ ବିଭାଗର ଏକ ଟିମ୍ ଅନେକ ଦଲିଲ ଯାଂଚ କରୁଛନ୍ତି ।
Read More...