Daily Archives

ବଲାଙ୍ଗିର ସଦର ଥାନାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକୁ ନେଇ ନିନ୍ଦା

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ବଲାଙ୍ଗିର ସଦର ଥାନା ଏଏସଆଇ ଆକ୍ରମଣ ଘଟଣାକୁ ଘୋର ନିନ୍ଦା କରିଛନ୍ତି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଗଣ । ରାଜ୍ୟ ସରକାର ପୋଲିସ ପ୍ରଶାସନକୁ ୫ଟିରେ ସାମିଲ କରିଛନ୍ତି । ସାଧାରଣ ଲୋକେ ଥାନାକୁ ଗଲେ ଭଲ
Read More...

ଘରକୁ ପଶିଲା କାର୍‌

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା- କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥ ଲୁହୁରାପାଲି ଗ୍ରାମଠାରେ ଏକ କାର୍‌ (ଓଡି୦୩ଆର୍‌ ୩୦୦୦) ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଡ୍ରେନ୍‌ ଡେଇଁ ଏକ ଘର ଭିତରକୁ ପଶିଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଗୃହକର୍ତ୍ତା ଶବ୍ଦ
Read More...

ସାପ କାମୁଡାରେ ବୃଦ୍ଧ ମୃତ

ନୂଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ଲଖନା ଥାନା ଶୁଆବାହାଲ ଗାଁରେ ସାପ କାମୁଡାରେ ଛବିରାମ ମାଝୀ(୬୧)ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ତାଙ୍କୁ ସୋମବାର ସନ୍ଧ୍ୟାରେ ଏକ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ନୂଆପଡା ମୁଖ୍ୟ ଡାକ୍ତରଖାନାରେ
Read More...

ବନ ମହୋତ୍ସବ ଅବସରରେ ଚାରା ରୋପଣ କଲେ ବିଚାରପତି

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ଅବସରରେ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ବିଚାରପତି ରାଜକିଶୋର ମହାପାତ୍ର ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଚାରା ରୋପଣ କରିଛନ୍ତି । ତାଙ୍କ ସହ ସବ୍‌ଜଜ୍‌ ରମାକାନ୍ତ ମହାନ୍ତି, ଏସଡିଜେଏମ ମମିତା ସାହୁ,
Read More...

୩୦ ଫୁଟ ତଳକୁ ଖସିଲା ସ୍କର୍ପିଓ, ୮ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରୁ କୋଇଡା ଯାଉଥିବା ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଆଠ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନରେ
Read More...

୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ବେଗୁନିଆପଡ଼ା : କେନ୍ଦ୍ର ରେଳ ଓ ହସ୍ତତନ୍ତ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଦର୍ଶନା ଜର୍ଦ୍ଦୋସ୍ ୩ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି । ଏହି ଅବସରରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ଖଲ୍ଲିକୋଟ ରେଳ
Read More...

କେନ୍ଦ୍ର ମତ୍ସ୍ୟ ମନ୍ତ୍ରାଳୟ ସଚିବଙ୍କ ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼ : କେନ୍ଦ୍ର ମତ୍ସ୍ୟ ମନ୍ତ୍ରାଳୟ ସଚିବ ଯତୀନ୍ଦ୍ରନାଥ ସ୍ବାଇଁ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ମତ୍ସ୍ୟ ବିଭାଗ ଦ୍ବାରା ସହାୟତା ପାଇଥିବା ହିତାଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ସଚିବଙ୍କ ଗସ୍ତ ସମୟରେ ବଣାଇ ବ୍ଲକସ୍ଥିତ ବଲିତାକୁଦର ଗ୍ରାମର ଅନୁଗ୍ରହ
Read More...

୨ ଆତଙ୍କବାଦୀଙ୍କ ଆତ୍ମସପର୍ମଣ

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁଲଗାମର ହଦିଗାମ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ଅପରେସନ୍‌ରେ ସଫଳତା ମିଳିଛି । ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନଙ୍କୁ
Read More...

ଖୁଣ୍ଟୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଗୁରୁଡ଼ିଝାଟିଆ : ବୃକ୍ଷ ହିଁ ଜୀବନ । ବିଶ୍ୱକୁ ଉତପ୍ତ ବଳୟ ଭିତରୁ ରକ୍ଷା କରି ଏକ ସନ୍ତୁଳିତ ପରିବେଶ ଗଠନ ଦିଗରେ ସବୁଜିମାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ଦିବସ ଉପଲକ୍ଷେ
Read More...

ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ

ନୂଆଦିଲ୍ଲୀ : ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ। ଏୟାର କମାଣ୍ଡୋର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ବାୟୁସେନାରେ ପ୍ରଥମ ଥର ପାଇଁ ବାପା-ଝିଅ ଯୋଡ଼ି ଯୁଦ୍ଧ ବିମାନ ଉଡ଼ାଇଛନ୍ତି । ଶର୍ମା ଝିଅଙ୍କ ସହ ଏୟାର ଫର୍ମେସନ ଜୀବନର
Read More...